ସିନ୍ଦୁରର ଅଧିକାରରେ ଅଭିନୟ କରିଥିବା ତିଳୋତ୍ତମାଙ୍କ ପରିବାରରେ କିଏ ସବୁ ଅଛନ୍ତି ଏବେ ହିଁ ଦେଖନ୍ତୁ ।

tilatham

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସିନ୍ଦୁର ଅଧିକାର ସିରିଏଲ କୁ ନିିଶ୍ଚିତ ଭାବେ ଦେଖି ଥିବେ , ସେହି ଥିରେ ଅଭିନୟ କରୁ ଥିବା ତିିଳତ୍ତମା କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ , ସେହି ଥିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରୁଛନ୍ତି ତିିଳତ୍ତମା ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ତିିଳତ୍ତମା ଙ୍କ ପରିବାର ରେ କିଏ କିଏ ରହିଛନ୍ତି ସେହି ବିଷୟ ରେ ଜଣେଇବା ପାଇଁ ଚାହିଁବୁ ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ଆପଣ ଜଣେଇ ଦେବୁ କି ତିିଳତ୍ତମା ସିନ୍ଦୁର ର ଅଧିର ସିରିଅଲ ରେ ଏକ ଅଲଗା ରୋଲ ରେ ନଜର ଆସୁଛନ୍ତି । ଆଗରୁ ମଧ୍ୟ ରେ ଅନେକ କେରେକ୍ଟର ରେ ନଜର ଆସି ଥିବା ବେଳେ ତାଙ୍କୁ ପ୍ରଥମେ ମାଇଲେଜ୍ ଦେଇ ଥିଲା ଇଟିଭି ରେ ପ୍ରଶାରିତ ହେଉ ଥିବା ବଡ ଘର ବଡ ଗୁମର କଥା , ଯେଉଁ ଥିରେ ସେ ରାତା ରାତି ଫେମସ୍ ହୋଇ ଜାଇ ଥିଲେ ।tila

ଏହା ପରେ ସେ ଅନେକ ଧାରାବାହୀକ ରେ କାମ କରିଛନ୍ତି , ସେହି ପରି ଲୋକ ମାନେ ତାଙ୍କର ଆଉ ଗୋଟିଏ ସିରିଏଲ ଜାହ ଫୁଲ ଗଡ ବଡ ବୋଲି ଥିଲା ତାହାକୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରୁ ଥିଲେ । ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ତାଙ୍କର ପ୍ରକୃତ ନାମ ହେଲା ବବି ଏବଂ ଛୋଟ ବେଳରୁ ତିିଳତ୍ତମା ଙ୍କର ଡେନ୍ସ ଏବଂ ଅଭିନୟ ପ୍ରତି ବହୁତ ପରିମାଣ ରେ କୋମଜରୀ ରହି ଥିବା ବେଳେ ବର୍ତମାନ ସମୟ ରେ ଭୁବନେଶ୍ୱର ରେ ରହି ଥାନ୍ତି । ଏବଂ ସେ ଭୁବନେଶ୍ୱର ରୁ ହିଁ ସୁଟିଂ ସେଟ୍ କୁ ଜାଇ ଥାନ୍ତି , ଏବଂ ତାଙ୍କର ଅଭିନୟ ଜରିଆ ରେ ଲୋକ ମାନଙ୍କ ହୃଦୟ କୁ ସେ ବହୁତ ପରିମାଣ ରେ ଛୁଇଁ ଥିବାର ଦେଖିବା ପାଇଁ ମିଳିଛନ୍ତି ।tilatam

ସେମିତି ରେ ବବି କମେଡି ଏବଂ ସବୁ ପ୍ରକାରର ଧାରାବାହୀକ ରେ ସେ ସଂମ୍ପର୍ଣ୍ଣ ଭାବେ ଫିଟ୍ ବସି ଥାନ୍ତି । ସେମିତି ରେ ତିିଳତ୍ତମା ମାନେ ବବି ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *