ପୁଣି ଆସିଲା ନବୀନ ଙ୍କ ନୂଆ ଯୋଜନା , ବରିଷ୍ଠ ନାଗରିକ ପାଇବେ ଏହି ସୁବିଧା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ । ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୂଆ ଯୋଜନା । ଯେଉଁଥିରେ ବରିଷ୍ଟ ନାଗରିକ ଙ୍କୁ ମିଳିବ ଲାଭ । ତେବେ ଏହି ଯୋଜନା ର ନାମ ହେଲା ତିର୍ଥ ଯାତ୍ରା ଯୋଜନା । ଆସନ୍ତୁ ଜାଣିନେବା କଣ ରହିଛି ସରକାର ଙ୍କ ଏହି ତିର୍ଥ ଯାତ୍ରା ଯୋଜନା । ଆଉ କେଉଁ ମାନଙ୍କୁ ମିଳିବ ଏହିଥିରେ ବେନିଫିଟ । ବରିଷ୍ଠ ନାଗରିକ ଙ୍କ ପାଇଁ ଖୁସୀ ଖବର । ରାଜ୍ୟସରକାର ବରିଷ୍ଠ ନାଗରୀକ ତଥା ତିର୍ଥ ଯାତ୍ରା ଯୋଜନା ରେ ନଭେମ୍ବର 1 ରୁ ଏହି ଯୋଜନା ର ଆରମ୍ଭ ହେବ । ରାଜ୍ୟର ବରିଷ୍ଟ ଲୋକଙ୍କୁ ବିଭିନ୍ନ ତିର୍ଥ ସ୍ଥାନ ଭ୍ରମଣ ପାଇଁ 2016 ମହିସା ରୁ କାର୍ଯ୍ୟକାରୀ କରୁଛନ୍ତି । ଚଳିତ ବର୍ଷ ତୀର୍ଥଯାତ୍ରା ରେ ଯିବା ପାଇଁ ବରିଷ୍ଠ ନାଗରୀକ ମାନେ ଆଗାମୀ ନଭେମ୍ବର 1 ତାରିଖ ରୁ 10 ତାରିଖ ମଧ୍ୟରେ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ ।naveen

ଯେଉଁ ବରିଷ୍ଠ ନାଗରୀକ ତୀର୍ଥଯାତ୍ରା କରିବା ଲାଗି ଇଚ୍ଛୁକ ଥିବେ ସେମାନେ yatra,odisha.gov.in ଜରିଆରେ ଆବେଦନ କରି ପାରିବେ । ଆଉ ଯେଉଁ ମାନେ ଅନଲାଇନ ମାଧ୍ୟମ ରେ ଏହି ଫର୍ମ କୁ ପୂରଣ କରି ପାରିବେ ନାହିଁ ସେମାନେ ଆବଶ୍ୟକ ଫର୍ମକୁ ପୂରଣ କରି ବରିଷ୍ଠ ନାଗରୀକ ଜଣଙ୍କ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କିମ୍ବା ଡାକ ଯୋଗେ ପଠେଇ ପାରିବେ । ତୀର୍ଥଯାତ୍ରା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କର ବୟସ 60 ବର୍ଷରୁ ଅଧିକ ଏବଂ 75 ବର୍ଷରୁ କମ୍ ଥିବା ଆବଶ୍ୟକ ଅଟେ ।nabina

ବ୍ୟକ୍ତିଜଣଙ୍କ ଓଡିଶା ବାସୀ ହୋଇଥିବେ । ତେବେ ଚଳିତ ବର୍ଷ ରାଜ୍ୟ ର 9 ଟି ସ୍ଥାନରୁ 9 ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥ ଯାତ୍ରା ନେବା ପାଇଁ ରାଜ୍ୟ ସରକାର ବନ୍ଦବସ୍ତ କରିଛନ୍ତି । ତେବେ ରାଜ୍ୟ ସରକାର ଙ୍କ ଏହି ପରି ଯୋଜନା କୁ ବରଷ୍ଠ ମାନେ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି । ତେବେ ଏହା ସହିତ ଆପଣ ମାନେ ଦେଖନ୍ତୁ ଏହା ହେଲା ଏହାର ୱେବସାଇଟ yatra,odisha.gov.in । ଯାହା ନଭେମ୍ବର 1 ରୁ ଏହି ଯୋଜନା ର ଆରମ୍ଭ ହେବ । ଆଉ ନଭେମ୍ବର 10 ରେ ଶେଷ ହେବ । ଆପଣ ମାନେ ଏହି ୱେବସାଇଟ ଭିଜିଟ କରି ଅନଲାଇନ ଯୋଗେ ଆବେଦନ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *