କମର ହଲେଇ ରାନୁ ମଣ୍ଡଳ କରିଲେ ରାମ୍ଫ ୱାର୍କ ଆପଣ ମାନେ ଏଣିତି କେବି ଦେଖି ନ ଥିବେ ରାମ୍ଫ ୱାର୍କ ।

ranu-mandal

ସୋସିଆଲ ମିଡ଼ିଆ ରୁ ଷ୍ଟାର ଭାବେ ପରିତିତ ହୋଇ ଥିବା ରାନୁ ମଣ୍ଡଳ (Ranu Mondal) ପ୍ରଥମେ ନିଜର ପେଟ ର ଗୁଜାରଣ ରେଳ ଷ୍ଟେସନ୍ ରେ କରୁ ଥିଲେ । ଏହି ବିଷୟ ରେ ଆପଣ ମାନେ ନିଶ୍ଚିଚ ଭାବେ ଜାଣି ଥିବେ । ହେଲେ ଆଜିର ଦିନରେ ତାଙ୍କର ଗୋଟିଏ ବଡ ପରିଚୟ ହୋଇ ସାରିଛି । ଦିନ ପ୍ରତି ରାନୁ ଙ୍କ ବିଷୟ ରେ ବହୁତ ଗୁଡ଼ିଏ ଖୁଲାସା ମଧ୍ୟ ହେଉ ଥିବାର ଦେଖିବା ପାଇଁ ମିଳୁଛି । ଏହି ଦିନ ରେ ହୋଇ ଥିବା ଇଣ୍ଟରଭିୟୁ ରେ ରାନୁ ନିଜର ନିଜ ଜିବନ ଯୋତିକ କିଛି ଖାସ୍ ଘଟଣା ବିଷୟ ରେ କହିଛନ୍ତି । ଏବଂ ସେହି ଥିରେ ସେ ହିମେସ୍ ଙ୍କ ସହିତ ଗାଇ ଥିବା ଗୀତ କୁ ଯୋଡିତ କରିଛନ୍ତି ।

ତାଙ୍କ ଜିବନ ରେ ଗୋଟିଏ ଘର ବି ବନେଇବାର ଇଚ୍ଛା ପ୍ରକଟ କରି ଛନ୍ତି । ସେମିତି ରେ କହିବା ପାଇଁ ଗଲେ ସୋସିଆଲ ମିଡ଼ିଆ ରୁ ବଲିଉଡ ସିଙ୍ଗର ହୋଇ ଥିବା ରାନୁ ମଣ୍ଡଳ ଏବେ ନିଜର ହେବି ମ୍ୟକପ୍ ସହିତ ରାମ୍ପ ୱାର୍କ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ବର୍ତମାନ ସମୟ ରେ ଏହି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ଏମିତି ବେଳେ ବହୁତ ଲୋକ ମାନେ ନିଜ ନାମ ର MEME ବି ତିଆରି କରି ଛାଡୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । କେବଳ ଗୋଟିଏ ଭିଡ଼ିଓ ଭଆଇଲ ହୋଇ ଥିବା ବେଳେ ରାନୁ ମଣ୍ଡଳ ବଲିଉଡ ର ଡେ୍ୁ ସିଙ୍ଗର ହୋଇ ଛନ୍ତି । ସେହି ପରି ବେଳେ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ରାନୁ ବହୁତ ପରିମାଣ ରେ ଟ୍ରୋଲ ହେବାରେ ଲାଗିଛନ୍ତି କାରଣ ହେଲା ସେ କରୁଥିବା ରାମ୍ଫ ୱାର୍କ ର ଭିଡ଼ିଓ ସାଜିଛି ।

ତେବେ ଆପଣ ମାନେ ବି ଥରେ ଦେଖନ୍ତୁ ଏହି ଅଜବ ଗଜବ୍ ରାମ୍ପ ୱାର୍କ କୁ । ଏହି ଭିଡ଼ିଓ କୁ ଦେଖି ବର୍ତମାନ ସମୟ ରେ ହିମେସ୍ ରସମିଆ ଙ୍କ 1920 ଫିଲ୍ମ ର ପୋଷ୍ଟର ରେ ହିମେସ୍ ସହିତ ରାନୁ ଙ୍କୁ ରଖି ଭାଇରଲ ବି କରା ଜାଉ ଥିବାର ଦେଖିବା ପାଇଁ ମିଳିଛି । ଟୁଇଟର ରେ କବିରାଇବା ବୋଲି ଜଣେ ସକ୍ସ ଏହି ଫୋଟ କୁ ଛାଡିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *