ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍ସା ମିଶ୍ର ଖୁବ ଶୀଘ୍ର ବିବାହ କରିବେ |

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏକ ଫେମସ୍ ଅଭିନେତ୍ରୀ ଙ୍କ ବିବାହ ଖବର ନେଇ କରି ଆସିଛୁ ଜାହାକୁ ଆପଣ ମାନେ ବି ବହୁତ ଦିନ ରୁ ଅପେକ୍ଷା କରି ଥିଲେ ଏବଂ ସେମିତି ଭାବେ ଆପଣ ମାନେ ବି ଏହି କଥା କୁ ଅପେକ୍ଷା କରି ଥିଲେ କି ଏହି ଅଭିନେତ୍ରୀ ଙ୍କ ସ୍ୱାମୀ କିଏ ହେବ । ତେବେ ଆପଣ ମାନଙ୍କ ଅପେକ୍ଷା ର ଅନ୍ତ ହୋଇ ସାରିଛି । ଆପଣ ମାନଙ୍କୁ ଜଣେଇବୁ କି ଏହି ଦିନ ରେ ଓଲିଉଡ ଏବଂ ଓଡ଼ିଆ ସିରିଏଲ ଜଗତ ର ଫେମସ୍ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ କରିବା ପାଇଁ ଯାଉଛନ୍ତି । ଏହି ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣେଇ ଥିବାର ଦେଖିବା ପାଇଁ ମିଳିଛି ।

ଏବଂ ତା ସହିତ ସହିତ ନିଜର ଇନଷ୍ଟା ଗ୍ରାମ୍ ରେ ସେମିତି ହିଁ ଗୋଟିଏ ଫୋଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି କି ସେ ଖୁବ୍ ଶିଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କୁ ବର୍ତମାନ ସମୟ ରେ ବି ଲିପ୍ସା ମିଶ୍ର ଅଭିନୟ ଦୁନିଆଁ ରେ ଆକ୍ଟିଭ୍ ରହିଛନ୍ତି । ସେ ଅନେକ ଗୁଡିଏ ଫିଲ୍ମ ରେ ଅଭିନୟ କରି ଥିବା ବେଳେ ତେବେ ଲିପ୍ସା ଙ୍କ ଅଭିନିତ ଓଡ଼ିଆ ସିରିଏଲ ତୋ ଅଗଣା ର ତୁଳସୀ ମୁଁ ରେ ସେ ବହୁତ ଲୋକ ପ୍ରିୟତା ହାସଲ କରି ଥିଲେ । ଏହି ସିରିଏଲ ଟି ସରିବା ପରେ ସେ କୈଣସି ବି ନୂଆ ଓଡ଼ିଆ ସିରିଏଲ ରେ ଅଭିନୟ କରି ନାହାଁନ୍ତି ।

ହେଲେ ଏବେ ସେ ଜି ସାର୍ଥକ ରେ ପ୍ରଶାରିତ ହେଉ ଥିବା ମେଗା ସିରିଏଲ ଅଞଳୀ ରେ ଅଭିନୟ କରିବା ପାଇଁ ଯାଉଛନ୍ତି । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଲିପ୍ସା ଙ୍କୁ ପୁଣି ଥରେ ନୂଆ ସିରିଏଲ ରେ ଅଭିନୟ କରୁ ଥିବାର ଦେଖିବା ପାଇଁ କେତେ ଏକ୍ସସାଇଟେଡ୍ ରହିଛନ୍ତି ସେହି ବିଷୟ ରେ ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *