ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ରାଗ ଅଭିମାନ କୁ ପଠଛରେ ପକେଇ ଶଶୁରଙ୍କୁ ଦେଖା କରିବାକୁ ଆସିଲେ ବର୍ଷା ପ୍ରିୟଦର୍ଶନୀ । ତେବେ ବନ୍ଧୁଗଣ ଏହି ଭଳି ଖବର ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବର୍ଷା ପ୍ରିୟଦର୍ଶନୀ ଅନୁଭବ ମହାନ୍ତି ଙ୍କ ଠାରୁ ଅଲଗା ହେବା ପରେ ଏବେ ତାଙ୍କ ମାଆ ଙ୍କ ସହିତ ରହୁଥିବାର ନଜର ଆସିଛନ୍ତି । ଆଉ ପ୍ରତି ମାସରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶନୀ ଙ୍କୁ ଚଳିବା ପାଇଁ 30 ହଜାର ଟଙ୍କା ଚଳିବା ପାଇଁ ଦେଉଛନ୍ତି ।
ତାହାଲେ ଅନୁଭବ ମହାନ୍ତି ନିଜ ପରିବାର ସହିତ ଘରେ ରହୁଥିଲେ । ହେଲେ ଏବେ ତାଙ୍କର ବାପା ଙ୍କ ଦେହ ଖରାପ ହେବା କାରଣ ରୁ ଅନୁଭବ ଙ୍କ ବାପା ICU ରେ ଭର୍ତି ହୋଇଥିଲେ । ତାହାଲେ ଅନୁଭବ ଙ୍କ ବାପା ICU ରୁ ଗଲା ପରେ ଅନୁଭବ ସୋସିଆଲ ମିଡିଆ ରେ ଗୋଟେ ପୋଷ୍ଟ କରିଥିଲେ । ଯାହା ସାରା ଓଡିଶା ରେ ବହୁତ ମାତ୍ରା ରେ ଭାଇରଲ ହୋଇଥିଲା । ଆଉ ଯେଉଁଥିରେ ଅନୁଭବ ଲେଖିଥିଲେ ବାପା ମାଆ ଙ୍କ ଶେଷ ସମୟ ରେ ସେମାନଙ୍କୁ ଟିକେ ଖୁସୀ ଦେବାକୁ ଚାହୁଁଛନ୍ତି ।
ଆଉ ଏହିଥି ପାଇଁ ବର୍ଷା କୋର୍ଟ କୁ ନ ଦୈଡେଇ ଆମେ ଜଲ୍ଦି ଅଲଗା ହୋଇଗଲେ ଆମର ଘର ଲୋକ ମାନେ ଏହିଥିରେ ବହୁତ ଖୁସୀ ହେବେ । ଆଉ ବାପା ଙ୍କ ଶେଷ ସମୟ ରେ ସେ ଶାନ୍ତିରେ ନିଶ୍ୱାସ ମାରିବେ । ଏହି ଭଳି କିଛି କହିଛନ୍ତି ଅନୁଭବ ବର୍ଷା ଙ୍କୁ ତେବେ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଡିଭର୍ସ କେସ୍ ବର୍ତମାନ ସମୟ ରେ ଦୁଇ ବର୍ଷରୁ ଅଧିକ ସମୟ ହେବ କୋର୍ଟରେ ପେଣ୍ଡିଂ ରହିଛି । ଆଉ ଏହିଥିରେ ବର୍ଷା ପ୍ରିୟଦର୍ଶନୀ ସମୟ ପରେ ସମୟ ଗଡେଇ ଅନୁଭବ ଙ୍କୁ ହତାସ କରୁଥିବାର ନଜର ଆସିଛନ୍ତି ।
ତେବେ ଏହି କାରଣ ରୁ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଥିଲେ ଆମେ ଶୀଘ୍ର ଅଲଗା ହୋଇଗଲେ ଆମ ଘର ଲୋକଙ୍କ ପାଇଁ ଭଲ ହେବ ଆଉ ଏହା ପରେ ଅନୁଭବ ମହାନ୍ତି ଅନୁଭବ ମାହନ୍ତି ଅନ୍ୟ ଏକ ପୋଷ୍ଟ କରିଥିଲେ ଯେଉଁଥିରେ କହିଥିଲେ ନାରୀ ମାନଙ୍କୁ ସେ ବହୁତ ସମ୍ମାନ କରନ୍ତି ନାରୀ ମାନଙ୍କୁ ଶଶକ୍ତିକରଣ କରିବା ପାଇଁ ସେ ସବୁ ବେଳେ ଆଗଭର ଅଟନ୍ତି । ହେଲେ ଯେଉଁ ନାରୀ ମାନେ ନିଜର ଫାଇଦା ଉଠେଇଥାନ୍ତି ନିଜ ନାରୀତ୍ୱ ର ଖରାପ ଫାଇଦା ଉଠେଇଥାନ୍ତି ସେମାନେ କେବେବି ସେମାନଙ୍କୁ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି ସେହି ପୋଷ୍ଟରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।