ରେଳ ଷ୍ଟେସନ ରେ ଚାଲୁ ଥିବା ଲୋକ ମାନଙ୍କୁ ଜମରାଜ ଉଠାଇ ନେଉ ଜାଉ ଛନ୍ତି । ଫୋଟ ଏବଂ ଭିଡ଼ିଓ ଭାଇରଲ ।

yamraj

ରେଳ ଷ୍ଟେସନ ରେ ଚାଲୁ ଥିବା ଲୋକ ମାନଙ୍କୁ ଜମରାଜ ଉଠାଇ ନେଉ ଜାଉ ଛନ୍ତି । ହଁ ଆଜ୍ଞ୍ୟା କିଛି ଏମିତି ହିଁ ହୋଇଛି ମୁମ୍ବାଇ ର ଲୋକାଲ ରେଳ ଷ୍ଟେସନ ମନଙ୍କରେ । ଯଦି ଆମେ ଏହି ଜମରାଜଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା । ନିଶ୍ଚିଚ ଭାବେ ଏହି ଦିନ ରେ ରେଳବାୟୀ ର ସଂମ୍ପର୍ଣ୍ଣ ଚେତାବନୀ ପରେ ବି ଲୋକ ମାନେ ସୁଧୁରିବାର ନାମ ବି ନେଉ ନାହାଁନ୍ତି । ଏହିଥି ପାଇଁ ହିଁ ଆସୁ ଥିବା ଦିନ ମାନଙ୍କ ରେ ଲୋକ ମାନଙ୍କ ସହିତ ଦୁର୍ଘଟଣା ମାନ ହେଉତିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଥାନ୍ତି । ହେଲେ ଏହି ଦିନ ରେ ଏମିତି ହେବା ପରେ ପରେ ରେଳବୟୀ ଆରଫିଏଫ୍ ଙ୍କ ସହିତ ମିଶି କରି ଗୋଟିଏ ଅଭିଯାନ ଚଳାଉ ଥିବାର ଦେଖିବା ପାଇଁ ମିଳିଛି । ଯେଉଁ ଥିରେ ଷ୍ଟେସନ୍ ମାନଙ୍କ ରେ ହେଉ ଥିବା ଦୁର୍ଘଟଣା କୁ ରୋକିବା ପାଇଁ କରା ଜାଇଛି କି ରେଳ ଟ୍ରାକ୍ ଉପରେ ଯେଉଁ ଲୋକ ମାନେ ଚାଲୁଛନ୍ତି । ସେମାନଙ୍କୁ ଜମରାଜ ଉଠେଇ କରି ନେଇ ଯିବେ । ଏବଂ ତା ସହିତ ତାଙ୍କୁ ସଂମ୍ପର୍ଣ୍ଣ ଭାବେ ବୁଝେଇବାର ବି ବ୍ୟବସ୍ଥା ରହିଛି ।

rochal

ଏହି ଦିନ ରେ ରେଳ ମନ୍ତ୍ର୍ରାଳୟ ତରଫ ରୁ ଟୁଇଟର ରେ ଏହାର ପ୍ରସାରଣ କରା ଜାଇଛି । ଏବେ ଠାରୁ ଗୋଟିଏ ଆରଫିଏଫ୍ ଅଫିସର ରେଳ ଟ୍ରାକ୍ ଉପରେ ସଂମ୍ପର୍ଣ୍ଣ ଭାବେ ନଜର ରଖିବ । ତେବେ ଯେଉଁ ଲୋକ ମାନେ ରେଳ ଟ୍ରାକ୍ ଉପରେ କ୍ରସ୍ କରୁ ଥିବାର ଦେଖିବା ପାଇଁ ମିଳିବ । ବା ଯେଉଁ ଲୋକ ମାନଙ୍କୁ ବହୁତ ଅଧିକ କଷ୍ଟ ଲୈଗିଥାଏ । ରେଳ ବ୍ରିଗେଡ୍ ଉପର ଦେଇ କ୍ରସ୍ କରିବା ପାଇଁ ସେମାନଙ୍କୁ ସିଧା ସିଧା ଉଠାଣୀ ପ୍ଲାର୍ଟଫର୍ମ ରେ ଛାଡିବା ପାଇଁ କୁହାଯାଇଛି ।


ସେହି ପରି ବେଳେ ବର୍ତମାନ ସମୟ ରେ ରେଳ ବାୟୀ ର ଏହି ଯୋଜନା ପରେ ସୋସିଆଲ ମିଡ଼ିଆ ରେ ଏହି ଯମରାଜ ଙ୍କ ଫୋଟ ଏବଂ ଭିଡ଼ିଓ ଯେଉଁ ଥିରେ ସେ ଲୋକ ମାନଙ୍କୁ ଉଠେଇ ନେଉ ଜାଉଛନ୍ତି । ସେହି ସବୁ ଭାଇରଲ ହେବାରେ ଲାଗିଛି । ଆପଣ ମାନେ ବି ଏହି ଭିଡ଼ିଓ ତଳେ ଦେଖଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *