ନବ ଦାସଙ୍କ ହ-ତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ, ଗୋପାଳଙ୍କ ବଡ଼ ଭାଇ ସତ୍ୟକୁ ଉଠାଇ ନେଲା କ୍ରାଇମ ବ୍ରାଞ୍ଚ

naba

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ମାମଲା ରେ ଏବେ ଗୋପାଳ ଙ୍କ ଘରେ ଛାନବିନ୍ କରୁଛି କ୍ରାଇମ ବ୍ରାଞ୍ଚ । ତେବେ ଗଞାମ୍ ଜାଇ ଜଳେଶ୍ୱରରେ ରହିଥିବା ଜଳେଶ୍ୱର ଖଣ୍ଡି ଗୋପାଳ ଙ୍କ ଘରେ ଏହା ସହିତ ଗୋପାଳ ଙ୍କ ଯିଏ ଭାଇ ରହିଛି ତାଙ୍କୁ ମଧ୍ୟ ଉଠେଇ ନେଇଛି କ୍ରାଇମ ବ୍ରାଞ୍ଚ । ଏବଂ ଭାଇ କୁ ପଚରା ଉଚୁରା କରାଜାଉ ଥିବା କୁହାଜାଉଛି ।

ତେବେ କାହିଁଁକି ମାରିଥିଲେ କଣ ପାଇଁ ଏଭଳି ନିସ୍ପତି ନେଇଥିଲେ ଗୋପାଳ ଦାସ । ତେବେ ଏହି ସବୁ କଥା କୁ ନେଇ କ୍ରାଇମ ବ୍ରାଞ୍ଚ ଏବେ ଏକ୍ଟିଭ ମୋଡ କୁ ଆସିଜାଇଛି । ଜାହା ଫଳ ରେ କ୍ରାଇମ ବ୍ରାଞ୍ଚ ଜାଇ ପହଁଚିଛି ଗୋପାଳ ଙ୍କ ଘରେ ଏବଂ ଗୋପାଳ ଙ୍କ ଘର ଭିତର ଛାନଭିନ କରିଥିଲା । ଏହା ସହିତ ଗୋପାଳ ଙ୍କ ଭାଇ କୁ ଏବେ ଉଠେଇ ଆଣିଛି କ୍ରାଇମ ବ୍ରାଞ୍ଚ ।

ga

ଏଠାରେ କହି ରଖିବାକୁ ଚାହିଁବୁ କି ଏହା ମଧ୍ୟ ବଡ ଚେଲେଞ୍ ମଧ୍ୟ କ୍ରାଇମ ବ୍ରାଞ୍ଚ ପାଇଁ । କାରଣ ରାଜ୍ୟର ଏତେ ବଡ ମନ୍ତ୍ରୀ ଙ୍କୁ ଜଣେ ପୋଲିସ ଅଫିସର ଗୁଳି ମାରୁଛି ଏହା ସୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ସେହିଥି ପାଇଁ ଏହି ଘଟଣା ମଧ୍ୟ ସେତିକି ଆଶ୍ଚର୍ଯ୍ୟ କରି ଦେଇଛି ଘଟଣା କୁ । ଆଉ କ୍ରାଇମ ବ୍ରାଞ୍ଚ ବି ଚାହୁଁଛି ଯେ ଏହାକୁ ତନ୍ନା ଘନ୍ନା କରି ସଠିକ୍ ତଦନ୍ତ କରି ଏହାର ଉତ୍ତର ପାଇବ ଯେ କେଉଁ କାରଣ ପାଇଁ ଗୋପାଳ ପଛେଇ ନଥିଲେ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରିବା ପାଇଁ ।

ଆଉ ଜାହା ଜଣା ପଡିଛି ଏବେ ସିଧା ସଳଖ ଜାଇ ଗୋପାଳ ଙ୍କ ଘରେ ପହଁଚି ଜାଇଛନ୍ତି କ୍ରାଇମ ବ୍ରାଞ୍ଚ । ତେବେ ବନ୍ଧୁଗଣ ପୁଣି ଥରେ କହି ରଖିବାକୁ ଚାହିଁବୁ ଯେ ଗୋପାଳ ଦାସ ଙ୍କ ଘରେ ପହଁଚିଲା 4 ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ । ତେବେ ଗଞାମ୍ ଜାଇ ଜଳେଶ୍ୱରରେ ରହିଥିବା ଜଳେଶ୍ୱର ଖଣ୍ଡି ଗୋପାଳ ଙ୍କ ଘରେ ଏହା ସହିତ ଗୋପାଳ ଙ୍କ ଯିଏ ଭାଇ ରହିଛି ତାଙ୍କୁ ମଧ୍ୟ ଉଠେଇ ନେଇଛି କ୍ରାଇମ ବ୍ରାଞ୍ଚ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *