ଏମାନେ ହେଲେ ଓଡିଶାର Top 6 କମେଡିଆନ ମାନଙ୍କ ରିଅଲ ଲାଇଫ ସ୍ତ୍ରୀ, ଯାହାଙ୍କୁ ଆପଣମାନେ ଆଗରୁ କେବେ ବି ଦେଖି ନଥିବେ…

Comedians

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର କେମେଡିଆନ ମାନଙ୍କୁ ନିଶ୍ଚିତ ଭାବେ ଦେଖି ଥିବେ ତାଙ୍କ ର ଅଭିନୟ ରେ ନିଶ୍ଚିତ ଭାବେ ହସି ମଧ୍ୟ ଥିବେ ସେମିତି ରେ କଣ ଆପଣ ମାନେ ସେମାନଙ୍କ ସ୍ତ୍ରୀ ମାନଙ୍କୁ କେବେ ବି ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଆମର ପୋଷ୍ଟ କୁ ଶେଷଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଦେଖି ପାରିବେ ।

ତେବେ ବନ୍ଧୁଗଣ ପୁପୁ ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ କମେଡିଆନ ପପୁ ପମ ପମ । ଆପଣ ମାନେ ସମସ୍ତେ ପପୁଙ୍କୁ ଅନେକ ଟିଭି ସୋ ଆଉ ଫିଲ୍ମରେ ଜବରଦସ୍ତ କମେଡି କରୁଥିବାର ନିଶ୍ଚୟ ଦେଖିଥିବେ । ତେବେ ଦର୍ଶକ ବନ୍ଧୁ ଏ ହେଉଛନ୍ତି ପପୁଙ୍କର ସ୍ତ୍ରୀ ।

papu

ଏହା ପରେ ହରିହର ମହାପାତ୍ର ଙ୍କୁ ନିଶ୍ଚିତ ଭାବେ ଦେଖି ଥିବେ ଏବଂ ଏହା ସହିତ ଆପଣ ମାନେ ତାଙ୍କର କମେଡି ରେ ନିଶ୍ଚିତ ଭାବେ ହସି ଥିଲେ ତେବେ ଇଏ ହେଲେ ହରି ଙ୍କ ସ୍ତ୍ରୀ ଯିଏ ଜଣେ ଅଭିନେତ୍ରୀ ଅଟନ୍ତି ।

ଏବଂ ଏହା ପରେ ରହିଛନ୍ତି ଜୟୀରାମ ସାମଲ ଆପଣ ମାନେ ତାଙ୍କୁ ବି ଦେଖି ଥିବେ ବହୁତ ସିନେମା ରେ କମେଡି କରୁ ଥିବାର ତେବେ ବନ୍ଧୁଗଣ ଇଏ ହେଲେ ତାଙ୍କର ପତ୍ନୀ ।

Jairam

ଏବଂ ଏହା ପରେ ଆସୁଛନ୍ତି , ଜୋଗେସ୍ ଜୋଜ ଆପଣ ମାନେ ତାଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ସେ ବହୁତ ସାରା ସିନେମା ରେ କାମ କରୁ ଥିବା ବେଳେ ବର୍ତମାନ ସମୟ ରେ ସେ ନିଜର ଇୟୁଟିୟୁବ୍ ଚେନ୍ନାଲ ଚଲାଉଛନ୍ତି ଏବଂ ଇଏ ହେଲେ ତାଙ୍କର ପତ୍ନୀ ଯିଏ ତାଙ୍କୁ ସାହାଯ୍ୟ କରନ୍ତି ।

ଏହା ପରେ ଆସୁଛନ୍ତି ଓଲିଉଡ ର ଜବର୍ଦୋସ୍ତ କମେଡିଆନ ଗୁଡୁ ବର୍ତମାନ ସମୟ ରେ ତାଙ୍କର ବୟସ 29 ବର୍ଷ , ସେ ବିବାହ କରି ସାରିଛନ୍ତି , ତେବେ ଦର୍ଶକ ବନ୍ଧୁ ଏ ହେଉଛନ୍ତି ଗୁଡୁ ଙ୍କର ସ୍ତ୍ରୀ ।

gudu

ଏବଂ ଶେଷ ରେ ଆସୁଛନ୍ତି ଓଲିଉଡ ର ଜବର୍ଦୋସ୍ତ କମେଡିଆନ ମିଷ୍ଟର ନନସେନ୍ସ ତେବେ ଇଏ ବି ବନ୍ଧୁଗଣ ବର୍ତମାନ ସମୟ ରେ ବିବାହ କରି ସାରିଛନ୍ତି , ତାଙ୍କୁ ବର୍ତମାନ ସମୟ ରେ 26 ବର୍ଷ ହୋଇ ସାରିଛି । ତେବେ ଇଏ ହେଉଛନ୍ତି ମିଷ୍ଟର ନନସେନ୍ସ ଙ୍କର ସ୍ତ୍ରୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *