ଆଖି ପିଛୁଳାକେ ଲୁଟୁଛନ୍ତି: ପେଟ୍ରୋଲ ପମ୍ପରେ ଗ୍ରାହକଙ୍କଠୁ ଲୁଟ୍, କଥା ଆଳରେ ଜଳକା କରିଦେଉଛନ୍ତି ..

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପଲକ ପଡିବା ମାତ୍ରେ ଚୋରୀ । ପେଟ୍ରୋଲ ପମ୍ପ ରେ ଗ୍ରାହାକ ଙ୍କ ପାଖରୁ ଲୁଟ । କଥା ଆଡୁଅ ରେ ଜଳକା କରି ଦେଉଛନ୍ତି କର୍ମଚାରୀ । ପମ୍ପ ରେ ସଠିକ୍ ପରିମାଣ ଠାରୁ କମ୍ ମିଳୁଛି ତେଲ । ଠକେଇ ର ଶୀକାର ହେଉଛନ୍ତି ହଜାର ହଜାର ଗ୍ରାହାକ । ଏହା ଆପଣ ମାନଙ୍କୁ ବିଶ୍ୱାସ ନ କରିବା ପରି ଆପଣ ମାନେ ବି ଏହାକୁ ସୁଣି ବିଶ୍ୱାସ କରି ନ ପାରନ୍ତି । ହେଲେ କଥାଟି ସତ ପ୍ରତି ଦିନ ପେଟ୍ରୋଲ ପମ୍ପରେ ଠକେଇ ର ଶୀକାର ହେଉଛନ୍ତି ଗ୍ରାହାକ ।

ଏହା କୈଣସି ଡିଜିଟାଲ ଚୋରୀ ନୁହେଁ ବରଂ ଆଖି ସାମ୍ନାରେ ଗ୍ରାହାକ ଙ୍କୁ ଠକୁଛନ୍ତି କର୍ମି । ଉପଯୁକ୍ତ ମୂଲ୍ୟ ଠାରୁ କମ୍ ପରିମାଣ ରେ ପେଟ୍ରୋଲ ଏବଂ ଡିଜେଲ ଆପଣ ମାନଙ୍କ ଗାଡି ଭର୍ତି ହେଉଥିବା ରିପୋର୍ଟ ରୁ ହୋଇଛି ସ୍ପଷ୍ଟ । କେମିତି ହେଉଛି ପେଟ୍ରୋଲ ପମ୍ପ ରେ ଚୋରୀ । ସତରେ କଣ ଆପଣ ମାନେ ହେଉଛନ୍ତି ଠକାମୀ ର ଶୀକାର କଣ ଟଙ୍କା ମୂଲ୍ୟ ଠାରୁ କମ୍ ପରିମାଣ ରେ ମିଳୁଛି ତେଲ ।

petrol pumps

କେମିତି ଗ୍ରାହାକ ଏହି ବାବଦ ରେ ଜାଣି ପାରନ୍ତି ନାହିଁ । ହଁ ବନ୍ଧୁଗଣ ପେଟ୍ରୋଲ ପମ୍ପ କର୍ମଚାରୀ ଅତି ଚତୁରତା ର ସହିତ କରି ନେଉଛନ୍ତି ଚୋରୀ । କଥା ଆଳରୁ ଗ୍ରାହାକ ଙ୍କ ହଟେଇ ଦେଇଥାନ୍ତି ଧ୍ୟନ । ଏହି ବାବଦ ରେ ଗାଡି ଚାଳକ ରହିଥାନ୍ତି ଇଜ୍ଞ୍ୟ ଯେଉଁ ସମୟ ରେ ଗ୍ରାହାକ ଙ୍କୁ କଥା ଓହଳରେ ଭୁଲେଇ ପମ୍ପ ମିଟର କୁ ଜିରୋ ନ କରି ତେଲ ପକେଇ ଦେଇଥାନ୍ତି କର୍ମଚାରୀ ।

ପୂର୍ବରୁ ତେଲ ପକେଇଥିବା ଗ୍ରାହାକ ଙ୍କ ରିଡିଂ ରୁ ମିଟର ଚାଲୁ ହୋଇଥାଏ ଫଳରେ ସେମାନେ ଜାଣି ପାରନ୍ତି କି ସେମାନଙ୍କୁ କମ୍ ପରିମାଣ ରେ ତେଲ ମିଳିଥାଏ । ଯଦି ଆପଣ ମାନେ 200 ଟଙ୍କାର ର ତେଲ ପକାଉଛନ୍ତି ତେବେ ଆପଣ ମାନଙ୍କୁ ପୂର୍ବ ରିଡିଂ ସହିତ ମିଶି କରି ତେଲ ମିଳିଥାଏ । ପୂର୍ବରୁ 130 ଟଙ୍କା ମିଟର ରିଡିଂ ଥିଲେ ଅନ୍ୟ ଗ୍ରାହାକ ଙ୍କୁ 200 ଟଙ୍କା ତେଲରେ କେବଳ 70 ଟଙ୍କାର ତେଲ ମିଳିଥାଏ । ଫଳରେ ଗ୍ରାହାକ ଠକାମୀ ର ଶୀକାର ହୋଇ ମଧ୍ୟ ଠକେଇ ବାବଦ ରେ ଅଜ୍ଞ୍ୟ ରହିଥାନ୍ତି ।

ଗ୍ରାହାକ ଙ୍କ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ପେଟ୍ରୋଲ ପମ୍ପ ମାଲିକ ଏଡାଇ ଜାଇଛନ୍ତି । ତେବେ ଆପଣ ମାନେ ପୋଟ୍ରୋଲ ପମ୍ପ ରେ ତେଲ ପକେଇବା ପୂର୍ବରୁ ମିଟର ଜିରୋ ହୋଇଛି କି ନାହିଁ ତାହାକୁ ଦେଖିବାକୁ ପଡିବ । ତେବେ ଜାଇ ଆପଣ ମାନେ ତେଲ ପାକନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *