PM କିଷାନ ଯୋଜନା ର ନୂଆ ଲିଷ୍ଟ ଆସିଲା ଏହି ତାରିଖ ରେ ମିଳିବ ଆପଣ ମାନଙ୍କୁ ଟଙ୍କା ।

kishan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଏବେ ଏବେ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ଅଧିନରେ ଆସିଗଲା ଆଉ କିଛି ନୂଆ ଖବର । ଖୁବଶୀଘ୍ର ମିଳିବାକୁ ଯାଉଛି 15 ତମ କିସ୍ତି ବାବଦ କୁ 2000 ଟଙ୍କା । କେଉଁ ତାରିଖ ରେ ମିଳିବ ଏହାକୁ ନେଇ ଆସିଗଲା ଆଉ କିଛି ନୂଆ ଖବର ତେବେ ଆସନ୍ତୁ ଜାଣିନେବା । ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯଦି ଆପଣ ମାନେ ଜଣେ କିଷାନ ଅଧିକାରୀ । ତା ଆଗରୁ ଆପଣ ମାନଙ୍କୁ ପୋଷ୍ଟକୁ ଶେଷ ଯାଏ ପଢିବା ପାଇଁ ଅନୁରୋଧ । ପ୍ରଥମେ ତ ଆପଣ ମାନେ ଜାଇ PMkisan.gov.in ରେ ଜାଆନ୍ତୁ ଆପଣ ମାନେ ଏଠାରେ ସବୁବେଳେ ଦେଖନ୍ତୁ ନୂଆ ଫାର୍ମାର ରେଜିଷ୍ଟ୍ରେସନ ଚାଲିଥାଏ । ଆପଣ ମାନେ କେତେବେଳେ ବି ନୂଆ ଆବେଦନ କରି ପାରିବେ । ଯାହାକୁ ଆପଣ ମାନେ ଜନସେବା କେନ୍ଦ୍ରକୁ ଜାଇ ବି ଆପଣ ମାନେ କରି ପାରିବେ । ହେଲେ ଯେଉଁ ମାନେ ନୂଆ ଆବେଦନ କରିବାକୁ ଚାହୁଁଛନ୍ତି । ସେମାନଙ୍କର ଲିଷ୍ଟ ମଧ୍ୟ ଏଡ୍ ହେଉଛି । ଜାହା ଫଳରେ ନୂଆ ଲିଷ୍ଟ ମଧ୍ୟ ଆସିଛି ଆମେ ଜାଣିବା ।pm Kisan

ଏହା ଛଡା ଦେଖନ୍ତୁ ଆପଣ ମାନଙ୍କ 14 ତମ କିସ୍ତିର ଟଙ୍କା । ଜୁଲାଇ ମାସ 27 ତାରିଖ ରେ ଆସିଥିଲା । ତେବେ ପ୍ରତି 4 ମାସରେ ଥରେ 4 ହଜାର ଟଙ୍କା ଲେଖାଏଁ ନେକ୍ସଟ ଇନଷ୍ଟଲ ମେଣ୍ଟ ଆସିଥାଏ । ତେବେ ସୂଚନା ଅନୁସାରେ ଏହାର ଆଗାମୀ ଆସିବାକୁ ଥିବା 15 ତମ କିସ୍ତି ର ଟଙ୍କା ନଭେମ୍ବର ମାସ 15 ତାରିଖ ସୁଧା ଆସିବ ବୋଲି ସୂଚନା ରହିଛି । ହେଲେ ସବୁଠୁ ବଡ ଆପଡେଟ ହେଲା EKYC ସବୁଠୁ ଜରୁରୀ କଥା ଅଟେ । ଯଦି ଆପଣ ମାନେ ଏହିଥିରେ EKYC ଏହିଥିରେ ନକରିବେ । ତେବେ ଆପଣ ମାନଙ୍କୁ କିଷାନ ଯୋଜନା ର ଆଗାମୀ କିସ୍ତି ଆସିବ ନାହିଁ । ଏହିଥିରେ OTP ବେସ୍ EKYC ରହିଛି । ଆପଣ ୱେବସାଇଟ କ୍ଲିକ୍ କରି KYC ରେ କ୍ଲିକ୍ କଲେ ଏଠାରେ ନିଜର ଆଧାର ନମ୍ବର ଦେଇକି ସର୍ଚ୍ଚରେ କ୍ଲିକ୍ କଲେ ଆପଣଙ୍କ ଆଧାର ନମ୍ବର ରେ ଯେଉଁ ମୋବାଇଲ ନମ୍ବର ଲିଙ୍କ୍ ଥିବ ସେହି ଜରିଆରେ ଆପଣ ମାନଙ୍କର OTP ଆସିବ ଆପଣ ମାନଙ୍କର OTP ବେସ୍ EKYC ମଧ୍ୟ ହୋଇପାରିବ ।Kisan

ଏହାଛଡା ଆପଣ ମାନେ ଦେଖନ୍ତୁ ଏଠାରେ ବେନିଫିସିଆରି ଲିଷ୍ଟ ରହିଛି ଜାହାର ଲିଷ୍ଟରେ ଆମେ କ୍ଲିକ୍ କରିବା ଏହାପରେ ରାଜ୍ୟ, ଜିଲ୍ଲା, ବ୍ଲକ୍ , ଗ୍ରାମ ସିଲେକ୍ଟ କରନ୍ତୁ । ଏବେ ଦେଖିବେ ଏଠାରେ ଯେଉଁ ପୁରୁଣା ଲିଷ୍ଟ ଥିବ ଏବଂ ଯେମିତି କି ଆମେ କହିଲୁ ଏଠାରେ ନୂଆ ଆପ୍ଲାୟ ଚାଲୁ ରହିଛି ଆଉ ଏହି ନୂଆ ଲିଷ୍ଟ ମଧ୍ୟ ଆପଡେଟ ହେଉଛି । ଆଉ ଯେଉଁ ମାନଙ୍କ ନାମ ନୂଆ ଲିଷ୍ଟରେ ଆପଡେଟ ହେଉଛି । ସେମାନେ ମଧ୍ୟ ଏହି 15 ତମ କିସ୍ତି ବା 2000 ଟଙ୍କା ପାଇପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *