ଏହି ଗୋଟିଏ ପତ୍ର 20ଟି ରୋଗକୁ ଦୂର କରିବ ନିଶ୍ଚିତ ଜାଣି ରଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁଜୁଳୀ ର କେବଳ ଗୋଟିଏ ପତ୍ର ହିଁ 15 ରୁ ଅଧିକ ରୋଗ ଠିକ୍ କରେ । ଯେଉଁ ଥିରେ ଦାନ୍ତ ର କଷ୍ଟ ଗଳା ର କଷ୍ଟ ମାଢି ରେ କଷ୍ଟ , ବ୍ରଣ ଏବଂ ଡାଇବେଟିସ୍ ଭଲି ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଦେଇ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ କେଉଁ ପରି ଭାବେ ପିଜୁଳୀ ସହିତ ତାର ପତ୍ର ବି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋି ଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କ ଆଣ୍ଠୁ ଗଣ୍ଠୀ ରେ ସବୁ ସମୟ ରେ ଦୂର୍ବଳତା ଦେଖିବା ପାଇଁ ମିଲୁଛି ତଥା ଆପଣ ମାନଙ୍କ ସବୁ ଆଡେ ବ୍ୟଥା ଅନୁଭବ ହେଉଛି ତେବେ ଆପଣ ମାନେ ଏହି ପିଜୁଳୀ ର ପତ୍ର କୁ ବ୍ୟବହାର କରି ପାରିବେ । ଏହା ପାଇଁ ଆପଣ ମାନେ 10 ପିଜୁଳୀ ପତ୍ର କୁ ନେଇ ପାଣି ରେ ଫୁଟାନ୍ତୁ ଏବଂ ସେହି ଗରମ ଜଳ କୁ ନେଇ ଗଣ୍ଠୀ ବିନ୍ଧୁ ଥିବା ସ୍ଥାନ ରେ ଲଗାନ୍ତୁ ।pijuli

ଦେଖିବେ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ । ସେହି ପରି ବନ୍ଧୁଗଣ ଏହାକୁ ପିଲା ଠୁ ଆରମ୍ଭ କରି ବୃଦ୍ଧ ଯାଏ କରି ପାରିବେ ଏହା ଦ୍ୱାରା ସବୁ ପ୍ରକାରର ପେଟ ରୋଗ ସଠିକ୍ ହୋଇ ଥାଏ । ଯେଉଁ ଲୋକ ମାନଙ୍କୁ ଡାଇରିଆ ସମସ୍ୟା ରହିଛି ସେମିତି ଲୋକ ମାନଙ୍କୁ ଏହି ପତ୍ର ର ଅଗ୍ର ଭାଗ କୁ ଚୋବାଇ କରି ଖାଇବା ଦ୍ୱାରା ସେହି ସମସ୍ୟା ଦୂର ହୋଇ ଥାଏ । ଏବଂ ଆପଣ ମାନେ ଏହି ପତ୍ର କୁ ଫୁଟେଇ ବି ସେବନ କରି ପାରିିବେ । ଆପଣ ମାନଙ୍କ ମଧ୍ୟ ରେ ଷ୍ଟାଚ୍ ଏବଂ ମୋଟା ପଣ ଦେଖିବା ପାଇଁ ମିଳୁଛି । ତେବେ ଆପଣ ମାନେ ମହୁ ସହିତ ଏହି ପତ୍ର ର ରସ କୁ ସେବନ କରିବା ପାଇଁ ପଡିବ ତେବେ ଆପଣ ମାନଙ୍କ ଷ୍ଟେସ୍ କୁ ସୁଗାର ରେ ପରିଣତ କରିବାରେ ସହାୟକ ହୋଇ ଥାଏ। ସେହି ପରି ଆପଣ ମାନଙ୍କୁ କଷ୍ଟ କାଠିନ୍ୟ ର ସମସ୍ୟା ରରହିଛି ଆପଣ ମାନେ ଘଣ୍ଟା ଘଣ୍ଟା ଧରି ପାଇଖାନା ରେ ବସି ରହୁଛନ୍ତି ।

ତେବେ ଆପଣ ମାନେ ଏହି ପିଜୁଳୀ ପତ୍ର ର ସେବନ କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଏହି ଅସୁବିଧା କିଛି ସମୟ ମଧ୍ୟ ରେ ହିଁ ଦୂର ହୋଇ ଯିବ । ଆପଣ ମାନଙ୍କ ମଧ୍ୟ ରେ ବହୁତ ପରିମାଣ ରେ କୋଲଷ୍ଟ୍ର ଆଦି ର ସମସ୍ୟା ରହି ଥିଲେ ଆପଣ ମାନେ ପିଜୁଳୀ ର ଜୁସ୍ ବାହାର କରି ପିଇ ପାରିବେ । ଏହା ଶରୀର ରୁ ଖରାପ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ଆମ ମାନଙ୍କ ହଜମ ଶକ୍ତି କୁ ସଠିକ୍ କରିବା ସହିତ ଶରୀର ରୋଗ ପ୍ରତିରୋଧକ ଶକ୍ତି ବି ବଢେଇ ଥାଏ ।pijuli

ବହୁତ ସମୟ ରୁ ଦାନ୍ତ ରେ କଷ୍ଟ ଅନୁଭବ ହୋଇ ଆସୁ ଥିଲେ ଆପଣ ମାନଙ୍କୁ ଏହି ପିଜୁଳୀ ର କଢୀ ର ବ୍ୟବହାର କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଦାନ୍ତ ବ୍ୟଥା ଠିକ୍ ହେବ ଏହା ପାଇଁ ଆପଣ ମାନେ ଏହି କଢୀ କୁ ନେଇ ଦାନ୍ତ ର ସେହି ସ୍ଥାନ ରେ ଲଗେଇ ରଖନ୍ତୁ ଦେଖିବେ ଭଲ ହୋଇ ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *