ଆସିଲା ବଡ଼ ଖୁସି ଖବର । ଏହି ତାରିଖରେ ଖାତାକୁ ଆସିବ ପିଏମ କିଷାନ ଯୋଜନା ର ଟଙ୍କା

PM Kisan

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନା ନିହାତି ଭାବେ ଜାଣିଛନ୍ତି । ଜାହାକୁ ମଧ୍ୟ କିଶାନ ଯୋଜନା ବୋଲି କୁହାଯାଉଛି । ତେବେ ଏହି କିଶାନ ଯୋଜନା ଅଧିନ ରେ ଚାଷୀ ମାନଙ୍କୁ ବାର୍ଷିକ 6 ହଜାର ଟଙ୍କା ଲେଖାଏ ପ୍ରଦାନ କରାହେଉଛି । ଅର୍ଥାତ ପ୍ରତି କିସ୍ତିରେ 2000 ଟଙ୍କା ଲେଖାଏ ।

ତେବେ ଏହିଥିରେ ଏବେ 2023 ରେ ଆସିଜାଇଛି କିଛି ନୂଆ ଲିଷ୍ଟ । ଯେଉଁ ମାନଙ୍କ ଲିଷ୍ଟରେ ନାମ ଥିବ ସେମାନଙ୍କ ନାମକୁ ଆସିବାକୁ ଯାଉଛି କିଶାନ ଯୋଜନା ଅଧିନ ରେ 13 ତମ କିସ୍ତିର 2000 ଟଙ୍କା । ତେବେ ଆସନ୍ତୁ ନୂଆ ଲିଷ୍ଟ ଜାଣିବା । ତା ପୂର୍ବରୁ ଆପଣମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

pm

ପ୍ରଥମେ ତ ଆପଣ ମାନଙ୍କୁ ପ୍ରଥମେ pmkisan.gov.in ୱେବସାଇଟ ଭିଜିଟ କରିବାକୁ ପଡିବ । ଜାହାର ଲିଙ୍କ୍ ଆମେ ଏଠାରେ ଦେଉଛୁ । ତା ପରେ ଆପଣ ମାନେ ତଳକୁ କ୍ସ୍ରଲ କରିଲେ ଆପଣ ମାନଙ୍କୁ ମିଳିଯିବ ବେନିଫିସାରି ଲିଷ୍ଟ । ତା ଉପରେ କ୍ଲିକ୍ କରିବା ମାତ୍ରେ ଆପଣ ମାନଙ୍କୁ ମିଳିଯିବ ଷ୍ଟେଟ୍ , ଏବଂ ପରେ ଆପଣ ମାନଙ୍କ ଯେଉଁ ଡିଷ୍ଟ୍ରିକ୍ ଥିବ ସେହିଥିରେ କ୍ଲିକ୍ କରିବେ ।

ଏହା ପରେ ଆପଣ ମାନେ ବ୍ଲକ୍ ଦେବେ ଏବଂ ଶେଷରେ ଆପଣ ମାନେ ଗ୍ରାମ ପଞ୍ଚାୟତ ସିଲେକ୍ଟ କରିବେ । ଏବଂ ପରେ ଆପଣ ମାନଙ୍କର ତଳେ ମିଳିଯିବ ଗେଟ୍ ରିପୋର୍ଟ । ଏବେ ଦେଖନ୍ତୁ ଆପଣ ମାନଙ୍କ ସାମ୍ନାରେ ଆସିଯିବ ଲିଷ୍ଟ ଯେଉଁଥିରେ କି ଏଠାରେ କିଛି ନୂଆ ନାମ ମଧ୍ୟ ଏଡ୍ ହୋଇଜାଇଛି ।

ତେବେ ଏହି ଲିଷ୍ଟ ରେ ଯେଉଁ ମାନଙ୍କ ନାମ ଥିବ ସେମାନଙ୍କ ଖାତାକୁ କିଶାନ ଯୋଜନା ଅଧିନ ରେ 13 ତମ କିସ୍ତିର 2000 ଟଙ୍କା । ତେବେ ମିଳିଥିବା ସୂଚନା ମୁତାବକ ଫେବୃଆରୀ ପ୍ରଥମ ସପ୍ତାହ ରେ କିଶାନ ଯୋଜନା ଅଧିନ ରେ 13 ତମ କିସ୍ତିର 2000 ଟଙ୍କା ଆସିଯିବ । ତେବେ ଆପଣ ମାନେ ଚେକ୍ କରିବା ପାଇଁ ହେଲେ ଆପଣ ମାନେ pmkisan.gov.in କୁ ଜାଇ ଚେକ୍ କରି ପାରବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *