ବନ୍ଦ ହେଲା କି? 1 Rupee Coin |ଜାଣନ୍ତୁ କଣ ରହିଛି ପୁରା ଖବର

rbi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବନ୍ଦ ହୋଇଗଲା କି ଏକ ଟଙ୍କିଆ କୟେନ କାହିଁକି ନେବାକୁ ମନା କରୁଛନ୍ତି ଲୋକେ ତେବେ ଏହି ଟଙ୍କାକିଆ କୟେନ ନଚାଲିବାକୁ ନେଇ କଣ ଖବର ଆସିଛି । ତେବେ ଏହି ଖବର ଟି ସତ କି ଗୁଜବ ତେବେ ବର୍ତମାନ ସମୟ ରେ ଆପଣ ମାନେ ଧ୍ୟନ ଦେଇଛନ୍ତି କି ବହୁତ ସ୍ଥାନରେ ଏକ ଟଙ୍କିଆ ମୁଦ୍ରା ଦେବାରୁ ଏହା ଆଉ ଚଳୁ ନାହିଁ କି ଲୋକେ ଏହାକୁ ନେଉ ନାହାଁନ୍ତି ।

କିଛି ଏହି ପରି କହି ଏହି ମୁଦ୍ରା ନେବାକୁ ମନା କରି ଦେଉଛନ୍ତି । କେବଳ ଏତିକି ନୁହେଁ । ଆପଣ ଯଦି କୈଣସି ଦୋକାନ କୁ ଜାଇ ଏହି ଏକ ଟଙ୍କିଆ ମୁଦ୍ରା ଦେବେ ତେବେ ସେମାନେ ମଧ୍ୟ ମନା କରିଦେବେ । ତେବେ ସତରେ କଣ ଏହି ଏକ ଟଙ୍କିଆ ଚଳୁନାହିଁ ଆଉ ଯଦି ଚଳୁନାହିଁ ତେବେ ଆମ ପାଖରେ ଥିବା ଏହି ଟଙ୍କା ଗୁଡିକ କଣ ହେବ । ତେବେ ସରକାର ଙ୍କ ପକ୍ଷ ରୁ ଏହିଥି ନେଇ କୈଣସି ବିଜ୍ଞ୍ୟପ୍ତି ଜାରି ହୋଇଛି କି ନାଁ ଏହିଥି ପାଇଁ RBI କଣ କହିଛି । ସେହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ପାଇନେବା ।

rbi

ତେବେ କେନ୍ଦ୍ର ସରକାର ଙ୍କ ଘୋଷଣା ମୁତାବକ ଏବେ ଯାଏ ସେମିତି କିଛି ବି ଘୋଷଣା ହୋଇ ନାହିଁ । ହେଲେ କିଛି ସ୍ଥାନରେ ବ୍ୟବସାୟୀ ମାନଙ୍କ ଦ୍ୱାରା ଏମିତି କାର୍ଯ୍ୟ କରାଜାଉଛି । ଯଦି ଆପଣ ଏହି ସମସ୍ୟା ର ସାମ୍ନା କରୁଛନ୍ତି ତେବେ ଆପଣ ଏହି ମୁଦ୍ରାକୁ ଏକ୍ସଚେଞ୍ ବି କରି ପାରିବେ ବୋଲି କୁହାଜାଇଛି ।

ତେବେ ମୂଖ୍ୟତଃ ଆପଣ ମାନେ ପୋଷ୍ଟ ଅଫିସ ଗୁଡିକ ରେ ଏହି ସବୁ କୟେନ କୁ ଏକ୍ସଚେଞ୍ କରି ପାରିବେ ଯଦି ଆପଣ ମାନେ ଏହି କୟେନ କୁ ଚଳେଇବା ପାଇଁ ଅସମର୍ଥ ଅଟନ୍ତି ତେବେ ଆପଣ ମାନେ ଏମିକି କରି ବଦଳେଇ ଦେଇ ପାରିବେ । ଟଙ୍କା ଚଳୁ ନଥିବାକୁ ନେଇ RBI ଏକ ବିଜ୍ଞ୍ୟପ୍ତି ରେ କହିଛି ଯେ ଆପଣ ମାନେ ଏହି ପରି ଗୁଜବରେ ମୋଟେବି ବିଶ୍ୱାସ କରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *