ସୁବିଧା ଅସୁବିଧା ଜଣେଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେମିତି ଯୋଗାଯୋଗ କରିବେ ।

modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପର୍ଯ୍ୟନ୍ତ ଏବେ କଥା ପହଁଚାଇବା ଏବେ ଆହୁରୀ ବି ସହଜ ହୋଇ ସାରିଛି , ସାଧାରଣ ଲୋକ ମାନେ ଯେଉଁ ପରି ଭାବେ ଲୋକ ମାନଙ୍କ ସୁବିଧା ଏବଂ ଅସୁବିଧା ବିଷୟରେ ପ୍ରଧାନ ମନ୍ତ୍ରୀ ଙ୍କୁ ଜଣେଇ ପାରିବେ ଏହା କୁ ଦୃଷ୍ଟି ରେ ରଖି ପ୍ରଧାନ ମନ୍ତ୍ରୀ ନୂଆ ନୂ୍ଆ ବାଟ ଖୋଜିବାରେ ଲାଗିଛନ୍ତି । ଏବେ ଲୋକ ମାନଙ୍କୁ ନିଜର ସମସ୍ୟା ବିଷୟ ରେ ମୋଦି ଙ୍କୁ କଲ କରି କିମ୍ଭା ମେସେଜ୍ କରି କିମ୍ଭା ଚିଠି ପଢେଇ କରି ବା ଆପଣ ମାନେ ଇ ମେଲ୍ ମାଧ୍ୟମ ରେ ଜଣେଇ ପାରିବେ । ତେବେ ଆସନ୍ତୁ ଜାଣି ନେବା ମୋଦି ଙ୍କୁ ଯୋଗା ଯୋଗ କରିବାର ମାଧ୍ୟମ । ପ୍ରଥମେ ତ ଆପଣ ମାନେ ତାଙ୍କର ମୋବାଇଲ ନମ୍ବର ଜାଣି ରଖନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ୍ ନମ୍ବର:ପିଏଓmodi2

+୯୧-୧୧-୨୩୦୧୨୩୧୨ପିଏମ୍ ଫାକ୍ସ : +୯୧-୧୧-୨୩୦୧୯୫୪୫, ୨୩୦୧୬୮୫୭ପିଏମ୍ଓ ହେଲ୍‌ଲାଇନ୍ : +୯୧-୧୮୦୦-୧୧୦-୦୩୧ମୋଦିଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ: ୟୁଟ୍ୟୁବ୍: : https://www.youtube.com/user/narendramodi 6&am: https://facebook.com/narendramodi  https://twitter.com/narendramodi, https://instagram.com/narendramodi ଆଦି ରେ ଆପଣ ମାନେ ଯୋଗାଯୋଗ କରି ପାରିବେ ସେହି ପରି ଆପଣ ମାନେ ତାଙ୍କର ଇମେଲ୍ ବିଷୟରେ ଜାଣିବା ପାଇଁ ଚାହିଁଲେ ମୋଦିଙ୍କ ଇମେଲ ଆଇଡି:
https://pmopg.gov.in/pmocitizen/Grievancepmo.ଏବଂ https://www.mygov.in/home/61/discuss/

modi
ମୋଦିଙ୍କୁ ଏମିତି ପଠାଇପାରିବେ ଚିଠି ପଠେଇବାର ଥିଲେ ପ୍ରଧାନମନ୍ତ୍ରୀ ପିଏମ୍ ଠିକଣାରେ ଚିଠି ଲେଖୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସାଉଥ୍ ବ୍ଲକ, ନୂଆଦିଲ୍ଲୀ, ପିନ୍-୧୧୦୦୧୧ କୁ ପଠାଇପାରିବେ । ଆପଣ ଚାହିଁଲେ ସିଧାସଳଖ ହାତରେ ଚିଠି ନେଇ ପିଏମ୍‌ଓ ଡାକ୍ କାଉଣ୍ଟର, ସାଉଥ୍ ବ୍ଲକ, ନୂଆଦିଲ୍ଲୀ ଠିକଣାରେ ବି ଦେଇପାରିବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *