ମେଟ୍ରିକ ପରୀକ୍ଷା କୁ ନେଇ ଆସିଲା ବଡ଼ ଖବର । ବଦଳିଲା ଏହି ସବୁ ନିୟମ

Matric

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଦଳିଲା ମେଟ୍ରିକ ପ୍ରଶ୍ନ ପତ୍ର ନିୟମ ପ୍ରଶ୍ନ ପତ୍ର ଭାଇରଲ ଅଭିଯୋଗ ପରେ ମେଟ୍ରିକ ପରିକ୍ଷା ରେ ନୂଆ ନିୟମ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷଯାଏ ପଢନ୍ତୁ । ଚାଲିଥିବା ମେଟ୍ରିକ ପରିକ୍ଷା ର ପ୍ରଶ୍ନ ପତ୍ର ଭାଇରଲ ନେଇ ବହୁତ ଅଭିଯୋଗ ପରେ ମଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ନିଆଜାଇଛି ପ୍ରତିକାର ମୂଳକ ପଦକ୍ଷେପ ମେଟ୍ରିକ ରେ ବକି ତିନୋଟି ପରିକ୍ଷା ପାଇଁ ନିୟମ ରେ ସାମାନ୍ୟ ପରିବର୍ତନ ହୋଇଛି ।

ନୋଡାଲ ସେଣ୍ଟର ରୁ ପରିକ୍ଷା କେନ୍ଦ୍ର କୁ ପ୍ରଶ୍ନ ପତ୍ର ଯିବା ସମୟ ବଦଳା ଜାଇଛି । ନିୟମ ଅନୁସାରେ ନୋଡାଲ ସେଣ୍ଟର ରୁ 6.30 ପୂର୍ବରୁ ନିଆଜାଇ ପାରିବ ନାହିଁ ପ୍ୟାକେଟ ନୋଡାଲ ସେଣ୍ଟର ରୁ ପରିକ୍ଷା କେନ୍ଦ୍ରକୁ 6.45 ରୁ 7.30 ରେ ପହଁଚିବ । ତେବେ 6.45 ପୂର୍ବରୁ ପ୍ୟାକେଟ ନପହଁଚିବାକୁ ନିର୍ଦ୍ଧେଶ ଦେଇଛି ବୋର୍ଡ ।

school

ଯଦି କେହି ଏହାର ଖଲାପ କରନ୍ତି । ତେବେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଟାନ ହେବ ବୋଲି ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିୟମରେ ନିର୍ଦ୍ଧେଶନାମା ରେ ଚତେଇ ଦିଆଜାଇଛି । ତେବେ ଏହି ପ୍ରଶ୍ନ ପତ୍ର ଲିକ୍ ହେବାର ସମ୍ଭବନା ମଧ୍ୟ ରହୁଥିଲା । ସୁରକ୍ଷା ଦୃଷ୍ଟି ରୁ ଏହି ଭଳି ପରିବର୍ତନ କରାଜାଇଛି ବୋଲି ବୋର୍ଡ ଉପସଭାପତି ନିହାର ରଂଞୀନ ମହାନ୍ତି ସୂଚନା ଦେଇଛନ୍ତି ।

ତେବେ ସୂଚନା ଥାଉ କି ଆସନ୍ତା ମାର୍ଚ୍ଚ 20 ପର୍ଯ୍ୟନ୍ତ 10 ମ ଶ୍ରେଣୀ ସମେଟିଭ 2 ପରିକ୍ଷା ଚାଲିବ ଏହିଥି ମଧ୍ୟରୁ ସମୁଦାୟ 32,18 ଟି ପରିକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଜାଇ ଥିବା ବେଳେ ପ୍ରଶ୍ନ ପତ୍ର ରଖିବାକୁ 316 ଟି ନୋଡାଲ କେନ୍ଦ୍ର ହୋଇଛି । ତେବେ ମାଓ ଉଦ୍ଧିଷ୍ଟ ଅଞ୍ଚଳ ରେ 22 ଟି ଥାନା ରେ ନୋ଼ଡାଲ କେନ୍ଦ୍ର ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *