ପିଣ୍ଟୁ ନନ୍ଦ ଙ୍କ ଘର ସମ୍ପତି ଓ ପରିବାର ବିଷୟରେ | ଜାଣିଲେ କାବା ହୋଇଯିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 1996 ମସିହା ରୁ ଚଳଚିତ୍ର ଜଗତରେ ଆକ୍ଟିଭ ରହିଥିବା ଆପଣ ମାନଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ତାଙ୍କର ସଂମ୍ପତୀ କେତେ ତାଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ବିଷୟ ରେ । ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା । ଜାହାଙ୍କ ବିଷୟ ରେ ଆପଣ ମାନେ ପୂର୍ବରୁ କେବେ ଜାଣିବାକୁ ପାଇ ନଥିବେ । ଆପଣ ମାନେ ଜାଣିଥିବେ ଏବେ ଲିଭର ସିରୋସିସ ରୋଗରେ ପୀଡିତ ରହିଛନ୍ତି ପିଣ୍ଟୁ ନନ୍ଦ । ତାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱର ହେବାରୁ ତାଙ୍କର ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କାର ଆବଶ୍ୟକ ଥିଲା । ଏବଂ ସେ ସମସ୍ତଙ୍କୁ ସାରା ଓଡିଶା ବାସୀ ଙ୍କ ଅନୁରୋଧ କରିଥିଲେ ସାହାଯ୍ୟ ପାଇଁ ।

1996 ମସିହା ରୁ ଚଳଚିତ୍ର ଜଗତରେ ଆକ୍ଟିଭ ରହିଥିବା ଜଣେ ଅଭିନେତା ଙ୍କ ପାଖରେ 50 ଲକ୍ଷ ଟଙ୍କା ସେଭିଙ୍ଗ୍ସ ନଥିଲା । ଜାହାକୁ ନେଇ ସବୁଠି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏହି ସବୁ ଭିତରେ ତାଙ୍କର ସଂମ୍ପତୀ କେତେ ଯେଉଁ ସବୁ ବିଷୟ ରେ ଫେନ ମାନେ କମେଣ୍ଟ କରି କହିଛନ୍ତି ପିଣ୍ଟୁ ନନ୍ଦ ଙ୍କ ସଂମ୍ପତୀ ବିଷୟ ରେ ଜଣେଇବା ପାଇଁ ତେବେ ଆପଣ ମାନେ ଏହି ବିଷୟ ରେ ସବୁ କିଛି ଟିକିନିକ୍ ଭାବେ ପୋଷ୍ଟ ରୁ ଜାଣିଯିବେ ।

Pintu Nanda

ତେବେ ପିଣ୍ଟୁ ନନ୍ଦ ଙ୍କ ବର୍ତମାନ ବୟସ ହେଲା 45 ବର୍ଷ ପିଲାଟି ବେଳରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା । ପିଲାଟି ବେଳରୁ ସେ ଅଭିନୟ ସିଖିବା ଆରମ୍ଭ କରିଥିଲେ । ପ୍ରଥମ କରି ସେ ଯେତେ ବେଳେ ଚଳଚିତ୍ର ଦୁନିଆଁ ରେ ପାଦ ଦେଇଥିଲେ ସେତେ ବେଳେ କୁଲି ଭୂମିକା ରେ ନଜର ଆସିଥିଲେ । ଏହା ପର ଠାରୁ ସେ ଖଳନାୟକ ଭୂମିକା ରେ କାମ କରିଥିଲେ ଯେଉଁ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସେ ।

ପିଣ୍ଟୁ ନନ୍ଦ ନିଜର କେରିଅର ରେ ଅନେକ ଚଳଚିତ୍ରରେ କାମ କରି ସାରିଛନ୍ତି । 2012 ରେ ପର୍ଶୁରାମ , 2012 ରେ ଲଭ ମାଷ୍ଟର , ଏହା ପୂର୍ବରୁ 2011 ରେ ପ୍ରେମ କଥା I Love U । 2015 ରେ ଆସିକ୍ , 2002 ରେ ରଙ୍ଗ ନମ୍ବର , 1999 ରେ ତୋ ଆଖି ମୋ ଆଇନା , 1997 ରେ ରାମ ଲକ୍ଷ୍ମଣ , 1997 ରେ କୋଇଲି । ଏମିତି ଅନେକ ଚଳଚିତ୍ର ସେ କରିଛନ୍ତି ।

ତାଙ୍କର ପରିବାର ରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ରହିଛନ୍ତି । ତେବେ ତାଙ୍କର ସଂମ୍ପତୀ ବିଷୟ ରେ କହିଲେ ତାଙ୍କର ଏକ ଆଲିସାନ ଘରର ରହିଛି । ତା ସହିତ ଦୁଇଟି କାର ମଧ୍ୟ ରହିଛି । ଏହା ସହିତ ତାଙ୍କର ସଂମ୍ପତୀ ର ମୂଲ୍ୟ ପାଖା ପାଖି 50 ଲକ୍ଷ ରୁ 1 କୋଟି ଭିତରେ ହୋଇଥାଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *