ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଙ୍କ ଅନୁପସ୍ଥିତି ରେ ସ୍ତ୍ରୀ ହେଲେ ନିଖୋଜ ମଥା ରେ ସିନ୍ଦୁର ଦେଇ ଗୋଟେ ଜନ୍ମ ନୁହେଁ ସାତ ଜନ୍ମ ପାଇଁ କାହା ଜିବନ ସାଥି ସହିତ ଜିବନ ବତେଇ ଥାଏ । ହେଲେ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ସ୍ୱାମୀ ଙ୍କ ଅନୁପସ୍ଥିରେ ନିଜ ସ୍ୱାମୀ ଏବଂ ପିଲାଙ୍କୁ ଛାଡି କେଉଁଆଡେ ଫେରାର ହୋଇଜାଇଛନ୍ତି ।
ଯାହା ଦେଖିବାକୁ ମିଳିଛି ଜାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ କଣ୍ଟା ବାଜ୍ଝୀ ଗାଁ ରେ ହରେକୃଷ୍ଣ ମଲ୍ଲୀକ ଙ୍କ ସ୍ତ୍ରୀ ପୂଜା ମଲ୍ଲୀକ୍ ଗୁରୁବାର ଠାରୁ ଆଜି ପର୍ଯ୍ୟନ୍ତ 8 ଦିନ ହେଲାଣି ନିଖୋଜ ହୋଇଗଲେଣି । ତାଙ୍କର ଦୁଇ ପୁଅ ମଧ୍ୟ ରହିଛନ୍ତି । ହେଲେ ସ୍ୱାମୀ ଏବଂ ପୁଅଙ୍କୁ ପର କରି କେଉଁ ଆଡକୁ ଚାଲି ଜାଇଛନ୍ତି ପୂଜା ମଲ୍ଲୀକ୍ ତାହା କାହାକୁ ବି ଜଣା ନାହିଁ ।
ଏହି ନେଇ ତାଙ୍କ ସ୍ୱାମୀ ମଧ୍ୟ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଏହା ପରେ ବି ମଧ୍ୟ ପୋଲିସ କୈଣସି କାର୍ଯ୍ୟାନୁଷ୍ଟାନ ନେଇ ନଥିବା ଜଣା ପଡିଛି । ତେବେ ଏମିତି ଘଟଣା ଏବେ ସେହି ଅଞ୍ଚଳ ରେ ଏକ ଆଶ୍ଚର୍ଯ୍ୟ ର ଘଟଣା ଭାବୁଛନ୍ତି ।
ତେବେ ବର୍ତମାନ ସମୟ ଦୁଇ ପିଲା ଏବଂ ସ୍ୱାମୀ ସ୍ତ୍ରୀ ର ଫେରିବା ବାଟକୁ ଅନେଇ ବସିଛନ୍ତି । ତେବେ ଏହି ପରି ଘଟଣା ଆପଣ ମାନେ ବିଭିନ୍ନ ସମୟ ରେ ଦେଖିଥାନ୍ତି ଯେ କେମିତି ଭାବେ ଘଟଣା ରେ ସ୍ୱାମୀ କୁ ଛାଡି ସ୍ତ୍ରୀ ପଳେଇ ଯାଉଛନ୍ତି । ତେବେ ଏଠାରେ ସ୍ତ୍ରୀ ନିଖୋଜ ଥିବା ବେଳେ କେଉଁଠି କୁ ଜାଇଛନ୍ତି ସ୍ତ୍ରୀ ତାହା ଜଣା ପଡି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।