ହେ ଭଗବାନ, ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ।

pintu 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିହାତି ଭାବେ ଜାଣିଥିବେ ଯେ କିଛି ଦିନ ହେଲା ଓଲିଉଡ ଅଭିନେତା ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ସେ ଦିଲ୍ଲୀ ମେଡିକାଲ ରେ ଚିକିତ୍ସିତ ହେଉଥିଲେ । ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଦର୍ଶକ ମାନଙ୍କ ମନୋରଂଞୀନ କରେଇ ଥିବା ଅଭିନେତା ଜଣଙ୍କ ଆଜି ଚିକିତ୍ସିତ ହେଉଛନ୍ତି ।

ତାହା ପୁଣି ଦିଲ୍ଲୀରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର କିଛି ଲୋକ ପ୍ରିୟ ଅଭିନେତା ମାନେ ଏକାଠି ହୋଇ ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛନ୍ତି । ସିଦ୍ଧାନ୍ତ ସିରୁତମ୍ ଭଳି ଅଭିନେତା ମାନେ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରୁଛନ୍ତି । ଯେତେ ଟଙ୍କା ଲାଗୁ ପଛକେ ଦିଆଯିବ ବୋଲି ମତ ରଖିଛନ୍ତି ।

ଅଭିନେତା ଜଣଙ୍କ ଖଳନାୟକ ଠାରୁ ଜାହାବି ଚରିତ୍ର ରହିଛି । ସବୁ ଚରିତ୍ର ରେ ଅଭିନୟ କରିବାରେ ବହୁତ ପାରଙ୍ଗମ ତାଙ୍କର ସମସ୍ତ ଚରିତ୍ର କୁ ଦର୍ଶକ ମାନେ ଦେଖି ଦର୍ଶକ ମାନେ ବହୁତ ମନୋରଂଞୀନ କରନ୍ତି । ବର୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀରେ ଚିକିତ୍ସା ଧୀନ ରହିଛନ୍ତି । ତାଙ୍କର ଚିକିତ୍ସା ରେ ପ୍ରତ୍ୟୋକ ଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

Pintu Nanda

ତେବେ ଦିଲ୍ଲୀ ଡାକ୍ତର ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ନେଇ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତ୍ୱର ରହିଛି । ତେବେ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ଙ୍କୁ ଡାକ୍ତର ମାନେ ହାଇଦ୍ରାବଦ କିମ୍ବା ଚେନ୍ନାଇ ନେଇ ଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ।

ଲିଭର ସିରୋସିସ ରୋଗ ରେ ପଡିତ ହୋଇଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ କୈଣସି ଡୋନର ମିଳୁ ନାହିଁ । ଏହା ସହିତ ଅର୍ଥ ର ଅଭାବ ରହିଛି ବୋଲି ପିଣ୍ଟୁ ନନ୍ଦ ଙ୍କ ଭାଇ ମଧ୍ୟ ସୂଚନା ଦେଇଥିବାର ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *