ୱାନ ନେସନ ୱାନ କାର୍ଡ ମିଳିବ ଏହି ସବୁ ସୁବିଧା ଏବେ ହିଁ ଆପ୍ଲାୟ କରନ୍ତୁ ।

one card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ରସରକାର ଙ୍କ ନୂଆ ପ୍ଲାନ । ସମସ୍ତ ପେମେଣ୍ଟ ପାଇଁ ୱାନ ନେସନ ୱାନ ମୋବିଲିଟି କାର୍ଡ । ତେବେ ଏହି କାର୍ଡ ରେ କେଉଁ ମାନେ ଲାଭ ଉଠେଇ ପାରିବେ କେଉଁଠି ଆମେ ମାନେ ଏହାକୁ ବ୍ୟବହାର କରି ପାରିବା । ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତେବେ ସରକାର ଲଞ୍ଚ କଲେ ଆଉ ଏକ ATM କାର୍ଡ । ମେଟ୍ରରେ ଯାତ୍ରା କରିବା କିମ୍ବା ATM ରୁ ନଗଦ ଟଙ୍କା ଉଠେଇବା ପାଇଁ ଆମେ ବିଭିନ୍ନ ପ୍ରକାରର କାର୍ଡର ବ୍ୟବହାର କରିଥାନ୍ତି । ଏହା ସହିତ ଅଲଗା ଅଲଗା ସେବା ପାଇବା ପାଇଁ ଭିନ୍ନ ଭିନ୍ନ କାର୍ଡ ମଧ୍ୟ ବ୍ୟବହାର କରାଜାଇଥାଏ । ତେବେ ଏହି କାରଣ ରୁ ଆମକୁ ୱାଲିଟ ରେ ଅନେକ ହୁଡିଏ କାର୍ଡ ରଖିବାକୁ ପଡିଥାଏ । ତେବେ ଲୋକଙ୍କୁ ଏହି ସବୁ ପ୍ରକାରର ଝିଞଟ୍ ରୁ ମୁକ୍ତି ଦେବା ଲାଗି କେନ୍ଦ୍ର ସରକାର ଏକ ଭଲ ସୁବିଧା ଆରମ୍ଭ କରିଛନ୍ତି ।ok

ତେବେ ଏହିଥି ପାଇଁ ସରକାର ନେସନାଲ କୋମନ ମୋବିଲିଟି କାର୍ଡ ର ଶୁଭାରମ୍ଭ କରିଛନ୍ତି । ଯାହା ଦ୍ୱାରା ଲୋକ ମାନେ ପ୍ରତ୍ୟୋକ ସେବା ପାଇଁ କେବଳ ଗୋଟିଏ କାର୍ଡ ର ବ୍ୟବହାର କରି ପାରିବେ । ଏହି କାର୍ଡ ଆସିବା ପରେ ଲୋକ ମାନଙ୍କୁ ଆଉ ୱାଲିଟ ରେ ଅନେକ ପ୍ରକରର କାର୍ଡ ରଖିବାକୁ ପଡିବ ନାହିଁ । ଏହି କାରଣ ରୁ ଏହି କାର୍ଡ ଗୁଡିକୁ ୱାନ ନେସନ ୱାନ କାର୍ଡ ବୋଲି କୁହାଯାଉଛି । ପାର୍କିଂ , ଟୋଲ , ମେଟ୍ର , ଟ୍ରେନ ଟିକେଟ , ବସ୍ ଟିକେଟ ପରି ଅନେକ ସ୍ଥାନରେ ଆପଣ ମାନେ ଏହି କାର୍ଡର ବ୍ୟବହାର କରି ପାରିବେ । ଯଦି ଆପଣ ମାନେ ATM ରୁ ନଗଦ ଟଙ୍କା ଉଠେଇବାକୁ ଚାହୁଁଛନ୍ତି । ତେବେ ମଧ୍ୟ ଆପଣ ମାନେ ଏହି କାର୍ଡ ର ବ୍ୟବହାର କରି ପାରିବେ ।

ଏହିଥିରେ ଆପଣ ମାନେ କୈଣସି OTP ବା ପିନ୍ ବିନା 2000 ଟଙ୍କା ପର୍ଯ୍ୟନ୍ତ ଅର୍ଥ କାରବାର କରି ପାରିବେ । ଯଦି ଆପଣ ମାନେ ମେଟ୍ରରେ ଭ୍ରମଣ କରୁଥାନ୍ତି । ତେବେ ଆପଣ ମାନେ ଏହି କାର୍ଡ ମାଧ୍ୟମ ରେ ଆରମ୍ ରେ ଯାତ୍ରା କରି ପାରିବେ । ଏହି ସୁବିଧା ପରେ ମେଟ୍ରୋ ଟିକେଟ କିମ୍ବା ଟୋକନ ପାଇବା ପାଇଁ ଆପଣ ମାନଙ୍କୁ ଲମ୍ବା ଧାଡିରେ ଛିଡା ହେବାର ଆବଶ୍ୟକତା ପଡିବ ନାହିଁ ।one

ଏହି କାର୍ଡ ରେ ଆପଣ ମାନଙ୍କୁ କ୍ୟାସବେକ୍ ଲାଭ ମଧ୍ୟ ମିଳିଥାଏ । ତେବେ ଏହି କାର୍ଡ କୁ ବ୍ୟବହାର କରି ଆପଣ ମାନେ 10 ରୁ 20 ପ୍ରତିଶତ ରିହାତି ମଧ୍ୟ ପାଇ ପାରିବେ । ଆପଣ ଏହି କାର୍ଡ କୁ ଆପଣଙ୍କ ବ୍ୟଙ୍କ ରୁ ନେଇ ପାରିବେ । ଏହିଥି ପାଇଁ ଆପଣ ମାନଙ୍କୁ ପାନକାର୍ଡ , ଆଧାର କାର୍ଡ ଏବଂ ଦୁଇଟି ଆଧାର କାର୍ଡ ସହିତ ଆବେଦନ କରିବାକୁ ପଡିବ । ଏବଂ ପରେ ଏହି କାର୍ଡ ଆପଣଙ୍କ ଘରେ ପହଁଚିଯିବ । ଯଦି ଆପଣ ମାନେ ଏହି କାର୍ଡକୁ ପେଟିଏମ୍ ମାଧ୍ୟମ ରେ ପାଉଛନ୍ତି । ତେବେ ଆପଣ ମାନଙ୍କୁ 250 ଟଙ୍କା ଚାର୍ଜ ଦେବାକୁ ହେବ ।

Leave a Reply

Your email address will not be published. Required fields are marked *