ଦେଖନ୍ତୁ ଅଭିନେତା ଚନ୍ଦନ ଓରଫ ତୁଷାରଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ।

chandan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ଅଭିନେତା ତୁସାର ଚନ୍ଦନ ଙ୍କ ପରିବାର ରେ କିଏ କିଏ ରହିଛନ୍ତି , ସେମିତି ରେ ଆପଣ ମାନେ ବନ୍ଧୁଗଣ ଜାଣି ଥିବେ ଚନ୍ଦନ ଙ୍କ ପ୍ରକୃତ ନାମ ହେଲା ତୁସାର ସେ ପୂର୍ବ ରୁ ଅନେକ ଗୁଡିଏ ସିରିଏଲ ଏବଂ ଫିଲ୍ମ ମାନଙ୍କ ରେ କାମ କରି ସାରି ଥିବା ବେଳେ ଜି ସାର୍ଥକ ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ତୋ ଅଗଣା ର ତୁଳସୀ ମୁଁଁ ରେ ଚନ୍ଦନ ଭୂମିକା ରେ କାମ କରୁ ଥିବା ବେଳେ , ତେବେ ଏହି ସିରିଏଲ ରେ ଲୋକ ମାନେ ଚନ୍ଦନ ଭାବେ ଜାଣଇ ଥିବା ବେଳେ ଦର୍ଶକ ମାନଙ୍କୁ ତାଙ୍କର ଅଭିନୟ ବହୁତ ପରିମାଣ ରେ ପସନ୍ଦ ଆସି ଥିବା ବେଳେ ପରେ ସମସ୍ତେ ତାଙ୍କୁ ଚନ୍ଦନ ଭାବେ ଜାଣି ଜାଇ ଥିଲେ ।lisha

ସେହି ପରି ଏହି ସିରିଏଲ ରେ ଲୋକ ମାନେ ଲିସା ଏବଂ ଚନ୍ଦନ ଙ୍କ ପ୍ରେମ କୁ ବି ବହୁତ ପସନ୍ଦ କରୁ ଥିଲେ , ଏବଂ ପରେ ଜାହା ସୂଚନା ମିଳି ଥିବା କି ଲିସା ଏବଂ ଚନ୍ଦନ ପରସ୍ପର କୁ ବହୁତ ଭଲ ପାଉ ଥିଲେ ହେଲେ ଏହି ଦିନ ରେ ସିରିଏଲ ଅଭିନେତା ତୁସାର୍ ଏବଂ ମାହୀ ଙ୍କ ବିବାହ ହୋଇ ସାରିଛି । ତେବେ ସେମିତି କ୍ଷେତ୍ର ରେ ଏହି ବିବାହ କୁ ବହୁତ ଧୁମ୍ ଧାମ୍ ରେ କରି ଥିବା ବେଳେ ସେମାନେ ଏହି ବିବାହ କୁ ନେଇ ମଧ୍ୟ ବହୁତ ଖୁସି ରେ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି କ୍ଷେତ୍ର ରେ ଏହି ଦିନ ରେ ମାହୀ ଏବଂ ଚନ୍ଦନ ଙ୍କ ରିସେପ୍ସନ ପାର୍ଟି ରେ ବି ଲିସା ଉପସ୍ଥିତ ରହି ଥିବା ବେଳେ ସେ ବହୁତ ଖୁସି ରହି ଥିଲେ ,chadan

ସେମିତି ରେ ମାହୀ ବି ଜଣେ ଅଭିନେତ୍ରୀ ହୋଇ ଥିବା ବେଳେ ବର୍ତମାନ ସମୟ ରେ ସେମାନେ କିଛି ସମୟ ପାଇଁ ସିରିଏଲ ଜଗତ ରୁ ଦୂରେଇ ରହି ଥିବା ବେଳେ ବାସ୍ କିଛି ଦିନ ମଧ୍ୟ ରେ ତାଙ୍କର ରିଟର୍ଣ୍ଣ ହେବା ନେଇ ତୁସାର ସୂଚନା ଦେଇଛନ୍ତି । ତେବେ ଆପଣ ମାନଙ୍କୁ ଏମାନଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *