ସରିଥିଲା ମଙ୍ଗନ ,ଟଏଲେଟ ଯିବ କହି ପୁରୁଣା ପ୍ରେମିକ ସହ ଚମ୍ପଟ ମାରିଲା କନ୍ୟା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଜାଇଛି । ବେଦୀ ସାଜସଜ୍ୟା ଠାରୁ ଆରମ୍ଭ କରି ନିମନ୍ତ୍ରଣ ଦେବା ସହିତ ବନ୍ଧୁ ବାନ୍ଧବ ବି ଭୋଜି ପାଇଁ ଘରେ ପହଁଚି ସାରିଥିଲେ । ଏମିତି କି ବରବି କୁଆଡେ ପ୍ରସେସନ ଆରମ୍ଭ କରି ଦେଇଥିଲା ଆଉ କିଛି ସମୟ ର ଅପେକ୍ଷା ଭୋର ଭୋର ବର ପହଁଚିଥାନ୍ତା । ଆଉ ବେଦି ରେ ବସି କନ୍ୟା କୁ ବାହା ହୋଇଥାନ୍ତା । ସମେସ୍ତେ ବର ଯାତ୍ରୀ ଙ୍କୁ ବାହାର କୁ ଯିବ ବୋଲି କହି ଫେରାର ହୋଇଗଲା ।

ମଙ୍ଗନ ସରିଥିବା ବେଳେ କନ୍ୟା ଜଣଙ୍କ ବାହାଘର ପୂର୍ବରୁ ନିଜର ପ୍ରେମିକ ସହିତ ଫେରାର ହୋଇଜାଉଛି । ଜାହାକୁ ନେଇ ଏବେ ଚର୍ଚ୍ଚା ଜୋର ଦାର ହେବାକୁ ଲାଗିଛି । ହଁ ବନ୍ଧୁଗଣ ବାହାଘର ପୂର୍ବରୁ ମଙ୍ଗୁଳା କନ୍ୟା ଫେରାର ହେବା ଘଟଣା ବଲାଙ୍ଗିର ଜିଲ୍ଲା ପୁଇନି ତଳା ରେ ଦେଖିବାକୁ ମିଳିଛି । ଆଉ ଏପଟେ ମଧ୍ୟ ଏକ ଅଭାବ ନିୟ ଘଟଣା ଘଟିଛି ପୁଇନିତଳା ଗାଁ ର ବୁଢିସିଣ୍ଡଲ ଗାଁ ରେ ବିହାରି ଗାଇ ଗୁଲିଆ ଙ୍କ ଝିଅ ମାଧବୀ ଙ୍କ ବାହାଘର ଥିବା ବେଳେ ବନ୍ଧୁ ବାନ୍ଧବ ବି ଆସିସାରିଥିଲେ ।

Kanya

ବର ବି ବାହାରି ସାରିଥିଲା । ବାଜା , ବାଣ , ରୋଷଣୀ ସହିତ କନ୍ୟା ଘରକୁ ଆସିଥିଲେ ବରଯାତ୍ରୀ । ଆଉ ଏପଟେ କନ୍ୟା ଦାନ କରିବା ଲାଗି ମାଧବୀ ଙ୍କ ପରିବାର ତରଫ ରୁ ସବୁ ପ୍ରକାରର ପ୍ରସ୍ତୁତି ସରିଥିଲା । ଆଉ ଏତିକି ବେଳେ ଘରୁ ବାହାକୁ ଯିବାର ବାହାନା କରି ଫେରାର ହୋଇଗଲା କନ୍ୟା । ସେମାନେ ଫେରାର ହେବା ପରେ ସେମାନଙ୍କୁ ବହୁତ ଖୋଜା ଖୋଜି କରାଗଲା କିନ୍ତୁ ସେମାନଙ୍କର ଖୋଜ ଖବର ମିଳିଲା ନାହିଁ ।

କାରଣ ମାଧବୀ ନିଜ ଗାଁ ର ଜଣେ ଯୁବତୀ ଙ୍କ ସହିତ ଜାଇଛନ୍ତି । ଦୁହେଁ ପରସ୍ପର କୁ ଦିର୍ଘ ବର୍ଷ ହେବା ଭଲ ପାଉଥିଲେ । ହେଲେ ସେମାନଙ୍କ ପ୍ରେମ କୁ ମାଧବୀ ଙ୍କ ଘର ଲୋକ ମାନେ ଗ୍ରହଣ କରୁନଥିଲେ । ଆଉ ମାଧବୀ ଙ୍କ ବାହାଘର ଯେଉଁ ଦିନ ଥିଲା ସେହି ଦିନ ସେହି ଯୁବକ ସହିତ ଗାଁ ଛାଡି ପଳେଇ ଗଲା । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲେ ମଧ୍ୟ କୈଣସି ପତ୍ତା ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *