ବଡ଼ ଖବର ସ୍କୁଲ ଛାତ୍ରଛାତ୍ରୀ ପାଇଁ ଜାଣି ନିଅନ୍ତୁ ଆପଣଙ୍କ ପିଲାଙ୍କ ପାଇଁ ବଡ ଆପଡେଟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଲାଗି ସରକାର ଙ୍କ ପକ୍ଷ୍ୟ ରୁ ଆସିଗଲା ଆଉ କିଛି ବଡ ଘୋଷଣା । ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ଏମାନଙ୍କ ଉପସ୍ଥାପନ ରେ ହେବ ଡିଜିଟାଲ ଲାଇଜ୍ । ଏହି ନେଇ ଆସିଲା ବଡ ଖବର ଆସନ୍ତୁ ଜାଣିନେବା କଣ ରହିଛି ସଂମ୍ପର୍ଣ୍ଣ ଖବର ଜାଣିନେବା । ଦେଖନ୍ତୁ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ଉପସ୍ଥାନ କଡା କଡି ଯାଞ୍ଚ ହେବ ।school

ବିଭାଗ ଅନୁସାରେ ଇ ସ୍ପେସ୍ ରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଦୈନିକ ଉପସ୍ଥାନ ଆପଲୋର୍ଡ କରାଯିବ । ପ୍ରତ୍ୟୋକ କାର୍ଯ୍ୟ ଦିବସ ରେ ଅପରାହ୍ନ 4 ଟା ସୁଧା ଉପସ୍ଥାପନ ଆପଡେଟ କରିବା ଲାଗି ନିର୍ଦ୍ଧେଶ ଦିଆଜାଇଛି । ଏହି ନେଇ ଉଚ୍ଛ ମାଧ୍ୟମିକ ଶିକ୍ଷାପରିଶଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ଅଦକ୍ଷ୍ୟକ ଙ୍କୁ ଚିଠି ଲେଖି ଅବଗତ କରାଜାଇଛି । ଏହିଥିରେ ଖିଲାପ କଲେ ଏହାକୁ ଗୁରୁତ୍ୱର ସହିତ ନିଆ ଯିବ ବୋଲି ନିର୍ଦ୍ଧେଶାଳୟ ଜଣେଇ ଦେଇଛି । ଉଚ୍ଛ ମାଧ୍ୟମିକ ବିଦ୍ୟାଳୟ ଇ ସ୍ପେସ୍ ଲଗଇନ କରି ଦୈନିକ ଉପସ୍ଥାପନ ଅପଡେଟ କରିବାକୁ ନିର୍ଦ୍ଧେଶ ଦେଇଛି ।Japanese school

ଏକା ଦେଶ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀ ଏବଂ ଶିକ୍ଷାକ ଙ୍କ ପାଇଁ ବି ନୂତନ ଶିକ୍ଷକ ମୋଡେଲ ଉପଲବ୍ଧ ହୋଇଛି । ତେବେ ଏଣିକି ବଡ ଅପଡେଟ ମୁତାବକ ଦୈନିକ ଅପଲୋଡ ହେବ ପିଲା ଏବଂ ଶିକ୍ଷକ ମାନଙ୍କ ଉପସ୍ଥାପନ ଜାହା ଫଳରେ ଜଣା ପଡିବ ଶିକ୍ଷକ ମାନେ ମାସରେ କେତେ ଦିନ ସ୍କୁଲ ଆସୁଛନ୍ତି ଏବଂ କେତେ ଦିନ ଛୁଟି ନେଉଛନ୍ତି । ଠିକ୍ ସେମିତି ଛାତ୍ରଛାତ୍ରୀ ଙ୍କ ଉପସ୍ଥାପନ ର ରେକର୍ଡ ରହିବ ସରକାର ଙ୍କ ପାଖରେ ବୋଲି ସୂଚନା ଦିଆଜାଇଛି । ତେବେ ଆପଣ ମାନେ କେଉଁ ଜିଲ୍ଲାରୁ ପୋଷ୍ଟକୁ ପଢୁଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

Leave a Reply

Your email address will not be published. Required fields are marked *