ପ୍ରକୃତି ମିଶ୍ରଙ୍କ ସମ୍ପତ୍ତି କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ସମ୍ପତ୍ତି

pakkkkk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ ବହୁତ ରିକ୍ୱେଷ୍ଟ ପରେ ଜାଇ ନେଇ ଆସିଛୁ । ଆପଣ ମାନଙ୍କ ପ୍ରିୟ ପ୍ରକୃତି ମିଶ୍ର ଙ୍କ ଲାଇଫ୍ ଷ୍ଟାଇଲ୍ ଏବଂ ତାଙ୍କର ଜିବନୀ ତଥା ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ । ଆପଣ ମାନେ ଦେଖି ଥିବେ 15 ବର୍ଷ ତଳେ ଫିଲ୍ମ ରିଲିଜ୍ ହୋଇ ଥିଲା ହରି ଭାଈ ହାରେନା ବା ସାହତ ମା ଫିଲ୍ମ ରେ ଗୋଟିଏ ଶୁଶୁ କଳାକାର ଥିଲେ । ସେ ହେଲେ ପ୍ରକୃତି ମିଶ୍ର ହୁଏତ ଏହା ଏଥି ପାଇଁ ସମ୍ଭବ ହୋଇ ଥିଲା କାରଣ ତାଙ୍କ ବାପା ଓଡ଼ିଶା ର ବହୁତ ବଡ ମ୍ୟୁଜିକ୍ ଡିରେକ୍ଟର ରହିଛନ୍ତି ।

pakru

ବାବା ଙ୍କ ନାମ ମନ୍ମଥ ମିଶ୍ର । ଏବଂ ତାଙ୍କ ମାଆ କୃଷ୍ଣ ପ୍ରିୟା ମିଶ୍ର ଯିଏ ଡ଼଼ିଡି ନ୍ୟୁଜ୍ ରେ ନ୍ୟଜ୍ ପଢୁ ଥିଲେ । ଏହା ସହିତ ପ୍ରକୃତି ମିଶ୍ର ଜଣେ ବହୁତ ବଡ ଓଡ଼ିଶୀ ଡେନ୍ସର । ଆପଣ ମାନଙ୍କୁ ଜଣେଇବୁ କି ସେ ଓଡ଼ିଆ ଫିଲ୍ମ ଛଡା ହିନ୍ଧୀ ଫିଲ୍ମ ବି କରନ୍ତି । ଏହି ସହିତ ସେ ଟେଲିଭିଜନ ସିରିଜ୍ ସବୁ କରନ୍ତି । ଏବଂ ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଥିଲା ଥୁକୁଲ ଜାହା ସେ ବାବୁସାନ୍ ଙ୍କ ସହିତ କରି ଥିଲେ । ଏବଂ ତାଙ୍କର ବୟଫ୍ରେଣ୍ଡ ଙ୍କ ନାମ ହେଲା ରତୁଲ ମାନିକ୍ । ଏବଂ ତାଙ୍କର ଭାଈ ଙ୍କ ନାମ ହେଲା ମାନବ୍ ମିଶ୍ର ।

pakruti

ଏବେ ଆସନ୍ତୁ ତାଙ୍କ ସଂମ୍ପତୀ ବିଷୟ ରେ ଜାଣିବା । ତାଙ୍କର ଭୁବନେଶ୍ୱର ରେ ବହୁତ ବଡ ଘର ରହିଛି । ସେ ବହୁତ ଗୁଡ଼ିଏ ବ୍ରାଣ୍ଡ ର ପ୍ରମୋସନ କରି ଥାନ୍ତି ଯେମିତି କି ଓଡ଼ିଶା ଟୁରିଜିମ୍ । ଏବଂ ଏହି ସବୁ ରୁ ଅନୁମାନ କରା ଜାଇଛି କି ତାଙ୍କର ମୋଟ ସଂମ୍ପତୀ ହେଲା 25 କୋଟି ଟଙ୍କାର ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *