ରାଣୀ ତୁମେ ଭଲ ସ୍ତ୍ରୀ ଓ ଭଲ ବୋହୂଟେ ହୋଇପାରିବ ,ତୁମକୁ ଯିଏ ବାହା ହବ ସେ ଖୁସିରେ ରହିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ମହାନ୍ତି ଟା ହ୍ୟାଣ୍ଡସମ ଟୋକା ସେ ଯଦି ରାଜି ହେବ ମୁଁ ବାହା ହେବା କୁ ସଂଗେ ସଂଗେ ରେଡି ଅଛି । କେତେ ଝିଅ ତାଙ୍କ ପଛରେ ପଡିଛନ୍ତି କିଏ କଣ କଣ ସବୁ କରୁଛନ୍ତି ଆଉ ମୋର ବି ଟିକେ ଲାଳେଇବା ଦୋଷ ଅଛି ତାଙ୍କ ପ୍ରତି । ମୁଁ ତାଙ୍କର ପ୍ରତିଦିନ ଜୀବନ ସହ ଅପଡେଟ ରହୁଛି । ଏବେ କହିଲେ ଏବେ ବାହା ହୋଇଯିବି । ବନ୍ଧୁଗଣ ଏମିତି କିଛି କହିଛନ୍ତି ଆମ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ।

ସେହି ପରିବେଳେ ରାନୀପଣ୍ଡା ଙ୍କ ଏମିିତି ବିବାଦ କୁ ନେଇ ମଧ୍ୟ ଅନୁଭବ ମହାନ୍ତି ଏହି ନିକଟ ରେ ନିଜର ପ୍ରତିକ୍ରିୟା ରଖିଥିବାର ଦେଖିବା ପାଇଁ ମିଳିଛି । ତେବେ ଅନୁଭବ ମହାନ୍ତି ଙ୍କର ବି କହିବା କଥା ଅନୁସାରେ ରାଣୀ ପଣ୍ଡା ଜଣେ ଭଲ ଝିଅ। ଭଲ ବହୁ ଓ ବହୁତ ଭଲ ମା ହେବାର ଗୁଣ ରହିଛି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ନିଜ ପରିଶ୍ରମିକକୁ ଅନ୍ୟ ମାନଙ୍କୁ ଦେଇ ବହୁତ ଖୁସି ପାଇବାର ଗୁଣ ଅନୁଭବ ମହାନ୍ତି କୁ ଆହୁରି ଅଧିକ ଭଲ ଲାଗେ ବୋଲି କହିଛନ୍ତି ।

rani p

ଆମର ବାଳୁଙ୍ଗା ଟୋକା ଅନୁଭବ ମହାନ୍ତିଙ୍କର ରାଣୀ ପଣ୍ଡାଙ୍କ ସହିତ କେବେ ଦେଖା ହେଇନାହିଁ ସତ ମାତ୍ର ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଯେତିକି ଜାଣିଛନ୍ତି । ସେଥିରୁ ବୁଝି ସେ କହିଛନ୍ତି ଯେ ରାଣୀ ପଣ୍ଡା ଜଣେ ହୃଦୟବାନ ମହିଳା । ଅନୁଭବ ମିହାନ୍ତି ରାଣୀ ପଣ୍ଡାଙ୍କୁ ବହୁତ ସାମ୍ନା କରନ୍ତି ବୋଲି କହିଛନ୍ତି । ତାଙ୍କର ଆଗାମୀ ନୂଆ ବର୍ଷ ପ୍ରଭୁ ଜଗନ୍ନାଥ କୃପାରୁ ଭଲରେ କଟୁ ବୋଲି ନିବେଦନ କରିଛନ୍ତି ।

ଏହା ସହିତ ସୁପରଷ୍ଟାର ଅନୁଭବ ମିହାନ୍ତି ସମୟ ପାଇଲେ ରାଣୀ ପଣ୍ଡାଙ୍କୁ ଦେଖା କରିବେ ବୋଲି ମଧ୍ୟ କଥା ଦେଇଛନ୍ତି । ତାଙ୍କ ପାଇଁ ମୋର ସମ୍ମାନ ଏବଂ ଭଲ ପାଇବା ରହିଛି ଏବଂ ରହିବ ବୋଲି ସେ କହିଛନ୍ତି । ଏପରି କ୍ଷେତ୍ର ରେ ରାନୀପଣ୍ଡା ବି ମଧ୍ୟ ଅନୁଭବ ମହାନ୍ତି ଙ୍କ ବହୁତ ଭଲ ଭାବେରେ ଯତ୍ନ ନେବେ ବୋଲି ମଧ୍ୟ କହିଥିବାର ଦେଖିବା ପାଇଁ ମିଳିଛି । ଜାହାକୁ ନେଇ ଏବେ ରାନୀପଣ୍ଡା ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *