ଲକଡାଉନରେ ଗରିବ ଲୋକଙ୍କୁ ଏତେ ଟଙ୍କା ଦାନ କଲେ ଅରିନ୍ଦମ , ଜାଣିଲେ ପ୍ରଶଂସା ନ କରି ରହି ପାରିବେନି

arrindum

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ରାଜ୍ୟ ରେ କୋରନା ଭାଇରସ ବ୍ୟାପିବାରେ ଲାଗିଛି । ସେହି ପରି କ୍ଷେତ୍ର ରେ ଏହି କୋରନା ଭାଇରସ କୁ ସଂମ୍ପର୍ଣ୍ଣ ଭାବେ କୋଣ୍ଟ୍ରୋଲ୍ କୁ ଆଣିବା ପାଇଁ ଏହି ସମୟରେ ସାରା ଓଡ଼ିଶା ରେ ଲକଡାଉନ୍ ସରକାରଙ୍କ ପକ୍ଷ ରୁ ଘୋଷଣା ହୋଇଛି । ସେହି ପରି ବେଳେ ଆପଣ ମାନେ ଏହି ବିଷୟ ରେ ଅବଗତ ରହି ଥିବେ କି ଏହି ଲକଡାଉନ୍ ସମୟ ରେ ଓଲିଉଡ ର ସୁପର ଷ୍ଟାର ଅରବିନ୍ଦମ୍ ରାୟ ବହୁତ ମହତ୍ୱ କାମ କରୁଛନ୍ତି ବୋଲି ।

arind

ସେ ଏହି ଦିନରେ ଲୋକ ମାନଙ୍କୁ ସଂମ୍ପର୍ଣ୍ଣ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ତାଙ୍କର ଫେନ୍ ମାନଙ୍କ ସହିତ ମିଶି ଗରିବ ଲୋକ ମାନଙ୍କୁ ଡାଲି ଚାଉଳ ଗହମ, ଅଟା , ସାବୁନ୍ ଇତ୍ୟାଦି ଦେଉ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ସବୁ ର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ସେହି ପରି ବେଳେ ଏହି ଦିନ ରେ ଅରବିନ୍ଦମ୍ ରାୟ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ଫଣ୍ଡ୍ କୁ 2 ଲକ୍ଷ ଟଙ୍କା ଦେଇ ଥିବାର ଜଣା ପଡିଛି । ସେହି ପରି ବେଳେ ବର୍ତମାନ ସମୟ ରେ ଓଡ଼ିଶା ରେ କେବଳ ଅରବିନ୍ଦମ୍ ରାୟ ନୁହେଁ ଏମିତି ବହୁତ କଳାକାର ମାନେ ଲୋକ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।

arindomm

ଏବଂ ଆପଣ ମାନେ ବର୍ତମାନ ସମୟ ରେ ପଡି ଥିବା ଲକଡାଉନ୍ ସମୟ ରେ ନିଜର ଘରେ କେମିତି ସମୟ ବିତାଛନ୍ତି କି ନାହିଁ । ଏବଂ କେହି ଲୋକ ମାନଙ୍କୁ ଆପଣ ମାନେ ସାହାଯ୍ୟ ର ହାତ ବଢାଉଛନ୍ତି କି ନାହିଁ । ଏହା ସହିତ ଆପଣ ମାନେ ଏହି ଦିନ ରେ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ଫଣ୍ଡ କୁ କିଛି ପରିମାଣ ରେ ଟଙ୍କା ଦାନ କରୁଛନ୍ତି କି ନାହିଁ ସେହି ବିଷୟ ରେ ଆମକୁ ଆପଣ ମାନେ ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *