ଶରୀରର ବିଭିନ୍ନ ଅଙ୍ଗ ସୂଚନା ଦେଇଥାଏ ଧନ ବୃଦ୍ଧି ହେବାର ସଂକେତ !

bui

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଧନ ର ଆଶା ସମସ୍ତ କରନ୍ତି ଏବଂ ଏହିଥି ପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରି ଥାନ୍ତି ହେଲେ ଯେତେ ବେଳେ ଧନ ଲାଭ ହୋଇ ଥାଏ ତେବେ ସେହି ସମୟ ରେ ଆମ ଶରୀର ଆମ ମାନଙ୍କୁ କିଛି ସଂଙ୍କେତ ଦେଇ ଥାଏ ସେମିତି ରେ ଆମେ ଆଜି ଆଲୋଚନା କରିବା ପାଇଁ ଆମ ମାନଙ୍କ ଶରୀର ରେ କଣ ପରିବର୍ତନ ଦେଖିଲେ ଆପଣ ମାନଙ୍କ ଧନ ବୃଦ୍ଧି ହେବ ବୋଲି ଜାଣି ନିଅନ୍ତୁ ତେବେ ଏହି ବିଷୟ ରେ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ କେବେ ବି ଅଧା ପୋଡା ଲୁଗା ପିନ୍ଧିଛନ୍ତି କି , ଯଦି କେବେ କୈଣସି ଲୁଗା ଅଳ୍ପ ନିଆଁ ଲାଗି ଜାଇଛି ତେବେ ସେହି ଲୁଗା କୁ ନ ପିନ୍ଧି ତାକୁ ତ୍ୟାଗ କରିବା ଉଚିତ୍ କାରଣ ଏହା ଦ୍ୱାରା ଧନ କ୍ଷେତି ର ଲକ୍ଷଣ ପରିଲକ୍ଷିତ ହୋଇ ଥାଏ ।lo0gg

ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ଯଦି କୈଣସି କାମ ପାଇଁ ବାହାର କୁ ଜାଉ ଥାନ୍ତି ତେବେ ଆପଣ ମାନଙ୍କୁ କେବେ କଳାଲୁଗା ବା ବସ୍ତ୍ର ପିନ୍ଧି ଯିବା ଆବଶ୍ୟକ ନୁହେଁ ,ଏମିତି କରିଲେ କାର୍ଯ୍ୟ ରେ ସଫଳତା ମିଳେ ନାହିଁ ଏହା ପରେ ରହିଛି ଘର ସଂମ୍ପର୍କ ରେ କିଛି ସୂଚନା ଆପଣ ମାନେ କେବେ ବି ନୂଆ ଘର ତିଆରି କରୁଛନ୍ତି ତେବେ ଆଗ୍ନିୟ କୋଣ ରେ ଆପଣ ମାନେ କେବେ ବି ଘର ତିଆରି କରନ୍ତୁ ନାହିଁ କାରଣ ଏହା ଦ୍ୱାରା ଆପଣ ମାନେ ଭବିଷ୍ୟତ ରେ ଅସୁବିଧା ର ସାମ୍ନା କରି ପାରନ୍ତି , ସେହି ପରି କେବେ ବି ଆପଣ ମାନେ ଘର ର ମୁହଁ ଦକ୍ଷିଣ ଦିଗ କୁ କରନ୍ତୁ ନାହିଁ ବା ଆପଣ ମାନେ କେବେ ବି ଘର ର ଏରୁଣ୍ଡି ବନ୍ଧ ରେ ବସିବେ ନାହିଁ । ଏମିତି କରିଲେ ଆପଣ ମାନଙ୍କର ଋଷ ର ଭାର ଅଧିକ ପରିମାଣ ରେ ବଢିବାରେ ଲାଗେ ,house

ଯଦି ଆପଣ ମାନେ କେବେ ରାତି ରେ ଘର ଓଳାଉଛନ୍ତି ତେବେ କେବେ ବି ସେହି ମଇଳା କୁ ଘର ବାହାରେ ପକାନ୍ତୁ ନାହିଁ ଏହାକୁ ସକାଳେ ବାହାରେ ପକାନ୍ତୁ ଏବଂ କେବେ ବି ଘର ଓଳେଇ କରି ଏହାକୁ ଘର କୋଣ ରେ ପାନ୍ତୁ ନାହିଁ , ଏମିତି କରିଲେ ବାସ୍ତୁ ଦୋଷ ଭଳି ସମସ୍ୟା ଦେଖା ଜାଇ ଥାଏ । ସେହି ପରି ଆପଣ ମାନେ କେବେ ବି ବାସି ସେଜ କୁ ଘରେ ପକେଇ ରଖନ୍ତୁ ନାହିଁ ଏମିତି କରିଲେ ମାଆ ଲକ୍ଷ୍ମୀ ଆପଣ ମାନଙ୍କ ଉପରେ କୋପ କରିବେ ଏବଂ ଧନ କ୍ଷେତି ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *