ଆଉ ନାହାଁନ୍ତି ପିଣ୍ଟୁ ନନ୍ଦ । ଏହି କାରଣ ପାଇଁ ହୋଇଛି ମୃ-ତ୍ୟୁ । ଦେଖନ୍ତୁ ଶେଷ ଭିଡିଓ

Pintu Nand

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡିଆ ଚଳଚ୍ଚିତ୍ର ଜଗତରୁ ଆପଣ ମାନଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର । ଆମର ଓଡିଆ ଚଳଚ୍ଚିତ୍ରରେ ଆପଣ ମାନଙ୍କର ପ୍ରିୟ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏ ଦୁନିଆରେ ଆଉ ନାହାଁନ୍ତି । ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି । ରାତି ପାଖାପାଖି ୧୧ଟା ବାଜି ୪୫ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଲିଭର ଅପରେଶନ ହେଉଥିଲା । ରାତି ପାଖାପାଖି ୧୦.୩୦ ରୁ ୧୧.୦୦ ସମୟରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା କାହିଁକି ନାଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା । ପାଖାପାଖି ଘଣ୍ଟାଏ ରୁ ୨ଘଣ୍ଟା ପାଖାପାଖି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ଆସିବା ପରେ ସାରା ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

Pintu

ଡାକ୍ତର ଖାନାରେ ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଥିଲା । ପୂର୍ବରୁ ଯାହା ଜଣା ପଡିଥିଲା କି ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଆସିଲେଣି । ଦିଲ୍ଲୀରେ ଯେତେବେଳେ ତାଙ୍କର ଚିକିତ୍ସା ଚାଲିଥିଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିଲା ହେଲେ ଲିଭରୁ ରକ୍ତ ସ୍ରାବ ହେବା କାରଣରୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଥିଲା । ଏବଂ ତାଙ୍କର ଲିଭର ଅପରେଶନ ହେଉଥିଲା ଅପରେଶନ ହେବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହୋଇପଡିଥିଲା ଏବଂ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅଚାନକ ଏତେ ବଡ ଦୁଃଖଦ ଖବରକୁ କେହି ବି ବିଶ୍ୱାସ କରିପାରୁନାହାନ୍ତି । ସମସ୍ତେ ଭାବୁଥିଲେ କି ପିଣ୍ଟୁ ନନ୍ଦଙ୍କର ଟଙ୍କାର ଆବଶ୍ୟକତା ଥିଲା । ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ଆବଶ୍ୟକତା ଥିଲା ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପାଇଁ । ଯାହା ଜଣା ପଡିଥିଲା କି ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପରେ ପିଣ୍ଟୁ ନନ୍ଦ ସୁସ୍ଥ ହୋଇଯିବେ ।

ଏହି ଖବର ଆସିବା ପରେ ତାଙ୍କ ପରିବାର ସଦସ୍ୟ ସ୍ତ୍ରୀ, ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ଚଳଚ୍ଚିତ୍ର ଜଗତରେ ମଧ୍ୟ ଶୋକର ଲହରୀ ଖେଳି ଯାଇଛି । ସବୁ ଓଲିଉଡର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ସବୁଠି ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *