ଦିନକୁ ୭ ଟଙ୍କା ରଖି ୫ ହଜାର ପାଆନ୍ତୁ ଜାଣି ନିଅନ୍ତୁ ସରକାର ଙ୍କ ନୂଆ ଯୋଜନା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆସିଲା ସରକାର ଙ୍କ ଆଉ ଏକ ବଢିଆ ସ୍ଲିମ୍ ଦିନ କୁ ରଖନ୍ତୁ ମାତ୍ର 7 ଟଙ୍କା ମାସକୁ ମିଳି ପାରିବ ପେନସନ 5000 ଟଙ୍କା ତେବେ କଣ ରହିଛି ସରକାର ଙ୍କ ଦ୍ୱାରା ଏହି ପେନସନ ସ୍କିମ୍ ଆସନ୍ତୁ ଜାଣିନେବା । ଯାହା ମଧ୍ୟ ସାଧାରଣ ନାଗରିକ ଙ୍କ ପାଇଁ ବି ହେବ ବହୁତ ହେଲ୍ପ ଫୁଲ । ସଧାରଣ ଜନତା ଙ୍କ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହେଉଛି । ହୀତାଧିକାରୀ ମାନେ କେମିତି ସରକାରୀ ଯୋଜନା ର ଲାଭ ଉଠେଇ ପାରିବେ ସେହି ନେଇ ମଧ୍ୟ ପଦକ୍ଷେପ ନିଆ ଯାଉଛି । ହେଲେ ବର୍ତମାନ ସମୟ ରେ ଆମେ ଆପଣ ମାନଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟ ରେ ଜଣେଇବୁ ଯାହା ଆପଣ ମାନଙ୍କୁ ଅନେକ ଫାଇଦା ହେବ ।atala pension

ଯଦି ଆପଣ ମାନେ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବାକୁ ଚାହୁଁଥିବେ । ତେବେ କେନ୍ଦ୍ର ସରକାର ଙ୍କ ଏହି ଯୋଜନା ଆପଣ ମାନଙ୍କ ବହୁତ ପସନ୍ଦ ଆସିବ । କାରଣ କେବଳ ଗୋଟିଏ କପ୍ ଚା ମୂଲ୍ୟ ରେ ମାତ୍ର 7 ଟଙ୍କା ଦେଇ ଆପଣ ମାନେ ଲାଭ ପାଇ ପାରିବେ । କେନ୍ଦ୍ର ସରକାର ଙ୍କ ଏହି ଯୋଜନା ହେଉଛି । ଅଟଳ ପେନସନ ଯୋଜନା ଏହି ସରକାରୀ ଯୋଜନା ଆପଣ ମାନଙ୍କ ଓଠ ରେ ହସ ଫୁଟେଇ ପାରିବ । ଅଟଳ ପେନସନ ଯୋଜନା ଆପଣ ମାନେ ପ୍ରତିଦିନ ମାତ୍ର 7 ଟଙ୍କା ସଞ୍ଚୟ କରି ମାସିକ 5 ହଜାର ଟଙ୍କା ପେନସନ ପାଇ ପାରିବେ । ଯଦି ଆପଣ ମାନଙ୍କ ବୟସ 18 ବର୍ଷ ହୋଇଥାଏ । ତେବେ ଆପଣ ମାନେ ଦୈନିକ 7 ଟଙ୍କା ସଞ୍ଚୟ କରି ପାରିବେ ।atala pension

ଏପରି କରି ଆପଣ ମାନଙ୍କୁ ମାସକୁ 210 ଟଙ୍କା ସଞ୍ଚୟ କରିବାକୁ ହେବ । ଯେତେ ବେଳେ ଆପଣ ମାନଙ୍କ ବୟସ 60 ବର୍ଷ ହୋଇଯିବ । ସେତେ ବେଳେ ଆପଣ ମାନଙ୍କୁ ମାସକୁ 5 ହଜାର ଟଙ୍କା ପେନସନ ରୂପେ ମିଳିବ । ଯଦି ଆପଣ ମାନେ ନିଜର 25 ବର୍ଷ ବୟସ ରେ ଅଟଳ ପେନସନ ରେ ବିନିଯୋଗ କରୁଛନ୍ତି ତେବେ ଆପଣ ମାନଙ୍କୁ ମାସକୁ 376 ଟଙ୍କା ଦେବାକୁ ହେବ । ସେହି ପରି ଆପଣ ମାନେ 30 ବର୍ଷ ବୟସ ରେ ଏହି ଯୋଜନା ରେ ବିନିଯୋଗ କଲେ ମାସକୁ 577 ଟଙ୍କା ଦେବାକୁ ହେବ । ଆଉ ସେହି ପରି 35 ବର୍ଷ ବୟସ ରେ ବିନିଯୋଗ କଲେ ମାସକୁ 900 ଟଙ୍କା ଦେବାକୁ ହେବ । ଆଉ ସମସ୍ତ ବୟସ ର ଲୋକଙ୍କୁ 60 ବର୍ଷ ହେବା ପରେ ହିଁ 5 ହଜାର ଟଙ୍କା ହିଁ ମିଳିବ ।

Leave a Reply

Your email address will not be published. Required fields are marked *