ବାହାଘରରେ ଲୁଚି ଲୁଚି ରୋମାନ୍ସ କରୁଥିଲେ ସିଦ୍ଧାନ୍ତ । ଭିଡିଓ ହୋଇଗଲା ଭାଇରାଲ ।

Sidhant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ରେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର ଙ୍କ ଚାଲିଛି ରୋମାନ୍ସ । ତାଙ୍କ ଉପରକୁ ଫୁଲ ପକଉଛନ୍ତି ମାମା ମିଶ୍ର । ତେବେ ବର ଉପରକୁ ଫୁଲ ନ ପକେଇ ସିଦ୍ଧାନ୍ତ ଙ୍କ ଉପର କୁ ଫୁଲ ପକାଉଛନ୍ତି ମାମା ମିଶ୍ର । ଆପଣ ମାନେ ଜାଣିଥିବେ 90 ଦଶକ ରେ ଜବର୍ଦୋସ୍ତ ଅଭିନୟ କରି ସାରା ଓଡିଶା ରେ ବହୁତ ଲୋକପ୍ରିୟତା ହାସଲ କରି ପାରିଥିଲେ ।

ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଆଉ ସୁଟିଂ ସେଟ୍ ରୁ ଭଲ ପାଇ ମାମା ମିଶ୍ର ଙ୍କୁ ସିଦ୍ଧାନ୍ତ ମହାପାତ୍ର 2003 ମସିହା ରେ ବିବାହ କରିଥିଲେ । ତେବେ ବିବାହ ପରେ ତାଙ୍କର ଗୋଟେ ଝିଅ ଏବଂ ଗୋଟେ ପୁଅ ରହିଛନ୍ତି । ପରିବାର ଲୋକଙ୍କ ସହିତ ଏବେ ବହୁତ ଖୁସୀରେ ରହୁଛନ୍ତି ସିଦ୍ଧାନ୍ତ ମହାପାତ୍ର । ଏହାରି ମଧ୍ୟରେ ମାମା ମିଶ୍ର ଙ୍କ ଘରକୁ ଜାଇଥିଲେ ସିଦ୍ଧାନ୍ତ ମହାପାତ୍ର । ବାହାଘର ରେ ମାମା ମିଶ୍ର ବର ଉପର କୁ ଫୁଲ ନପକେଇ ନିଜ ସ୍ୱାମୀ ସିଦ୍ଧାନ୍ତ ଙ୍କ ଉପର କୁ ଫୁଲ ପକାଉ ଥିବାର ନଜର ଆସିଛନ୍ତି ।

Sidhant

ତେବେ ଏହି ଭିଡ଼ିଓ ଟି କ୍ୟାମେରା ରେ କୟେଦ୍ ହୋଇଥିଲା । ଆଉ ବାହାଘର ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ମାମା ମିଶ୍ର ଙ୍କ ରୋମାନ୍ସ ଦେଖିବା ପାଇଁ ମିଳିଥିଲା । ତାହାଲେ ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର 2000 ମସିହାରେ ବହୁତ ସାରା ସିନେମା ରେ ଅଭିନୟ କରିଥିଲେ । ସୁଟିଂ ସେଟ୍ ରୁ ଦୁହେଁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ବିବାହ ପରେ ମାମା ମିଶ୍ର ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଥିବାର ନଜର ଆସି ନାହାଁନ୍ତି । ତେବେ ନିଜର ପରିବାର ଏବଂ ଘର ସଂସାର ସମ୍ଭାଳୁଥିବାର ଦେଖା ଦେଇଥିଲେ ମାମା ମିଶ୍ର । ଏମିତି ରେ ଏବେବି ସିଦ୍ଧାନ୍ତ ମହାପାତ୍ର ବହୁତ ସାରା ସିନେମା ରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଆଉ କିଛି ସମୟ ମଧ୍ୟରେ ସେ ରାଜନୀତି ରେ ବି ପ୍ରବେଶ କରିଥିଲେ । ରାଜନୀତି ରେ ବି ସେ ସଫଳ ଭାବେ କାର୍ଯ୍ୟ କରିଥିଲେ । ଆଉ ସେ ଏବେ ଓଡିଆ ସିନେମା ଛଡା ବହୁତ ସାରା ରିଆଲିଟି ସୋ ରେ ଅଭିନୟ କରି ଥିବାର ଦେଖା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଙ୍କ କେତେ ପରିମାଣ ରେ ଭଲ ପାଆନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *