ସୁନା ରେଟରେ ଆସିଲା ବଡ ପରିବର୍ତନ । କିଣିବାକୁ ଚାହୁଁଥିଲେ ଏବେହିଁ ପଢି ନିଅନ୍ତୁ ଖବର ।

Gold Price

ଆମ ସମସ୍ତେ ସୁନା ପିନ୍ଧିବାକୁ ପସନ୍ଦ କରୁ , ଏବଂ ବିବାହ ସିଜନ ଚାଲିଥିବାରୁ ସମସ୍ତେ ସୁନା କିଣିବାକୁ ମଧ୍ୟ ପସନ୍ଦ କରୁ ଅଛନ୍ତି । ତେବେ ବର୍ତ୍ତମାନ ଆପଣଙ୍କ ସହରରେ କଣ ରହିଛି ସୁନାର ମୁଲ୍ୟ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି , ତେବେ ଆପଣ ଠିକ ଜାଗାରେ ଆସି ପହଞ୍ଚିଛନ୍ତି ।

ଆଜି ଭାରତୀୟ ମାର୍କଟେରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୩୭୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୩୦୦ ଟଙ୍କା ଟଙ୍କା ଓ ୬୨,୫୧୦ ଟଙ୍କା ହୋଇଛି ।

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୩୭୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୩୦୦ ଟଙ୍କା ଟଙ୍କା ଓ ୬୨,୫୧୦ ଟଙ୍କା ହୋଇଛି।

gold

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୭,୩୦୦ ଟଙ୍କା ଓ ୬୨,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୭,୪୫୦ ଟଙ୍କା ଓ ୬୨,୬୬୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୭,୩୦୦ ଟଙ୍କା ଓ ୬୨,୫୧୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୩୦୦ ଟଙ୍କା ରହିଥିବା ନେଇ ହୋଇଛି।

Leave a Reply

Your email address will not be published. Required fields are marked *