IAS & IPS ପରୀକ୍ଷାର Interview ପ୍ରଶ୍ନ ! ଗୋଟିଏ ଝିଅ ତାହାର ପ୍ରଥମ ଜନ୍ମ ଦିନରେ ୮ ବର୍ଷର ହୋଇଥିଲା ଏହା କିପରି ସମ୍ଭବ ?

Interview

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

ପ୍ରଶ୍ନ- ଦୁନିଆରେ ଏମିତି କେଉଁ ଜିନିଷ ଅଛି ଯାହା ସମସ୍ତଙ୍କ ପାଖରେ ଥାଏ, ସେ ଧନୀ ହେଉ ବା ଗରିବ, ଜୀବିତ ହେଉ ବା ନିର୍ଜୀବ, ସୂର୍ଯ୍ୟ ହେଉ ବା ଆଉ କେହି ?
ଏହାର ସଠିକ୍ ଉତ୍ତର ହେଲା ତା’ର ନାମ ।

qu

ପ୍ରଶ୍ନ- କୁହନ୍ତୁ କେଉଁ ପ୍ଲେୟାର କେବେ ବି ମ୍ଯାଚ ଖେଳେ ନାହିଁ ?
ଏହାର ସଠିକ୍ ଉତ୍ତର ହେଲା C D player

ପ୍ରଶ୍ନ- ଦୁନିଆରେ ସବୁଠୁ ଅଧିକ ସାକ୍ଷୀ ଦେବା ବାଲା କିଏ ଅଟେ ?
ଏହାର ସଠିକ୍ ଉତ୍ତର ହେଲା ଇତିହାସ

ପ୍ରଶ୍ନ- ଲୋକଙ୍କୁ ମୋର ବହୁତ ଆବଶ୍ୟକତା ହୋଇଥାଏ କିନ୍ତୁ ତଥାପି ଲୋକ ମତେ ଜଣେ ଅନ୍ୟ ଜଣଙ୍କୁ ଦେଇଥାନ୍ତି, କୁହନ୍ତୁ ମୁଁ କିଏ ?
ଏହାର ସଠିକ୍ ଉତ୍ତର ହେଲା ଟଙ୍କା ।

ପ୍ରଶ୍ନ – କୁହନ୍ତୁ ଯେତେବେଳେ ପିଲା ଜନ୍ମ ହୋଇଥାଏ ତେବେ ତା’ର ଦାନ୍ତର ରଙ୍ଗ କଣ ହୋଇଥାଏ ? ଧଳା ନା ହଳଦିଆ ?
ଏହାର ସଠିକ୍ ଉତ୍ତର ହେଲା ଯେତେବେଳେ ପିଲା ଜନ୍ମ ହୋଇଥାଏ ତାର ଦାନ୍ତ ହିଁ ନଥାଏ ।

ପ୍ରଶ୍ନ – ସେ କିଏ ଅଟେ ଯିଏ ବିନା ହଲି କି ମଧ୍ୟ ପାହାଡକୁ ଯାଇଥାଏ, ଓ ସହରକୁ ଯାଇଥାଏ, ଗଳିରେ ଯାଇଥାଏ ଓ ବଜାର ରେ ବି ଯାଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ସଡକ ।

ପ୍ରଶ୍ନ- ଏମିତି ଏକ ଶବ୍ଦ ର ନାମ କୁହନ୍ତୁ ଯାହାର ପ୍ରଥମ ଅକ୍ଷର କାଟିଦେଲେ ଭାଗବାନଙ୍କ ନାମ ହୋଇଥାଏ, ମଧ୍ୟ ଅକ୍ଷର କାଟିଦେଲେ ଫଳର ନାମ, ଓ ଶେଷ ଅକ୍ଷର କାଟିଦେଲେ ଶସ୍ତ୍ର ର ନାମ ହୋଇଯାଏ ?
ଏହାର ସଠିକ୍ ଉତ୍ତର ହେଲା ଆରାମ ।

QU

ପ୍ରଶ୍ନ- ମୋ ପାଖରେ 88 keys ଅଛି କିନ୍ତୁ ମୁଁ କୌଣସି ତାଲା ଖୋଲି ପାରିବି ନାହିଁ ?
ଏହାର ସଠିକ୍ ଉତ୍ତର ହେଲା Piano

ପ୍ରଶ୍ନ – ଏମିତି କେଉଁ ଜିନିଷ ଯାହା ପୁରୁଷଙ୍କର ମୋଟା ଓ ସ୍ତ୍ରୀଙ୍କର ପତଳା ହୋଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ସ୍ଵର ।

ପ୍ରଶ୍ନ – ସ୍ତ୍ରୀ ସମସ୍ତଙ୍କର ନେଇଥାଏ କିନ୍ତୁ ନିଜ ସ୍ଵାମିର ନେଇ ନଥାଏ, କୁହନ୍ତୁ କଣ ?
ଏହାର ସଠିକ୍ ଉତ୍ତର ହେଲା ନିଜ ସ୍ୱାମୀ ନାମ ।

ପ୍ରଶ୍ନ – ଗୋଟିଏ ଝିଅ ତାହାର ପ୍ରଥମ ଜନ୍ମ ଦିନରେ 8 ବର୍ଷର ହୋଇଥିଲା ଏହା କିପରି ସମ୍ଭବ ?

ଉତ୍ତର- ଝିଅଟି 29 ଫେବୃୟାରି 1896 ମସିହାରେ ଜନ୍ମ ହୋଇଥିଲା ତେବେ ଏହା ହେଉଛି ଅଧିବର୍ଷ । କିନ୍ତୁ 1869 ମସିହାରେ ଚାରି ବର୍ଷ ପୂରିବା ଦ୍ଵାରା ଏହା 1900 ମସିହା ହେଇଗଲା ତେଣୁ ନୂଆ ସେଞ୍ଚୁରୀରେ ସବୁ କିଛି ମୂଳରୁ ଆରମ୍ଭ ହୋଇଥାଏ । ତେଣୁ 1900 ମସିହାରୁ ପୁଣି ଚାରି ବର୍ଷ ପରେ 29 ଫେବୃୟାରି ଆସିଲା ଯାହାଫଳାରେ ଝିଅକୁ 8 ବର୍ଷ ହେଇଗଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *