ଶରୀରିର ରେ ହିମୋଗ୍ଲବିନ୍ ର ସ୍ଥର ବଢେଇବା ପାଇଁ କରନ୍ତୁ ଏହି ଜନିଷ ର ସେବନ ….।

blood-levvel

ଆପଣ ମାନଙଅକୁ ଆଣର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଗୋଟିଏ ସୁସ୍ଥ ଶରୀରିର ପାଇଁ ଦେହ ରେ ସଠିକ୍ ଭାବେ ହିମୋଗ୍ଲବିନ୍ ରହି ଥିବା ଦରକାର ହୋଇ ଥାଏ । ସାଧାରଣ ଭାବେ ଯଦି ଆମେ କହିବା ତେବେ ନିଶ୍ଚିତ ଭାବେ ଗୋଟିଏ ମହିଳା ଦେହ ରେ 14 ରୁ 18 ଏବଂ ପୁରୁଷ ଙ୍କ ଶରୀିର ରେ 12 ରୁ 16 ମିଲିଗ୍ରାମ୍ ହିମୋଗ୍ଲବିନ୍ ରହିବା ଦରକାର ହୋଇ ଥାଏ । ତେବେ ଜାଇ ଗୋଟିଏ ମନୁଶ୍ୟ ଶରୀର ସଂମ୍ପର୍ଣ୍ଣ ଭାବେ ସୁସ୍ଥ ରହିବ । ତେବେ ଯଦି ଆପଣ ମାନଙ୍କ ଦେହ ରେ ଏହି ହିମୋଗ୍ଲବିନ୍ ଙ୍କ କମତି ରହିଛଇ ନିଶ୍ଚିତ ଭାବେ ଆପଣ ମାନଙ୍କ ଦେହ ସବୁ ସମୟ ରେ ଖରାପ୍ ହେଉ ଥିବ । ଏବଂ ଆପଣ ମାନଙ୍କୁ ସବୁ ବେଳେ ବିଭିନ୍ନ ପ୍ରକାରର ରୋଗ ବ୍ୟଦ୍ଧି ବି ଆପଣ ମାନଙ୍କୁ ଦେବାରେ ଲାଗି ଥାଏ । ସେମିତି ରେ ଯଦି ଆପଣ ଙ୍କ ଦେହ ରେ ଏହି ହିମୋଗ୍ଲବିନ୍ ନାହିଁ ତେବେ ଆମେ ଆଜି ଆପଣ ମାନଙ୍କୁ କେମିତି ଆପଣ ମାନଙ୍କ ଦେହ ରେ ଏହି ହିମୋଗ୍ଲବିନ୍ ର ସ୍ଥର ବଢେଇବେ ସେହି ବିଷୟ ରେ ସୂଚନା ଦେବୁ ।

1. ସବୁଜ ପରିବା ଖାଆନ୍ତୁ ।  ସବୁଜ ପନିପରିବା ଏବଂ ମେଥି ପତ୍ର କୁ ଅଧିକ ପରିମାଣ ରେ ଖଇବା ଦ୍ୱାରା ଆପଣ ମାନଙ୍କ ଦେହ ରେ ଏହି ହିମୋଗ୍ଲବିନ୍ ର ସ୍ଥର ବଢେଇ ଥାଏ ।

2.ଭିଟାମିନ୍ ଯୁକ୍ତ ଫଳ ଖାଆନ୍ତୁ ।  ସେମିତି ରେ ଭିବିନ୍ନ ସମୟ ରେ ଆପଣ ମାନେ ଖାଉ ଥିବା ଫଳ ରେ ବି ଏହି ହିମୋଗ୍ଲବିନ୍ ର ସ୍ଥର ଅଧିକ ପରିମାଣ ରେ ରହି ଥାଏ । ତେବେ ଯଦି ଆପଣ ମାନେ ଏହି ସବୁ ଫଳ ର ସେବନ କରିବେ ତେବେ ନିଶ୍ଚିତ ଭାବେ ଆପଣଙ୍କ ଦେହ ରେ ହିମୋଗ୍ଲବିନ୍ ର ସ୍ଥର ବଢିବ ।

3. ପିଲଫ୍ ଏସିଡ୍ ର ସେବନ ।  ଯଦି ଆପଣ ମାନେ ଏହି ସବୁ ର ସେବନ କରି ବାରୁ ବଞ୍ଚିତ ରହିୁଛନ୍ତି । ତେବେ ଆପଣ ମାନେ ଖୈଣସି ନିକଟସ୍ଛ ମେଡିକାଲ ଷ୍ଟୋର ର ରୁ ପିଲଫ୍ ଏସିଡ୍ କୁ ଆଣନ୍ତୁ ଏବଂ ତାହାର ସେବନ କରନ୍ତୁ

4. ଚାକୁନ୍ଧା ର ରସ ସେବନ କରନ୍ତୁ । ଆପଣ ଙ୍କ ଘରେ ମିଳୁ ଥିବା ଚାକୁନ୍ଧା ର ରସ ର ସେବନ କରିବା ଦ୍ୱାରା ଆପଣ ମାନଙ୍କୁ ବି ହିମୋଗ୍ଲବିନ୍ ର ସ୍ଥର ବଢି ପାରିବ ।

Leave a Reply

Your email address will not be published. Required fields are marked *