ଏହି ୪ଟି ଜିନିଷ ସମସ୍ତଙ୍କ ପାଇଁ ଅଟେ ଅତି ମହତ୍ଵପୁର୍ଣ, ଜାଣିଗଲେ ଆପଣ ସବୁ କାମରେ ହେବେ ସଫଳ !

chanakya

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଚାରୋଟି ଜିନିଷ ସମସ୍ତ ଙ୍କ ପାଇଁ ଅଟେ ଏତି ମହତ୍ୱ ପୂର୍ଣ୍ଣ ଜାଣି ପାରିଲେ ଆପଣ ମାନେ ସବୁ କାର୍ଯ୍ୟ ରେ ହେବେ ସଫଳ ମହାନ୍ ପଣ୍ଡିତ ତଥା ଆଚାର୍ଯ୍ୟ ଚାଣକ୍ୟ ମନୁଶ୍ୟ ଜିବନ କୁ ସଫଳ କରିବା ପାଇଁ ଅନେକ କିଛି ବିଷୟ ରେ ଉଲ୍ଲେଖ କରିଛନ୍ତି । ସେମିତି ରେ ସେ ଏହି ଚାରୋଟି ଜିନିଷ ବିଷୟ ରେ ଉଲ୍ଲେଖ କରିଛନ୍ତି ଜାହାର ଦାମ୍ ସର୍ବ ଉପରେ , ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେ କଣ କହିଛନ୍ତି , ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ମନୁଶ୍ୟ ର ଦାନ ମାନଙ୍କ ମଧ୍ୟ ରୁ ଅନ୍ନ ଦାନ ସବୁ ଠାରୁ ମହତ୍ୱ ପୂର୍ଣ୍ଣ ଅଟେ । ଭୋକିଲା ବ୍ୟକ୍ତି ଙ୍କୁ ଖାଦ୍ୟ ଦେବା ଏବଂ ସେଷ ରେ ପାଣି ଦେବା ସବୁଠୁ ମହତ୍ୱ ପୂର୍ଣ୍ଣ ଦାନ ଅଟେ , ଏହି ପରି କରୁ ଥିବା ବ୍ୟକ୍ତି ତଥାା ମନୁଶ୍ୟ ଜିବନ କୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି ବିଷୟ ରେ ଉଲ୍ଲେଖ କରିଛନ୍ତି ।chanakya

ସେ ସେହି ଚାରୋଟି ଜିନିଷ ବିଷୟ ରେ ଉଲ୍ଲେଖ କରି କହିଛନ୍ତି ଜାହାର ନାମ ସର୍ବ ପରେ , ତେବେ ଆଚାର୍ଯ୍ୟ ଙ୍କ କହିବା ଅନୁସାରେ ମନୁଶ୍ୟ ପାଇଁ ଅନ୍ନ ଦାନ ମହାନ୍ ପୂର୍ଣ୍ଣ ସହିତ ସମାନ୍ ଅଟେ , ଭୋକିଲା ବ୍ୟକ୍ତି ଙ୍କୁ ଖାଦ୍ୟ ଦେବା ଏବଂ ସେଷ ରେ ସେମାନଙ୍କୁ ପାଣି ଦେବା ହିନ୍ଧୁ ପଞ୍ଚାଙ୍ଗର 12 ତମ ତିଥି ଅର୍ଥାତ୍ ଦ୍ୱାଦଶ ସବୁଠାରୁ ପବିତ୍ର ବୋଲି ମନା ଯାଏ । ଏହି ଦିନ ରେ ଭଗବାନ ବିଷ୍ଣୁ ଙ୍କୁ ପୂଜା ଅର୍ଚ୍ଚନା କରିବା ଏବଂ ଉପବାସ ରଖିବା ଦ୍ୱାରା ପ୍ରଭୂ କୃପା ଲାଭ ହୋଇ ଥାଏ ବୋଲି ସେ କହିଛନ୍ତି , ସେହି ପରି ଗାୟେତ୍ରୀ ମନ୍ତ୍ର କୁ ଆଚାର୍ଯ୍ୟ ଚାଣକ୍ୟ ସବୁଠାରୁ ବଡ ମନ୍ତ୍ର ବୋଲି କହିଛନ୍ତି ।food

ଏହି ମନ୍ତ୍ର ର ଯପ ଦ୍ୱାରା ବ୍ୟକ୍ତି ଙ୍କୁ ଶକ୍ତି ଆୟୁ ଏବଂ ଜସ ମିଳେ ଏହା ସବୁ ମନ୍ତ୍ର ଠାରୁ ସର୍ବ ଶକ୍ତି ମାନ ଚାଣକ୍ୟ ଏହି କଥା ବି କହିଛନ୍ତି କି ମଣିଷ ପାଇଁ ସବୁଠାରୁ ବଡ ମାଆ ପୃଥିବୀ ଠାରୁ ବି ବଡ ଅଟେ ,ଏବଂ ପରେ ତାଙ୍କ ଠାରୁ ବଜ ଦେବତା ଗୁରୁ ଅଟନ୍ତି ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *