ଦାବଜାନୀଙ୍କ ଶାସୁ ଘର ଭିଡିଓ ଭାଇରାଲ । ଏବେ ହିଁ ଦେଖନ୍ତୁ

Debjani

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ପରେ ଏବେ ଶାଶୁ ଘରେ ଚଳୁଛନ୍ତି ଦେବଜାନୀ ଆପଣ ମାନେ ଓଲିଉଡ ର ଏହି ଜବର୍ଦୋସ୍ତ ଅଭିନେତ୍ରୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଦେବଜାନୀ ଙ୍କୁ ଏବେ ପ୍ରାୟ 38 ବର୍ଷ ବୟସ ହୋଇଗଲାଣି । ତେବେ 38 ବର୍ଷ ବୟସ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଦେବଜାନୀ । ଆପଣ ମାନେ କିଛି ଦିନ ତଳେ ତାଙ୍କର ହଳଦୀ ରସମ ହୋଇଥିବାର ଦେଖିଥିବେ । ଯେଉଁଥିରେ ସେ ବହୁତ ସାରା ମଜା ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲେ ।

ଆଉ ଏହିଥିରେ ଓଲଉଡ ର ବହୁତ ସାରା ସେଲିବ୍ରେଟି ମାନେ ବି ଯୋଗ ଦେଇଥିଲେ । ଆଉ ଏବେ ଦେବଜାନୀ ଙ୍କ ବାହାଘର ସରିଜାଇଛି ଏବଂ ସେ ନିଜର ସ୍ୱାମୀ ଙ୍କ ସହିତ ଗାଁ ରେ ରହୁଥିବାର ନଜର ଆସିଛନ୍ତି । ତାହାଲେ ଆପଣ ମାନେ ଦେବଜାନୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ 90 ଦଶକ ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି । ପ୍ରଥମେ ଆଲବମ ଏବଂ ପରେ ସିନେମା ଜଗତରେ ଅଭିନୟ କରି ଆସିଥିଲେ ଦେବଜାନୀ ମାତ୍ର 15 ବର୍ଷ ବୟସ ରୁ ହିଁ ସେ ନିଜର ଅଭିନୟ କେରିୟର ଆରମ୍ଭ କରିଛନ୍ତି ।

Debjani

ଆପଣ ମାନେ ଏବେ ତାଙ୍କୁ ବହୁତ ସାରା ୱେବସିରିଜ୍ ରେ ଦେଖିବା ପାଇଁ ପାଉଥିବେ । ତେବେ ଦେବଜାନୀ ଅଭିନୟ କରିବା ସହିତ ମୋଡେଲିଂ ରେ ବି ନଜର ଆସିଛନ୍ତି । ତେବେ ଦେବଜାନୀ ଗତ ଦିନ ମାନଙ୍କରେ 50 ରୁ ଅଧିକ ସିନେମା ରେ ଅଭିନୟ କରିଛନ୍ତି । ଆଉ ଏବେ ଦେବଜାନୀ ଙ୍କୁ ଆପଣ ମାନେ ମୋଡେଲିଂ କରୁଥିବାର ଦେଖିବା ପାଇଁ ପାଉଥିବେ । ମୋଡେଲିଂ ଜଗତ ରେ ଗୋଟେ ନୂଆ କ୍ରାନ୍ତି ଆଣିଛନ୍ତି ଦେବଜାନୀ ।

ବନ୍ଧୁଗଣ ଦେବଜାନୀ ଙ୍କ ବିବାହ ହୋଇଜାଇଛି ଆଫ ଏବେ ସେ ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି । ତାହାଲେ 38 ବର୍ଷ ବୟସରେ ବାହା ହୋଇଛନ୍ତି ଦେବଜାନୀ । ତେବେ ଏହି ପରି ଖବର ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ହେଲେ ପ୍ରକୃତ ଘଟଣା ଟି ହେଲା ଦେବଜାନୀ ଏକ ଆଲବମ ସୁଟିଂ ରେ ବ୍ୟସ୍ତ ରହୁଛନ୍ତି । ଯେଉଁଥିରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ଗୋଟେ ଓଡିଆ ଘରର ବୋହୁ ପରି ନଜର ଆସିଛନ୍ତି । ତେବେ ଏମିତି ରେ ଆପଣ ମାନଙ୍କୁ ଦେବଜାନୀ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *