Odia Puzzle: ପରିବାଟିର ନାମ କଣ କୁହନ୍ତୁ ? ଯାହା ସମସ୍ତଙ୍କ ଫେବ୍ରେଟ ପରିବା…

Odia Puzzle

ଆପଣ ମାନଙ୍କୁ ଆ ମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ପଜଲ ନେଇକରି ଆସିଛୁ । ଯଦି ଆପଣ ମାନେ ନିଜକୁ ବୁଦ୍ଧିମାନ ଓ ବିଦ୍ୱାନ ଭାବୁଛନ୍ତି ତା ହେଲେ ଆପଣ ମାନେ ଏହି ପଜଲ କୁ ସାବଧାନ କରି ଦେଖନ୍ତୁ । ଆଉ ଏହା ହେଉଛି ଆପଣ ମାନଙ୍କୁ ଚେଲେଞୀ୍ । ତେବେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଏହିପରି ଅନେକ ପଜଲ ବା ଚ୍ୟାଲେଞ୍ଜ ଆସେ ଯାହାକୁ 100 ରୁ କେବଳ 99 ପ୍ରତିଶତ ଲୋକ ସମାଧାନ କରିପାରନ୍ତି । ତେଣୁ ବନ୍ଧୁଗଣ ଆଜି ଦେଖିବା ଆପଣ ସ୍ମାର୍ଟ ନା ନୁହଁ ସେହି ବିଷୟରେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ପଜଲ କୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ପଜଲରେ ଆପଣ ମାନଙ୍କୁ ଦୁଇଟି ଫୋଟ ଦେଖାଯାଉଛି । ଏହି ଦୁଇଟି ଫୋଟ ମଧ୍ୟରୁ କିଛି ଅଲଗା ଅଛି । ଏବଂ ଆପଣ ମାନଙ୍କୁ ଦୁଇଟି ଫୋଟଚ ମାଧ୍ୟମ ରେ ପାର୍ଥକ୍ୟ ଚିହ୍ନଟ କରନ୍ତୁ ।

ph

2. ବନ୍ଧୁଗଣ ଆମ ଲିଷ୍ଟରେ ଦ୍ୱିତୀୟ ପଜଲ ରେ ରହିଥିବା ଫୋଟକୁ ଆପଣ ମାନେ ବହୁତ ଭଲ ଭାବେ ଦେଖନ୍ତୁ । ଏହି ଫୋଟରେ ଜଣେ ଅଭିନେତ୍ରୀ ଙ୍କ ଅଧା ମୁହଁ ଦେଖାଯାଉଛି । ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ସମୟ ରେ ଆପଣ ମାନେ ଅଭିନେତ୍ରୀ ମାନଙ୍କୁ ନିଶ୍ଚିତ ଦେଖିଥିବେ । ତେବେ ଏହି ଫୋଟରେ ଅଧା ମୁହଁ ଦେଖାଯାଉଛି ଅଭିନେତ୍ରୀ ଜଣଙ୍କ କିଏ ଆପଣ ମାନଙ୍କୁ ଚିହ୍ନଟ କରିବାକୁ ହେବ । ତେବେ ଏହି ଅଭିନେତ୍ରୀ ଜଣଙ୍କ ଭୂମି ପେଡନେକର ଅଟନ୍ତି ।

3. ବନ୍ଧୁଗଣ ପଜଲଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଫଟୋରେ ଆପଣ ମାନେ ପାଞ୍ଚଟି ଛତା ଦେଖି ପାରୁଥିବେ ହେଲେ ଏହି ପାଞ୍ଚଟି ଛତା ମଧ୍ୟରୁ ଗୋଟିଏ ଛତା ଅଲଗା ଅଛି । ଆପଣ ମାନଙ୍କର ଚ୍ୟାଲେଞ୍ଜ ହେଉଛି ସେହି ଭିନ୍ନ ଛତାକୁ ଚିହ୍ନଟ କରିବା ।

umbrella

4. ସେହିପରି ଏହି ପଜଲରେ ଥିବା ଫଟୋକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଫଟୋରେ ଆପଣ ମାନଙ୍କୁ ଐଶ୍ଵର୍ଯ୍ୟ ରାୟ, ଆଲିୟା ଭଟ୍ଟ ଏବଂ ସୋନମ କପୁର ନଜର ଆସୁଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଅଛନ୍ତି ହେଲେ ତାଙ୍କ ମୁହଁ ଲୁଚି ଯାଇଛି । ଆପଣ ମାନେ କୁହନ୍ତି ଏହି ଅଭିନେତ୍ରୀ ଜଣକ କିଏ । ସେହି ଅଭିନେତ୍ରୀ ଜଣକ ହେଲେ ପରିନିତି ଚୋପ୍ରା ।

5. ଆମ ଲିଷ୍ଟରେ ଶେଷ ପଜଲକୁ ଆପଣ ମାନେ ଭଲଭାବେ ଦେଖନ୍ତୁ । ଏହି ପଜଲର ସମଧାନ କରିଲେ ଏକ ପରିବାର ନାମ ହେବ । ତେବେ ଏହି ପଜଲ ରେ ଗୋଟିଏ ପଟରେ କୁଣ୍ଡ ଅଛି । ଦ୍ଵିତୀୟରେ ଇଂରାଜୀ ଲେଟର A ଅଛି ଏବଂ ତୃତୀୟରେ ପାଦ ଅଛି । ତେବେ ଏହି ତିନୋଟିକୁ ମିଶାଇଲେ ହେବ ପଟାଟୋ ବା ଆଳୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *