ପ୍ରଥମ ଥର ଝିଅ ମାଲତୀ ମୁହଁ ଦେଖାଇଲେ ପ୍ରିୟଙ୍କା |

priyanka

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମ ଥର ଝିଅର ମୁହଁ ଦେଖେଇଲେ ପ୍ରିୟଙ୍କା ଚୋପ୍ରା । ପାର୍ଟି ରେ ସାର୍ବଜନିନ କଲେ ମାଲତି ର ମୁହଁ । ବାପା ଙ୍କୁ ଷ୍ଟେଜ ରେ ଦେଖି ଖୁସୀରେ ଝୁମିଲେ ମାଲତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜି କାଲି ଝିଅ ମାଲତି ମେରି ସହିତ ସମୟ ବିତାଉଛନ୍ତି । ଉଭୟ ଙ୍କୁ ଅନେକ ପାର୍ଟି ରେ ମଧ୍ୟ ଦେଖିବାକୁ ମିଳୁଛି ।

ଜନ୍ମ ପର ଠାରୁ ମାଳତି ଙ୍କ ଚେହେରା ଲୁଚାଉଥିବା ପ୍ରିୟଙ୍କା ନିକଟ ରେ ଏକ ପାର୍ଟିରେ ଝିଅ ମୁହଁକୁ ସର୍ବଜନିତ କରିଛନ୍ତି । ଜାନୁଆରୀ 30 ରେ ଏକ ଇଭେଣ୍ଟ କୁ ନେଇ ଆସିଥିଲେ ସେଠାରେ ତାଙ୍କର ପତି ନିକ୍ ଜୋନେସ ବି ଉପସ୍ଥିତ ଥିଲେ । ଏବଂ ସେମାନଙ୍କ ଭାଇ ମାନେ ହଲିଉଡ ୱାଲ୍ଡ ଷ୍ଟାର ଆୱାର୍ଡ ପାଇଥିଲେ ।

malti

ଏହି ଇଭେଣ୍ଟ ରେ ଦୁହେଁ ମେଚିଂ ସାର୍ଟ ପିନ୍ଧିଥିଲେ ମାଳତି । ଏବଂ ପ୍ରିୟଙ୍କା ମଧ୍ୟ କୋଳରେ ଧରି ବହୁତ ଖୁସୀ ଜଣା ପଡୁଥିଲା । ଏବଂ ସେହି ପରି ବେଳେ ମାଳତି ଙ୍କ ଫୋଟ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ପ୍ରିୟଙ୍କା ସୋରଗେସି ମାଧ୍ୟମ ରେ ଜାନୁଆରୀ 15 2021 ରେ ଝିଅ ଜନ୍ମ ଦେଇଥିଲେ । ତେବେ ପ୍ରିୟଙ୍କା ଆମାଜନ ପ୍ରାଇମ୍ ରେ ତାଙ୍କର ପ୍ରଥମ ୱେବ ସିରିଜ ସିଟାର ଡେ ରେ ନଜର ଆସିବେ । ଏହା ସହିତ ହଲିଉଡ ଫିଲ୍ମ ଲଭ ଏଗେନ ଏବଂ ଏଣ୍ଡିକଷ୍ଟିନ ରେ ନଜର ଆସିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *