ଗୋଟେ ଡେକୋମେନ୍ଟ ରେ କେତୋଟି SIM Card ନେଇ ହେବ ।

adhar card

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଆଧାର କାର଼୍ଡ ମାଧ୍ୟମ ରେ କିଣାଜାଇ ପାରିବ କେତୋଟି ସିମ୍ ଆପଣ ମାନଙ୍କ ନାମରେ ଆଉ କେହି ବ୍ୟବହାର କରୁଛନ୍ତି ସିମ୍ କାର୍ଡ । ତେବେ ଆପଣ ମାନେ କେମିତି ଜାଣି ପାରିବେ ଆମେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ । ବର୍ତମାନ ସମୟ ରେ ସମସ୍ତ ଙ୍କ ପାଖରେ ଗୋଟିଏ ଫୋନ ନିହାତି ଭାବେ ରହିଥିବ । ଆଉ ଫୋନ ବ୍ୟବହାର ନିମନ୍ତେ ଆମକୁ ସିମ୍ କାର୍ଡ ର ବ୍ୟବହାର କରିବାକୁ ପଡିଥାଏ । ପୂର୍ବରୁ ଗୋଟିଏ ସିମ୍ କାର୍ଡ ବ୍ୟବହାର ପାଇଁ ବହୁତ ଲମ୍ବା ପକ୍ରିୟା ଦେଇ ଗତି କରିବାକୁ ପଡୁଥିଲା । ଏମିତି ତାହାକୁ ମଧ୍ୟ ଲାଇଫ୍ ଟାଇମ୍ ବି କରିବାକୁ ପଡୁଥିଲା । ଆଉ ଯାହା ପାଇଁ ଦୁଇ ରୁ ଚାରି ଦିନ ମଧ୍ୟ ଲାଗୁଥିଲା । ବର୍ତମାନ ସମୟ ରେ ନୂଆ ସିମ୍ କାର୍ଡ କେବଳ ନୂଆ ଆଧାର କାର୍ଡ ରୁ ଉପଲବ୍ଧ ଅଟେ । ଏହି ସିମ୍ କାର୍ଡ ତୁରନ୍ତ ସକ୍ରିୟ ମଧ୍ୟ ହୋଇଯାଉଛି ।

sim card

ତେବେ ଆପଣ ମାନେ ଗୋଟିଏ ଆଧାର କାର୍ଡ ରେ 9 ଗୋଟି ସିମ୍ କାର୍ଡ କିଣି ପାରିବେ । ଏପରି ତୁମେ ତୁମର ଡୋକମେଣ୍ଟ କାହାକୁ ଦିଅ ତେବେ ତେବେ ସେ ମଧ୍ୟ ତୁମ ନମ୍ବର ରୁ ଏକ ସିମ୍ କିଣି ପାରିବେ । ତେବେ ଡକ୍ୟୁମେଣ୍ଟ ଦେଇ ସିମ୍ କିଣିବା ଦ୍ୱାରା ଆପଣ ମାନଙ୍କୁ ବହୁତ କମ୍ ଠକେଇ ର ସମ୍ଭାବନା ରହିଥାଏ । ତେବେ ଆପଣ ମାନେ ମଧ୍ୟ ଜାଣିବା ପାଇଁ ଚାହୁଁଛନ୍ତି ଆପଣ ମାନଙ୍କ ଆଧାର କାର୍ଡ ରେ କତୋଟି ସିମ୍ ଆକ୍ଟିଭ୍ ରହିଛି ତେବେ ଆପଣ ମାନେ ତାହାକୁ ସହଜ ରେ ଟ୍ରାକ୍ କରି ପାରିବେ ।sim

ତେବେ ଏହା ପାଇଁ ଆପଣ ମାନଙ୍କ ପାଇଁ ସରକାର ଏକ ନୂଆ ୱେବ ସାଇଟ୍ କରିଛନ୍ତି ଜାହାର ନାମ ରହିଛି tafcop.dgtelecom.gov.in ଯେଉଁଥିରେ ଆପଣ ମାନେ ନିଜର ଆଧାର କାର୍ଡ ର ରେଜିଷ୍ଟର ଥିବା ମୋବାଇଲ ନମ୍ବର କୁ ଦେଇ ଆପଣ ମାନେ ଜାଣି ପାରିବେ କି ଆପଣ ମାନଙ୍କର ଆଧାର କାର୍ଡ ରେ କତୋଟି ସିମ୍ କାର୍ଡ ଆକ୍ଟିଭ୍ ରହିଛି ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *