ଅଫେରା ରାଇଜରେ ପିଣ୍ଟୁ ନନ୍ଦ । ଆଉ ଫେରିବେନି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିବନ ଯୁଦ୍ଧରେ ହାରିଗଲେ ପିଣ୍ଟୁ ନନ୍ଦ ଆଜି ଆଉ ଆମ ପାଖରେ ନାହାଁନ୍ତି ପିଣ୍ଟୁ ନନ୍ଦ । ଆଜି ଆମ ସମସ୍ତ ଙ୍କୁ ଛାଡି ଆରପାରି କୁ ଛାଡି ଚାଲିଜାଇଛନ୍ତି ପିଣ୍ଟୁ ନନ୍ଦ । ଯିଏ ସମସ୍ତ ଙ୍କୁ ହସାଉଥିଲେ । ଆଜି ସେ ଆମକୁ କନ୍ଦେଇ ଆରପାରି କୁ ଚାଲି ଜାଇଛନ୍ତି । ନାଁ ତାଙ୍କୁ ଡାକିଲେ ସେ ଆସିବେ ନାଁ ସେ ଆଉ ଉଠି ପଡିବେ ।

ଓଡିଶା ରେ ଘରେ ଘରେ ପରିଚିତ ଥିବା ପିଣ୍ଟୁ ନନ୍ଦ । ଆଜି ସେ ଓଡିଶା କୁ ଲୁହ ରେ ଭିଜେଇ ଦେଇଛନ୍ତି । ଆଉ ଆଜି ଓଡିଶା ପିଣ୍ଟୁ ନନ୍ଦ ଙ୍କୁ ଝୁରୁଛି । କେତେ ବେଳେ ସେ ନାୟକ କେତେ ବେଳେ ସେ ଖଳନାୟକ । ତ ଆଉ କେତେ ବେଳେ ସେ ଦରଦୀ ବନ୍ଧୁ । ହେଲେ ସେହି ବନ୍ଧୁ ଆଜି ଆମ ପାଖରେ ଆଉ ନାହାଁନ୍ତି । ଶେଷରେ ଚୀର ନିଦ୍ରା ରେ ସେ ସବୁ ଦିନ ପାଇଁ ଶୋଇ ପଡିଛନ୍ତି ।

Pintu

ସତରେ ଭଗବାନ କେତେ ନିଷ୍ଟୁର ଦିର୍ଧ ଦିନ ହେଲା ଜିବନ ମରଣ ସହିତ ସଂଘର୍ଷ କରୁଥିବା ପିଣ୍ଟୁ ନନ୍ଦ । ଆଜି ସେ ଅଫେରା ରାଇଜ କୁ ଚାଲି ଜାଇଛନ୍ତି । ହାଇଦ୍ରାବଦ ର ଯୋଶଦା ହସ୍ପିଟାଲ ରେ ସେ ଆଜି ଆଖି ବୁଜି ଦେଇଛନ୍ତି । ଦିର୍ଘ ଦିନ ହେଲା ସେ ଜିବନ ମରଣ ସହିତ ସଂଘର୍ଷ କରୁଥିଲେ । ପିଣ୍ଟୁ ନନ୍ଦ ଙ୍କୁ ଆଜି ଭଗବାନ ତାଙ୍କ ନିକଟ କୁ ଟାଣି ନେଇ ଜାଇଛନ୍ତି ।

ତେବେ ଆଉ କିଛି ସମୟ ପରେ ସେ ଓଡିଶା ଫେରିବେ ତାଙ୍କ ବାସ ଭବନ କୁ ତାଙ୍କର ମର ଶରୀର କୁ ଅଣାଯିବ । ହେଲେ ପିଣ୍ଟୁ ନନ୍ଦ ଙ୍କ ଘରେ କାନ୍ଦ ବୋବାଳି ରେ ଫାଟି ପଡୁଛି । ନିଜେ ନିଜକୁ କେହି କାହାକୁ ବୁଝେଇ ପାରୁ ନାହାଁନ୍ତି । ଆଜି ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ପିଣ୍ଟୁ ନନ୍ଦ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *