ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଛୋଟ ସଚିନ୍ ଙ୍କ ଭିଡ଼ିଓ ଡାଇପର ଏବଂ ଗ୍ଲବ୍ସ ପିନ୍ଧି କରି ଲଗାଉଛନ୍ତି ଛକା ଏବଂ ଚୈକା ।

child-cricket

ବିଗତ ଦିନ ରେ ମାନଙ୍କ ରେ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ କି ସୋସିଆଲ ମିଡ଼ିଆ ରେ ଏମିତି ବହୁତ ଗୁଡ଼ିଏ ଭିଡ଼ିଓ ମାନ ଭାଇରଲ ହେବାରେ ଲାଗିଛି । ସେହି ପରି ବେଳେ ଏହି ଦିନ ରେ ମଧ୍ୟ ସେମିତି ହିଁ ଗୋଟିଏ ଭିଡ଼଼ିଓ ଭାଇରଲ ହେବାରେ ଲାଗିଛି । ଯେଉଁ ଥିରେ ଗୋଟିଏ ଛୋଟ ପିଲା ଡାଇପର ପିନ୍ଧି କରି ଛକା ଏବଂ ଚୈକା ଲଗାଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ଲୋକ ଏହି ଛୋଟ ପିଲା କୁ ସୋସିଆଲ ମିଡ଼ିଆ ରେ ଏହି ପିଲା କୁ ଛୋଟ ସଚିନ୍ ମଧ୍ୟ ବନେଇ ଦେଇ ଥିବାର ଦେଖିବା ପାଇଁ ମିଳିଛି । ଯଦି ଆମେ ବଡ ସଚିନ୍ ର କଥା କହିବା ତେବେ ସବୁ ସମୟ ରେ ତାଙ୍କର ଖେଳ କୁ ଲୋକ ମାନେ ବହୁତ ପସନ୍ଦ କରି ଥାନ୍ତି । ସେମିତି ରେ ଏ ତ ଗୋଟିଏ ଛୋଟ ପିଲା ସେ ବି ସଂମ୍ପର୍ଣ୍ଣ ସଚିନ୍ ଭଲି ଖେଳୁ ଥିବା ଦେଖିବା ପାଇଁ ମିଳିଛି । ସେହି ପରି କ୍ଷେତ୍ର ରେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଛାଇ କରି ରହିଛି । କେବଳ ଭାରତ ର ଲୋକ ମାନେ ନୁହେଁ ବରଂ ଇଂଲଣ୍ଡ ର ଭଲ ଖେଳାଳି ମାଇକେଲ୍ ବର୍ଣ୍ଣ ବି ଏହି ଭିଡ଼ିଓ କୁ ଦେଖି ଚାରିଫ୍ କରିବା ପାଇଁ ପଛେଇ ନାହାଁନ୍ତି ।

ଏହି ଭିଡ଼ିଓ ରେ ଦେଖା ଜାଉ ଥିବା ପିଲା ଟି ଡାଇପର ଏବଂ ଗ୍ଲବ୍ସ ପିନ୍ଧି କରି ସେ ଗୋଟିଏ ଠୁ ବି ବଢି ସର୍ଟ ସବୁ ମାରୁଛି । ଏହି ଭିଡ଼ିଓ କୁ ଦେଖିବା ପରେ ବି ମାଇକେଲ ବର୍ଣ୍ଣ କମେଣ୍ଟ କରିବା ପାଇଁ ବିବ୍ରତ ହୋଇଛନ୍ତି । ଏବଂ ଏହା ସହିତ ସେ ନିଜର ଫେସବୁକ୍ ପେଜ୍ ରେ ବି ଏହାକୁ ସେୟାର କରିଛନ୍ତି । ଏହି ପିଲା ର ଫୁଟୱାର୍କ ଏବଂ ଷ୍ଟଣ୍ଟ ଦେଖି କରି ସେ ସଂମ୍ପର୍ଣ୍ଣ ଭାବେ ଫିଦା ହୋଇଛନ୍ତି । ଏବଂ ସେ ନିଜର କମେଣ୍ଟ କହିଛନ୍ତି କି ଏ ହେଉଛନ୍ତି ଛୋଟ ସଚିନ୍ ବୋଲି । ସେମିତି ରେ ଯଦି ଆପଣ ମନେ ଏହି ଭିଡ଼ିଓ କୁ ଦେଖିବା ପାଇଁ ଛାହୁଁଥାନ୍ତି । ତେବେ ତଳେ ନିଶ୍ଚିତ ଭାବେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *