ଆସିଲା ବଡ ଦୁଃଖ ଖବର , ମୃତ୍ୟୁ ବରଣ କଲେ ଏହି ମହାନ କମେଡିଆନଙ୍କ ବାପା

praa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁୁ ଆମେ ଆଜି ଆପଣ ମାନଙ୍କୁ ଗୋଟିଏ ଦୁଖଃଦ ଖବର ଜଣେଇବୁ । ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ଦେବୁ କି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର କମେଡିଆନ ପ୍ରଜ୍ଞ୍ୟା ଙ୍କ ବାପା ଙ୍କର ଗତକାଲି ଦେହହାନ୍ତ ହୋଇଛି । ପ୍ରଜ୍ଞ୍ୟା ଏହି ଖବର ଜାଣିବା ପରେ ସେ ବହୁତ ପରିମାଣ ରେ ଭାଙ୍ଗି ପଡି ଥିଲେ ଏବଂ ସେ ତୁରନ୍ତ ହିଁ ନିଜ ଗାଁ କୁ ଚାଲି ଜାଇ ଥିଲେ । ଆପଣ ମାନେ ଏହି କଥା ବି ଜାଣି ଥିିବେ କିଛି ଦିନ ପୂର୍ବ ରୁ ପ୍ରଜ୍ଞ୍ୟା ଙ୍କ ପ୍ରିୟ ବନ୍ଧୁ ଚଞ୍ଚ କ୍ୟନସର ରୋଗ ରେ ପୀଡିତ ଥିବାରୁ ତାଙ୍କର ବି ମୃତ୍ୟୁ ହୋଇ ଥିଲା । ଏହା ପରେ ପ୍ରଜ୍ଞ୍ୟା ବହୁତ ଭାଙ୍ଗି ପଡି ଥିଲେ ।

prangyaaaaa

ଏବେ ପୁଣି ପ୍ରଜ୍ଞ୍ୟା ଙ୍କ ବାପା ଚାଲି ଯିବା ପରେ ସେ ବହୁତ ପରିମାଣ ରେ ଭାଙ୍ଗି ପଡିଛନ୍ତି । ତେବେ ଏହି ଖବର ସୁଣି ତାଙ୍କର ଫେନ୍ ମାନେ ବି ବହୁତ ଦୁଖଃ ପ୍ରକାଶ କରୁଛନ୍ତି । ଏବଂ ତାଙ୍କ ବାପା ଙ୍କର ଅମର ଆତ୍ମା ର ସଦଗତି ପାଇଁ ଭଗବାନ ଙ୍କ ପାଖରେ ପାର୍ଥନା କରୁଛନ୍ତି । ଏମିତି ବେଳେ ଏହି ସଂମ୍ପର୍କ ରେ ପ୍ରଜ୍ଞ୍ୟା ଙ୍କ ପରିବାର ଲୋକ ମାନଙ୍କୁ ସେହି ଗ୍ରାମ ର ଲୋକ ମାନେ ବହୁତ ପରିମାଣ ରେ ବୁଝାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।

prangyaa

ତେବେ ବର୍ତମାନ ସମୟ ରେ ଲକଡାଉନ୍ ଚାଲି ଥିବା ବେଳେ ତାଙ୍କ ବାପା ଙ୍କ ଅନ୍ତିମ ସଂସ୍କାର ରେ ସୋସିଆଲ ଡିଷ୍ଟାନ୍ସିଂ କରା ଜାଇ ଥିବାର ଦେଖିବା ପାଇଁ ମିଳିଛି । ଏହି ପରି ଗୋଟିଏ ଘଟଣା ପରେ ପ୍ରଜ୍ଞ୍ୟା ସହିତ ତାଙ୍କ ପରିବାର ଲୋକ ମାନେ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ତେବେ ଆପଣ ମାନେ ବି ତାଙ୍କ ବାପା ଙ୍କ ଆତ୍ମା ର ସଦଗତି ପାଇଁ ପାର୍ଥନା କରନ୍ତୁ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *