ବିନା ଚକରେ ରାସ୍ତାରେ ଚାଲୁଛି ଟ୍ରକ । ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଚକ ବିନା ଗଡୁଛି ଟ୍ରକ୍ ବିନା ରାସ୍ତାରେ ବିଚ ରାସ୍ତାରେ ଗଡିଲା ଟ୍ରକ୍ । କଥାଟି ସୁଣି ଆପଣ ମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁ ଥାଉ ପାରେ । ହେଲେ ଏହି ଘଟଣା ଟି ନିହାତି ଭାବେ ସତ ଅଟେ । ତେବେ ସାଧାରଣତଃ ଆଗକୁ ବଢୁଥିବା ବାହାନ ନିଜର ଚକ ସାହାଯ୍ୟରେ ଆଗକୁ ବଢିଥାଏ । ହେଲେ ସୋସିଆଲ ମିଡିଆରେ ଏମିତି ଏକ ଟ୍ରକ୍ ର ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେଉଛି ।

ଯେଉଁଥିରେ ଟ୍ରକ୍ ଟି ବିନା ଚକରେ ଗଡୁଥିବାର ନଜର ଆସିଛି ଜାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଠିକରେ ଦେଖିଲେ ଜଣା ପଡୁଛି ଯେ ଟ୍ରକ୍ ର ଆଗ ଭାଗରେ କୈଣସି ଚକ ନାହିଁ । ଅର୍ଥାତ ଟ୍ରକ ଟି ବିନା ଆଗ ଚକରେ ହିଁ ଚାଲୁଛି । ଏହା ପରେ ବି ଟ୍ରକ ଡ୍ରାଇଭର ଅତି ଆରାମ ରେ ଟ୍ରକଟିକୁ ଚଲାଉଛନ୍ତି ।

Truck

ସୂଚନା ଅନୁସାରେ ଟ୍ରକ ଟି ଦୂର୍ଘଟଣା ର ଶୀକାର ହୋଇଥିଲା । ଜାହା ଫଳ ରେ ଟ୍ରକ ର ଆଗ ଦୁଇଟି ଚକକୁ ସଂମ୍ପର୍ଣ୍ଣ ଭାବେ କ୍ଷେତି ପହଁଚିଛି । ଅର୍ଥାତ କହିବାକୁ ଗଲେ ଟ୍ରକ ର ଆଗ ଚକ ନାହିଁ । ଟ୍ରକ ଟି ଏପରି ଅବସ୍ଥାରେ ରାସ୍ତାରେ ଗଡୁଥିବା ବେଳେ କେହି ଜଣେ ଏହାର ଭିଡ଼ିଓ କରି ସୋସିଆଲ ମିଡିଆ ରେ ଆପଲୋର୍ଡ କରି ଦେଇଥିଲେ ।

ଜାହା ଫଳ ରେ ଭିଡ଼ିଓ ଟି ଦେଖୁ ଦେଖୁ ବହୁତ ପରିମାଣ ରେ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଆଉ ସୋସିଆଲ ମିଡିଆ ରେ ଏହି ଭିଡ଼ିଓ ରେ ଏପରି ଅବସ୍ଥା ରେ ଚଳାଉଥିବା ଟ୍ରକ ଡ୍ରାଇଭର ପ୍ରଶଂସା କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *