ଓଡିଶାର ଆଗ ଧାଡିର କଣ୍ଠଶିଳ୍ପୀ ଅସୀମା ପଣ୍ଡା କଣ ସତରେ ବାହା ହେବାକୁ ଜାଉଛନ୍ତି | ଜାଣନ୍ତୁ କାହାକୁ ହେବେ ବାହା

asima

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଅସୀମା ପଣ୍ଡା ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ତାଙ୍କର ପରିବାର କିଏ କିଏ ରହିଛନ୍ତି ଏବଂ ତାଙ୍କ ବିଷୟରେ କିଛି ଅଜଣା କଥା ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ତେବେ ଆପଣ ମାନେ ବାସ୍ ଏହି ପୋଷ୍ଟ କୁ ସେଷ ଯାେ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ , ପ୍ରଥମେ ତ ଆପଣ ମାନଙ୍କୁ ଜଣେଇ ଦେବୁ କି ଅସୀମା ପଣ୍ଡା ଙ୍କ ଘରେ ତାଙ୍କର ମାଆ ରହିଛନ୍ତି ଜାହାଙ୍କ ନାମ ସୁଜେତା ପଣ୍ଡା , ଏବଂ ତାଙ୍କର ଜଣେ ଭାଈ ବି ରହିଛନ୍ତି ଜାହାଙ୍କ ନାମ ହେଲା ଆକାଶ ପଣ୍ଡା ଏବଂ ଅସୀମା ପଣ୍ଡା ଙ୍କ ପରିବାର କହିଲେ ବାପା, ମାଆ , ଭାଈ , ଏବଂ ନିଜେ ଅସୀମା ପଣ୍ଡା ଅଟନ୍ତି ଏବଂ ଅସୀମା ପଣ୍ଡା ପରିବାର ରେ ଗୋଟିଏ ଝିଅ ହୋଇ ଥିବାରୁ ସେ ପରିବାର ରେ ଅଧିକ ସ୍ନେହ ପାଇ ଥାନ୍ତି ।asima

ଅସୀମା ପଣ୍ଡା ପରିବାର ଲୋକଙ୍କ କହିବା ଅନୁସାରେ ସେ 2014 ରେ ବିବାହ କରି ଥିଲେ ଏବଂ ତାଙ୍କର ସ୍ୱାମୀ ଙ୍କ ନାମ ହେଲା ମାନସ ପଣ୍ଡା ଏବଂ ବିବାହ କରିବାର କିଛି ଦିନ ପରେ କିଛି ପାରିବାରିକ କାରଣ ରୁ ନିଜର ସ୍ୱାମୀ ଙ୍କୁ ଅସୀମା ପଣ୍ଡା ଛାଡ ପତ୍ର ଦେଇ ଥିଲେ ଏବଂ ବର୍ତମାନ ସମୟ ରେ ଅସୀମା ପଣ୍ଡା ନିଜେ ସ୍ୱାଧୀନ ଭାବେ ନିଜର ଜିବନ ଅତିବାହୀତ କରୁଛନ୍ତି । ଏବଂ ସେ ବର୍ତମାନ ସମୟ ରେ ଅସୀମା ପଣ୍ଡା କଟକ ଠାରେ ବାସ କରନ୍ତି ଅସୀମା ପଣ୍ଡା ଙ୍କ ସଂଙ୍ଗୀତ ଜିବନୀ ର କଥା କହିଲେ ସେ 5 ବର୍ଷ ବୟସ ରୁ ଗୀତ ଗଇବା ଆରମ୍ଭ କରି ଥିଲେ ଏବଂ ସେ ପିଲା ଦିନ ରୁ ହିଁ ନିଜର ବାପା ଏବଂ ମାଆ ଙ୍କ ପ୍ରେରଣା କ୍ରମେ ଗୀତ ଗାଈବା ପାଇଁ ଆରମ୍ଭ କରି ଥିଲେ ଏବଂ ଅସୀମା ପଣ୍ଡା ଏହି କଳା ର ପ୍ରତିଭା ବହୁତ ମଞ୍ଚରେ ଲୋକ ମାନଙ୍କୁ ଦଖେଇଛନ୍ତି ,asima panda

ଏବଂ ଅସୀମା ପଣ୍ଡା ଏତେ ପ୍ରତୀଭା ଶାଳୀ ଝିଅ ରହି ଥିଲେ କି ସେ ପିଲା ଦିନ ରୁ ହିଁ ବହୁତ ସମ୍ମାନ ର ସମ୍ମାନିତ ହୋଇଛନ୍ତି ଏବଂ ସେ ପିଲା ଦିନ ରୁ ହିଁ ଅନେକ କ୍ଷେତ୍ର ରେ ପ୍ରସଂଶିତ ହୋଇଛନ୍ତି , ଏବଂ ସେ ନିଜର ପରିବାର ପାଇଁ ଗର୍ବ ବୋଲି ପ୍ରମାଣିତ ହୋଇଛନ୍ତି ତେବେ ଆପଣ ମାନେ ତାଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଏବଂ ତାଙ୍କର ସଂଙ୍ଗୀତ କୁ ନିଶ୍ଚିତ ଭାବେ କମେଣ୍ଟ ଜରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *