ଚାଖଣ୍ଡେ ପଶେ, ଦିନେ ନପଶିଲେ ଗନ୍ଧିଆ ବାସେ😳 । ସେଇଟା କଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

1: ଇଣ୍ଟରନେଟ୍ କୁ କିଏ ଉଦ୍ଭାବନ କରି ଥିଲେ ? ଏହାର ସଠିକ୍ ଉତ୍ତର ହେଲା ରୋବର୍ଟ ଇ କନ୍ ଏବଂ ବେଣ୍ଟ କେଫ୍ ଦୁହେଁ ମିଶି ଉଦ୍ଭାବନା କରି ଥିଲେ ।

2: ମୋବାଇଲ ଫୋନ୍ କିଏ ଉଦ୍ଭାବନ କରି ଥିଲେ ? ଏହାର ସଠିକ୍ ଉତ୍ତର ହେଲା ମାର୍ଟିନ୍ କୁକୁର ।

3; ଆରେ କମଳା ଛୋଟ ହେଲେ ସେ ପ୍ୟଣ୍ଟ ପିନ୍ଧେ ବଡ ହେଲେ ସେ ଲଙ୍ଗଳା ସେ କିଏ ? ଏହାର ସଠିକ୍ ଉତ୍ତର ହେଲା ବାଉଁଶ ଗଛ ର ଡୋଲୀ ।

4; ଚାଖଣ୍ଡେ ପସେ ଦିନେ ନ ପସିଲେ ଗନ୍ଧିଆ ବାସେ ? ଏହାର ସଠିକ୍ ଉତ୍ତର ହେଲା ବ୍ରସ୍ ।

 

5; ଏମିତି କେଉଁ ଜାଗା ରହିଛି ଯେଉଁ ଠାରେ ପୁଅ ଏବଂ ଝିଅ ମାନଙ୍କର ବାଳ ମୋଡା ମୋଡା ଅଟେ ? ଏହାର ସଠିକ୍ ଉତ୍ତର ହେଲା ଆଫ୍ରିକା ର ଲୋକ ମାନେ ।

6; ଏମିତି କେଉଁ ଜିନିଷ ଯେଉଁଠୀ ପୁଅ ମାନଙ୍କର ଲମ୍ବା ଏବଂ ଝିଅ ମାନଙ୍କର ଗୋଲ୍ ହିଁ ହୋଇ ଥାଏ ? ଏହାର ସଠିକ୍ ଉତ୍ତର ହେଲା ମନ୍ଦର ସିନ୍ଦୁର ପିନ୍ଧିବା ।

7: କଞ୍ଚା ବେଳେ ହଳଦିଆ ପାଚି ଗଲେ କଳା କହି ନ ପାରିଲେ ନିଜେ ମାଖିବେ କଳା ? ଏହାର ସଠିକ୍ ଉତ୍ତର ହେଲା ଖଜୁରୀ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *