ଅଲସର ରୋଗ ଭଲ କରିଥାଏ ସଜନା ଛୁଇଁ !

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଜନା ଚୁଇଁ ର ଉପକାରୀତା ସଜନା ଗଛ ର ଉପକାରୀତା ସବୁ ବେଳେ ସବୁରୀ ଉପରେ ଦେଖିବା ପାଇଁ ମିଲେ ତେବେ ବନ୍ଧୁଗଣ ସବୁଠାରୁ ଅଧିକ କ୍ୟଲସିୟମ୍ ରେ ଭରା ହୋଇ ଥିବା ବେଳେ ଏହି ସଜନା ଚୁଇଁ ର ଆଚାର ଏବଂ ଏହାର ଚଟୁଣୀ ଆମ ମାନଙ୍କୁ ଅନେକ ରୋଗ ରୁ ମୁକ୍ତି ଦେଇ ଥାଏ । ଏହା କେବଳ ଶରୀର ପାଇଁ ଉପକାରୀ ନୁହେଁ ବରଂ ଯେଉଁ ମାଟି ରେ ଏହି ଗଛ ଲଗା ହୋଇ ଥାଏ ସେହି ସ୍ଥାନ ପାଇଁ ବି ଏହା ବହୁତ ମାତ୍ରା ରେ ଉପକାରୀତା ଦେଖେଇ ଥାଏ , ସେହି ବପରି ବନ୍ଦୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ସଜନା ଛୁଇଁ ପାଚନ ତନ୍ତ୍ର ଜନିତ ସବୁ ପ୍ରକାରର ସମସ୍ୟା କୁ ଦୂର କରିବାରେ ବହୁତ ଗୁଡିଏ ସାହାଯ୍ୟ କରେ ।sajana

ଯଦି ଆପଣ ମାନଙ୍କୁ ବଦହଜ୍ମି ଭଲି ଦୋଷ ରହିଛି ତେବେ ଏହି ସଜନା ର ପତ୍ର ରୁ ରସ ବାହାର କରି ଆପଣ ମାନେ ସେହି ଥିରେ ଏକ ଚାମଚ ମହୁ ଏବଂ ଏକ ଚାମଚ ନିଡିଆ ରସ ମିଶେଇ କରି ଆପଣ ମାନେ ସେବନ କରିଲେ ଆପଣ ମାନଙ୍କୁ ଏହି ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ମିଳେ , ସେହି ପରି ବନ୍ଧୁଗଣ ଏହି ସଜନା ପତ୍ର ର ପାୱଡର କର୍କଟ ଏବଂ ହୃଦଘାତ ରୋଗ ପାଇଁ ଔଷଧ ଭାବେ ପ୍ରୋୟଗ ହୋଇ ଥାଏ । ଏହା ସବୁ ସମୟ ରେ ରକ୍ତ ଚାପ କୁ ଆମର ନିୟନ୍ତ୍ରଣ କରିବା ସହିତ ପେଟ ଜନିତ ସବୁ ପ୍ରକାରର ସମସ୍ୟା ସବୁ ବେଳେ ଭଲ କରି ଥାଏ , ଆପଣ ମାନଙ୍କ ଶରୀର ରେ ଭିଟାବିନ୍ ର ଅଭାବ ଦେଖିବା ପାଇଁ ମିଳୁ ଥିଲେ ଆପଣ ମାନେ ଏହି ସଜନା ଛୁଇଁ ର ସେବନ କରନ୍ତୁ ଦେଖିବା କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ ଶରୀର ରେ ଭିଟାବିନ୍ ର ଅଭାବ ଦୂର ହେବ ।dantha

ଯଦି ମହିଳା ମାନଙ୍କ କ୍ଷେତ୍ର ରେ ଗର୍ଭ ଜନିତ କଷ୍ଟ ଦୂର ହେଉ ନାହିଁ ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ସଜନା ଛୁଇଁ ର ଜୁସ୍ ପ୍ରସ୍ତୁତ କରନ୍ତୁ ଏବଂ ସେହି ଗର୍ଭବତୀ ମହିଳା ଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ସେମାନଙ୍କ ଗର୍ଭ ଜନିତ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *