ଚୁମା କଣ ଓ କେତେ ପ୍ରକାର ? 💋

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଚୁମ୍ବନ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ କି କେତେ ପ୍ରକାରର ଚୁମ୍ବନ ରହିଛି ଏବଂ ତାହା ସବୁ କଣ କଣ ଅଟେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଥମ ଟି ହେଲା କପାଳ ରେ ଚୁମ୍ବନ କରିବା । ତେବେ ଏହି କିସ୍ ର ମାନେ ହେଲା ଏହାକୁ ସର୍ବଜନିନ ଅଟେ ଏହାକୁ ସବୁ ଲୋକ ମାନେ କରି ପାରିବେ ଏବଂ ନିଜର ଭଲ ପାଇବା ସେହି ଲୋକ ପାଇଁ ରହିଛି ବୋଲି ସୂଚନା ଦେଇ ପାରିବେ । ସେହି ପରି ଦୁଇ ରେ ଗାଲ ରେ କିସ୍ କରିବା । ଯଦି କେବେ ଆପଣ ମାନଙ୍କୁ ଗାଲ ରେ କେହି କିସ୍ କରି ଥାନ୍ତି ତେବେ ସେମାନଙ୍କ ମଧ୍ୟ ରେ ଆପଣ ମାନଙ୍କ ପାଇଁ ବନ୍ଧୁତ୍ୱ ଭାବ ଅଧିକ ପରିମାଣ ରେ ରହିଛି ବୋଲି ଭାବି ନେବେ ।

ଏବଂ ଏହାକୁ କୋପଲ୍ସ ଏବଂ ୱାଇଫ୍ ଏବଂ ହଜ୍ବେଣ୍ଡ ହେଉନ୍ତୁ ସବୁ କରି ପାରିବେ ଏହା ଦ୍ୱାରା ସେମାନଙ୍କ ମଧ୍ୟ ରେ ଦୂରତ୍ୱ ପାଖେଇ ଆସେ । ସେହି ପରି କିସ୍ ଯଦି ବେକ ରେ ଦିଆ ଯାଏ । ଯଦି କେହି କାହାକୁ ବେକ ରେ କିସ୍ ଦେଇ ତାନ୍ତି ତେବେ ସେଠାରେ ସେ ଅଧିକ ଚାହାଁନ୍ତି ବୋଲି ପ୍ରାମାଣଣିତ ହୋଇ ଥାଏ । ଏବଂ ଏହାକୁ ଖାସ୍ କରି ପାର୍ଟନ ମାନେ ଦେଇ ଥାନ୍ତି ସାଧାରଣ ଲୋକ ପାଇଁ ଏହା ଅଲଗା ପ୍ରକାରର ପ୍ରମାଣିତ ହୋଇ ଥାଏ । ହାତ ରେ କିସ୍ କରିବା । ଏମିତି ବହୁତ ସମୟ ରେ ଆପଣ ମାନେ ଦେଖି ଥିବେ ପ୍ରେମମିକ ପ୍ରେମିକା ମାନେ ହାତ ରେ କିସ୍ କରି ଥାନ୍ତି ତେବେ ସେମିତି କ୍ଷେତ୍ର ରେ ଏହା ପ୍ରେମ ର ଗୁରୁତ୍ୱ କୁ ବୁଝେଇ ଥାଏ ।

ସେହି ଲୋକ ର ଆପଣଙ୍କ ପ୍ରତି ବହୁତ ପ୍ରେମ ରହିଛି ବୋଲି ଜାଣିବେ । କାନ୍ଧ ରେ କିସ୍ କରିବା ଏମିତି ହେଉ ଥିଲେ ଆପଣ ମାନେ ଜାଣିବେ ଯେ ସେହି ଲୋକ ମାନଙ୍କର ପରସ୍ପର ପ୍ରତି ବୁଝାମଣା ବହୁତ ଭଲ ଭାବେ ରହିଛି । ଏହାକୁ ବି କେବଳ ସ୍ୱାମୀ ସ୍ତ୍ରୀ ର ସଂମ୍ପର୍କ ଉପରେ ଲାଗୁ ହୋଇ ଥାଏ । ସେହି ପରି ସେଷ ରେ ଓଠ ରେ କିସ୍ କରିବା ମାନେ ସେହି ବ୍ୟକ୍ତି ଅନ୍ୟ ବ୍ୟକ୍ତି ପ୍ରତି ସମର୍ପଣ ଅଟେ ଏବଂ ତା ନିଜକୁ ଅନ୍ୟ ପାଖରେ ସମର୍ପଣ କରିବା ପାଇଁ ଚାହିଁଛି ବୋଲି ଜାଣି ନେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *