ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ଖୁସୀ ଖବର ପୁଣି ମିଳିବ 15 ଲକ୍ଷ ।

yajana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଚାଷୀ ଭାଇ ମାନଙ୍କ ପାଇଁ ଗୋଟେ ଖୁସୀ ଖବର । କନ୍ଦ୍ର ସରକାର ଙ୍କ ଏହି ଯୋଜନା ଅଧିନ ରେ ଆପଣ ମାନଙ୍କୁ ମିଳିବାକୁ ଯାଉଛି 15 ଲକ୍ଷ୍ୟ ଟଙ୍କାର ଫାଇଦା । ତେବେ ଆସନ୍ତୁ ଜାଣିନେବା ଏହି ନୂଆ ଯୋଜନା ର ନାମ କଣ ରହିଛି । କେମିତି ଆପଣ ମାନେ ଏହାର ଲାଭ ଉଠେଇ ପାରିବେ । ଏହି ନେଇ ଜାରି ହେଲା ନୂଆ ସୂଚନା ଜାଣିବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷଯାଏ ପଢନ୍ତୁ । କେନ୍ଦ୍ର ସରକାର ଚାଷୀ ଭାଇ ମାନଙ୍କ ଆର୍ଥିକ ସ୍ଥିତି କୁ ମଜବୁତ କରିବା ଲାଗି ଅନେକ ସୁବିଧା ସୁଯୋଗ ଯୋଗେଇ ଆସୁଛନ୍ତି । ପ୍ରଧାନ ମନ୍ତ୍ରୀ କିଷାନ ସମ୍ମନିଧି ଯୋଜନା ବ୍ୟତିତ କୃଷକ ମାନଙ୍କୁ 15 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଯଦି ଆପଣ ମାନେ ବି ଏହି 15 ଲକ୍ଷ ଟଙ୍କାର ଲାଭ ଉଠେଇବାକୁ ଚାହୁଁଛନ୍ତି ।modi

ତେବେ ଆପଣ ମାନେ ଜାଣନ୍ତୁ ଆପଣ ମାନେ ଏହି ଟଙ୍କା କେମିତି ଭାବେ ପାଇ ପାରିବେ । ତେବେ ବନ୍ଧୁଗଣ ଭାରତ କୁ ଏକ କୃଷି ପ୍ରଧାନ ଦେଶ ବୋଲି କୁହାଯାଏ । ହେଲେ ଆଜିବି କୃଷକ ମାନଙ୍କ ସହିତ ଯୋଡିତ ଉପଯୋଗ୍ୟ ଉପକରଣ ଅନେକ ମାତ୍ରାରେ ଅଭାବ ରହିଛି । ଏହି ସଂମ୍ପର୍କ ରେ କେନ୍ଦ୍ରସରକାର ପ୍ରଧାନ ମନ୍ତ୍ରୀ କିଷାନ FPO ଯୋଜନା ଆରମ୍ଭ କରିଛନ୍ତି । କୃଷି ସମ୍ମନ୍ଧିୟ ବ୍ୟବସାୟ ଆରମ୍ଭ କରିବା ଲାଗି । କିଷାନ FPO ତଥା କୃଷକ ଉତ୍ପାଦନ ସଂଙ୍ଗଠନ ଜରିଆରେ ଚାଷୀ ମାନେ 15 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇ ପାରିବେ । ତେବେ ଏହି ଆର୍ଥିକ ସହାୟତା ର ଲାଭ ଉଠେଇବା ପାଇଁ ଅର୍ଥାତ ପ୍ରଧାନ ମନ୍ତ୍ରୀ କିଷାନ FPO ଯୋଜନା ର ଲାଭ ଉଠେଇବା ପାଇଁ କୃଷକ ଙ୍କୁ ଏକ ସଂସ୍ଥା ବା କମ୍ଫନୀ ଗଠନ କରିବାକୁ ହେବ ।

ଯାହା ଅଧିନ ରେ ଅତି କମ୍ ରେ 11 ଜଣ କୃଷକ ରହିବା ଆବଶ୍ୟକ ଅଟେ । ଏହି ସରକାରୀ ଯୋଜନା ମାଧ୍ୟମ ରେ କୃଷକ ଙ୍କୁ କୃଷି ସମ୍ମନ୍ଧିୟ ଉପକରଣ କିମ୍ବା ସାର କୀଟନାଶକ ଏବଂ ବୀହନ କିଣିବାରେ ସାହାଯ୍ୟ କରାଯିବ । ସୂଚନା ଅନୁସାରେ 2023/24 ସୁଧା ସରକାର 10 ହଜାର FPO ଗଠନ କରିବାକୁ ଲକ୍ଷ ରଖିଛନ୍ତି । ତେବେ ଆପଣ ମାନେ ଏହି ସରକାରୀ ଯୋଜନା ର ଲାଭ ଉଠେଇବା ପାଇଁ ଭାରତ ସରକାର ଙ୍କ ଜାତୀୟ କୃଷି ଅଜାଲ ର ଅଫିସିଆଲ ୱେବସାଇଟ Enam.gov.in ରେ ଆପଣ ମାନେ ଅନଲାଇ ଯୋଗେ ଆବେଦନ କରି ପାରିବେ । ଆପଣ ମାନେ ଏହି ଭଳି ପୋଷ୍ଟ କୁ ପଢିବା ପାଇଁ ଆମର ପେଜ କୁ ଲାଇକ କରିବା ସହିତ ପୋଷ୍ଟ କୁ ସେୟାର କରିବା ପାଇଁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *