ପ୍ରାଇଭେଟ ପାର୍ଟରେ ହୋଲି ଲଗାଇଲେ … ଆଉ ତା ପରେ କରିଦେଲେ

holly

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରାଇଭେଟ ପାର୍ଟ ରେ ଦାଦା ମାରିଲା ରଙ୍ଗ । ମନା କରୁଥିଲି ତଥାପି ସୁଣିଲା ନାହିଁ । ହୋଲି ଦିନ ବୋଧେ ନାଲି ପାଣି ପଡି ଜାଇଥିଲା । ମୁଁ ଘର ଲିପୁ ଥିଲି ପଛ ପଟରୁ ଆସି ମାଡି ବସିଲା ମନା କଲି ରଙ୍ଗ ଲଗେଇବା ପାଇଁ ମୋ ଡ୍ରେସ୍ ସବୁ ଚିରିଦେଲା ଆଉ ତା ପରେ ମୋ ପେ-ଣ୍ଟ ଖୋଲି ଦେଲା ମୁଁ ଚିତ୍କାର କଲି ତା ସ୍ତ୍ରୀ ଦୈଡି ଆସିଲା ଆଉ ମତେ ଧମକ ଦେଲେ ଯଦି ଏହି ବିଷୟ ରେ ତୁ କାହାକୁ କହିବୁ ତେବେ ତୋ ପରିବାର କୁ ମୁଁ ମାରିଦେବି ।

ମୁଁ ଏଥାନା ରୁ ସେ ଥାନା କୁ ଦୈ଼ଡିଲି ମତେ ନ୍ୟାୟ ମିଳିଲା ନାହିଁ । ଆଉ ଆଜି ଏସ୍ ପି ଅଫିସ୍ ଆସିଛି । ହଁ ବନ୍ଧୁଗଣ ଏମିତି କିଛି ଗୁହାରୀ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ଯୁବତୀ । ତେବେ ଏହି ପରି ଏକ ଅଭାବନିୟ ଘଟଣା ଭଦ୍ରକ ଜିଲ୍ଲା ଗନ୍ତ ବ୍ଲକ୍ ଅଧିନ କଟିନା ଗ୍ରାମ ରୁ ଆସିଛି । ଯେଉଁଠାରେ ଜଣେ ସରକାରୀ କର୍ମଚାରୀ ଶିକ୍ଷକ ବାବୁ ଏହି ସଂମ୍ପର୍କରେ ଥାନାରେ ଜଣେଇଲେ ବାହାରେ କହିଲେ ଜିବନ ରୁ ମାରି ଦେବାକୁ ଧମକ ଦେଲେ ଗୋଲକ ଦାଦା ଆଉ ତାଙ୍କ ପତ୍ନୀ ।

girl a

ସବୁଠୁ ବଡ କଥା ହେଲାକି ଏହି ସଂମ୍ପର୍କ ରେ ସମ୍ପୃକ୍ତ ଯୁବତୀ ଜଣଙ୍କ ଗନ୍ତ ଥାନାରେ ଜଣେଇଥିଲେ ହେଲେ 8 ଦିନ ବିତି ଜାଇ ଥିଲେ ବି ପୋଲିସ କିଛିବି ପଦକ୍ଷେପ ନେଇ ନାହିଁ । ତେଣୁ ବାଧ୍ୟ ହୋଇ ସଂମ୍ପୃକ୍ତ ଯୁବତୀ ଜଣଙ୍କ ଆଜି ଭଦ୍ରକ ଆସି ଏସପି ଙ୍କୁ ଭେଟି ଅଭିଯୋଗ ଦାୟର କରିଥିଲେ ।

ତେବେ ଅଭିଯୋଗ ରେ ଦର୍ଶାଜାଇଛି ଯେ ଗାଁ ହିସାବ ରେ ଦାଦା ଗୋଲକ ଦାଦା ଯେ ଶିକ୍ଷକ ରହିଛି ମୋତେ ଏକୁଟିଆ ପାଇ ମୋ ଅଜାଗା ରେ ରଙ୍ଗ ବୋଳି ଦେଇଛି । ମତେ ନ୍ୟାୟ ଦରକାର ମୁଁ 8 ଦିନ ହେଲା ଏ ଥାନା ରୁ ସେ ଥାନା ଦୈଡୁଛି ମତେ ନ୍ୟାୟ ମିଳୁ ନାହିଁ । ଆପଣ ସାର ନ୍ୟାନ ଦେବେ ବୋଲି ମୁଁ ଆଶା ବାନ୍ଧିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *