(ଧନତେରସ) ଦିନ କିଣନ୍ତୁ ନାହିଁ ଏହି (୩ଟି ଜିନିଷ) ବରବାଦ ହୋଇଯିବେ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଧନତେରସ ଦୀପାବଳୀ ର ଆରମ୍ଭ ର ପ୍ରତୀକ ଅଟେ , ଏବଂ ଏହି ଦିନ ରେ କୈଣସି ବି ଜିନିଷ କ୍ରୟ କରିବା ପାଇଁ ବହୁତ ଶୁଭ ହୋଇ ଥାଏ , ଏହି ଦିନ ରେ ଲୋକ ମାନେ ନିଜର କ୍ଷେମତା ଅନୁସାରେ ବିଭିନ୍ନ ଜିନିଷ କ୍ରୟ କରି ଥାନ୍ତି , ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିନ ରେ କ୍ରୟ କରା ଜାଇ ଥିବା ଜିନିଷ କେବେ ହେଲେ ଖରାପ ହୋଇ ନ ଥାଏ । ହେଲେ ବନ୍ଧୁଗଣ ଏହି ଦିନ ରେ ଏମିତି ବି କିଛି ଜିନିଷ ରହିଛି ଜାହାକୁ ବନ୍ଧୁଗଣ ଭୁଲ ରେ ବି ମଧ୍ୟ କିଣିବା କଥା ନୁହେଁ । ଯଦି ଆପଣ ମାନେ କିଣିବେ ତେବେ ଆଗାମୀ ଦିନ ମାନଙ୍କ ରେ ଆପଣ ମାନଙ୍କୁ ଭୟଙ୍କର କଷ୍ଟ ପାଇବା ପାଇଁ ପଡିପାରେ । ତେବେ ଆସନ୍ତୁ ଜାଣି ନେବା ସେହି ଜିନିଷ ଗୁଡିକ ବିଷୟ ରେ , ତେବେ ବନ୍ଧୁଗଣ ପ୍ରଥମେ ରହିଛି ଜାହା ଆପଣ ମାନେ ଏହି ଧନତେରସ ଦିନ କେବେ ବି କାଚ ର ଜିନିଷ କିଣିବା କଥା ନୁହେଁ , ଏହା ଆପଣ ମାନଙ୍କ ଘର ପାଇଁ ବହୁତ ଅଶୁଭ ହୋଇ ଥାଏ ,glassware

ସେହି ପରି ବନ୍ଧୁଗଣ ଦୁଇ ନମ୍ବର ରେ ରହିଛି , କଳା ରଙ୍ଗ ର ଜି୍ନିଷ ହିିନ୍ଧୁ ଶାସ୍ତ୍ର ରେ ଏହି ଦିନ ରେ କଳା ରଙ୍ଗ ର ଜିନିଷ ଆଣିବା ବହୁତ ଖରାପ ହୋଇ ଥାଏ ଏବଂ ପରେ ଆପଣ ମାନଙ୍ରୁ ବହୁତ କଷ୍ଚ ଭୋଗ କରିବା ପାଇଁ ପଡି ପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଦିନରେ କେବେ ବି ଏମିତି କରନ୍ତୁ ନାହିଁ ସେହି ପରି ତିନି ରେ ଏହି ଦିନ ରେ ଆପଣ ମାନେ କଇଁଚି ଏବଂ ଛୁରୀ ଆଦି ଜିନିଷ କୁ କେବେ ବି କିଣନ୍ତୁ ନାହିଁ ,kaniche

ଏମିତି ହେଲେ ପରବର୍ତୀ ସମୟ ରେ ଘରେ କାହାର ସ୍ୱାସ୍ଥ୍ୟ ଜିନିତ ସମସ୍ୟା ଦେଖିବା ମିଳେ , ତେବେ ଏହି ଧନତେରସ ଦିନ ଟି ବହୁତ ଶୁଭ ହୋଇ ଥିବା ହେତୁ ଏହି ଦିନ ରେ ଆପଣ ମାନେ ଏମିତି ସବୁ ଜିନିଶ କୁ ଆଣିଲେ ଆପଣ ମାନଙ୍କ ପାଇଁ ଅଶୁଭ ହୋଇ ଥାଏ , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ ଏହି ବିଷୟ ରେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *