ନୀତା ଅମ୍ବାନୀଙ୍କ ର Lifestyle ଦିନକୁ ଖର୍ଚ୍ଚ କୋଟିଏ ଟଙ୍କା ।ଜାଣନ୍ତୁ କଣ କରନ୍ତି ସେ ଖର୍ଚ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ନିତା ଆମ୍ବାନୀ ଦେଶ ର ସବୁଠାରୁ ଧନୀ ବ୍ୟକ୍ତି ଙ୍କ ଧର୍ମ ପତ୍ନୀ ଏମିତି ରେ ବର୍ତମାନ ସମୟ ରେ ସଭିଏଁ ତାଙ୍କୁ ଜାଣନ୍ତି । ହେଲେ ସେମିତି ବେଳେ ଅନେକ ବ୍ୟକ୍ତି ଙ୍କ ମନ ରେ ଏହି ପ୍ରଶ୍ନ ସବୁ ବେଳେ ଆସି ଥାଏ କି ନିତା ଆମ୍ବାନୀ ଙ୍କ ଜିବନ ଶୈଳି କେମିତି ହୋଇ ଥିବ । ଏବଂ ଦିନ କୁ ସେ କେତେ ଟଙ୍କା ଖର୍ଚ୍ଚ କରୁ ଥିବେ । ଦେଶ ର ଧନୀ ବ୍ୟକ୍ତି ଙ୍କ ପତ୍ନୀ ହିସାବ ରେ ତାଙ୍କର ନାମ ଯେତେ ବଡ ତାଙ୍କର ଖର୍ଚ୍ଚ ବି ସେତେ ବଡ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ମାନଙ୍କୁ ନିଶ୍ଚିତ ଭାବେ ଦେବୁ । ନିତା ଆମ୍ବାନୀ ଏମିତି ଜଣେ ମହିଳା ଯେ କି ଉଦ୍ୟମୀ ଅଟନ୍ତି । ଧିରୁ ଭାଈ ଆମ୍ବାନୀ ଇଣ୍ଟରନେସନାଲ ସ୍କୁଲ ର ପ୍ରତିଷ୍ଠାତା ଏବଂ ଧନୀ ହୋଇ ମଧ୍ୟ ସେ ସବୁ ବେଳେ ତଳକୁ ଚାହାଁନ୍ତି । ସେ ସବୁ ବେଳେ ଦେଶ ତଥା ଦେଶ ବାହାର ର ଅନେକ ସମାଜ ସେବା ସହିତ ସେ ଯୋଡିତ ।

ତେବେ ତାଙ୍କର ଜିବନ ଶୈଳି ବିଷୟ ରେ କହିଲେ ସେ ମହାରାଣୀ ପରି ଜିବନ ବିତାଉଛନ୍ତି ସେ ସକାଳେ ଉଠି ତାଙ୍କର ଦିନ ର ଆରମ୍ଭ ଚା ରୁ ହୋଇ ଥାଏ ତେବେ ସେହି ଚା ସ୍ୱାସ୍ଥ୍ୟକର ପାଇଁ 3 ଲକ୍ଷ ଟଙ୍କା ହୋଇ ଥାଏ । ସେ ବ୍ରାଣ୍ଡେଡ୍ ଘଡୀ ଏବଂ ବ୍ୟଗ୍ ର ସୈକୁନ୍ ଅଟନ୍ତି ସେ ସେ ପିନ୍ଧୁ ଥିବା ଘଡୀ ର ଦାମ୍ 5 ଲକ୍ଷ ରୁ କମ୍ ହୋଇ ନ ଥାଏ । ତେବେ ସେ ସବୁ ସମୟ ରେ ହୀରା ର ଗହଣା ପିନ୍ଧିବା ପାଇଁ ପସନ୍ଦ କରନ୍ତି । ସେହି ପରି ଷ୍ଟାଇଲିସ୍ ଯୋତା ତାଙ୍କୁ ବହୁତ ଭଲ ଲାଗେ ।

ସେହି ପରି ନିତା ଆମ୍ବାନୀ ପିନ୍ଧୁ ଥିବା ସାଢୀ ର ଦାମ୍ ସବୁ ବେଳେ 40 ଲକ୍ଷ ରୁ ଅଧିକ ହୋଇ ଥାଏ ହେଲେ ସେ ପିନ୍ଧୁ ଥିବା ସାଢୀ କୁ କେବେ ବି ରିପିଟ୍ କରନ୍ତି ନାହିଁ । ଏମିତି ରେ ଦେଖିବା ପାଇଁ ଗଲେ ସୈକିନ୍ ରେ ବଞ୍ଚୁ ଥିବା ନିତା ଆମ୍ବାନୀ ଙ୍କ ଦୈନିକ ଖର୍ଚ୍ଚ 1 କୋଟି ରୁ ଅଧିକ ଅଟେ। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *