ବଡ଼ିଗାର୍ଡ ସାଜିଲା ବିଲେଇ!! | ବିଲେଇର କାମ ଦେଖି ଆଶ୍ଚର୍ଯ୍ୟ ହେଲେ ମାଲିକ !!

cat

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଡିଗାର୍ଡ ସାଜିଲା ବିଲେଇ ମାଆ ପରି ମଣିଷ ଛୁଆ କୁ କରୁଛି ରକ୍ଷା ହଁ ବନ୍ଧୁଗଣ କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହଲେ ଆପଣ ମାନେ ଏହି ବିଲେଇ ଟିର କାମ ଦେଖିଲେ ଆପଣ ମାନେ ବି ପ୍ରଶଂସା କରି ରହି ପାରିବେ ନାହିଁ । ତେବେ ସାଧାରଣତଃ ଗୃହ ପାଳିତ ପଶୁ ମାନଙ୍କ ମଧ୍ୟରେ ବିଲେଇ ଏବଂ କୁକୁର ଙ୍କ ଭିଡ଼ିଓ ଭାଇରଲ ହୋଇଥାଏ ।

ଅନ୍ୟ ପଟେ ବିଲେଇ ମାନେ ନିଜର ଅଜବ କାରନାମା ପାଇଁ ବହୁତ ଭାଇରଲ ହୋଇଥାନ୍ତି । ହେଲେ ଆଜି ଆମେ ଯେଉଁ ଭିଡ଼ିଓ ବିଷୟ ରେ କହିବୁ । ସେହିଥିରେ ବିଲେଇ ତା ମାଲିକ ପ୍ରତି କେତେ ଯତ୍ନବାନ ସେହିଥିରେ ଦେଖିବାକୁ ମିଳିଛି । ତେବେ ଭିଡ଼ିଓ ରେ ଗୋଟେ କୁନି ଛୁଆ ଏକା ଏକା ବାଲକୋନି ରେ ଖେଳୁଛି । ମଝିରେ ମଝିରେ ବାଲକୋନି ରେ ଲାଗିଥିବା ରେଲିଂ କୁ ଚଢିବାକୁ ଚେଷ୍ଟା କରୁଛି ।

cat

ହେଲେ ସେହି ସମୟ ରେ ପାଖରେ ଥିବା ପୋଷା ବିଲେଇ ଟି କୁନି ଛୁଆ ପ୍ରତି ବିପଦ ରହିଥିବା ଜାଣି ପାରୁଛି । ଆଉ ତାକୁ ରେଲିଂ ରେ ଚଢିବାକୁ ବାରଣ କରୁଛି । କୁନି ଛୁଆଟି ଯେତେ ଥର ସେହି ରେଲିଂ କୁ ଛୁଇଁ ଟାଣି ହେଉଛି ସେତେ ବେଳେ ବିଲେଇ ଟି ତାର ଗୋଡ ବଢେଇ ଛୁଆ କୁ ରୋକି ଦେଉଛି । ତେବେ ଏହି ଭିଡ଼ିଓ ଦେଖିଲେ ଲାଗୁଛି ଏହି ବିଲେଇ ଟି କେତେ ଯତ୍ନ ବାନ ।

ସତେ ଯେମିତି ମଣିଷ ପରି ସେ ବି ଜାଣି ପାରୁଛି କି ଆଗକୁ ବିପଦ ରହିଛି ବୋଲି । ଅନ୍ୟ ପଟେ ସୋସିଆଲ ମିଡିଆ ରେ ଏହି ବିଲେଇ ର ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ବେଳେ ଯିଏ ବି ଦେଖୁଛି ସେ ବିଲେଇ କୁ ପ୍ରଶଂସା କରି ରହି ପାରୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ଏହି ବିଲେଇ କୁ ନେଇ କଣ ମତାମତ ରଖିବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *